ଇଏ ହେଉଛି ଲୋକପ୍ରିୟ ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର ହୀରୋ ଆରବ (Sanoj Kumar)ଙ୍କ ପରିବାର, ପ୍ରଥମ ଥର ପାଇଁ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆରବଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଯିଏ କି ଓଲିଉଡ଼ ଟେଲିଭିଜନ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡ଼ି ର ଅଭିନେତା ଅଟନ୍ତି ଏବଂ ଆପଣ ମାନେ ଆରବଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖୁଥିବେ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଆପଣ ମାନଙ୍କର ଅତିପ୍ରିୟ ଆରବଙ୍କ ପ୍ରକୃତ ପରିବାର ବିଷୟରେ ତେବେ ଆସନ୍ତୁ ଜାଣିବା ।

ତେବେ ଟିଭି ଜଗତର ହ୍ୟାଣ୍ଡସମ ଅଭିନେତା ଆରବ ଙ୍କ ପ୍ରକୃତ ନାମ ହେଉଛି ସନୋଜ କୁମାର ଏବଂ ସନୋଜ ଙ୍କର ପ୍ରକୃତ ଘର ହେଉଛି ବ୍ରହ୍ମପୁର । ତେବେ ଛୋଟବେଳ ଠାରୁ ସନୋଜ ଙ୍କର ପାଠ ପଢିବା ସହିତ ଅଭିନୟ ପ୍ରତି ମଧ୍ୟ ରୁଚିଥିଲା ଏବଂ ସେ ତାଙ୍କ ଅଭିନୟ ଜୀବନର ଆରମ୍ଭ ୨୦୨୧ ମସିହାରେ ସିନ୍ଦୁରର ଅଧିକାର ସିରିଏଲ ରୁ ଆରମ୍ଭ କରିଥିଲେ ।

ତେବେ ଖୁବ କମ ସମୟରେ ସନୋଜ ଚମତ୍କାର ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି ଏହା ଛଡା ବହୁତ ଆୱାର୍ଡ ମଧ୍ୟ ମିଳିଛି ସରୋଜ ଙ୍କୁ ତେବେ ଆସନ୍ତୁ ଜାଣିବା ସନୋଜ ଙ୍କ ଫ୍ୟାମିଲି ବିଷୟରେ ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ସନୋଜଙ୍କର ମାଙ୍କୁ ଦେଖି ପାରୁଥିବେ ସରୋଜ ତାଙ୍କ ମାଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।


ତେବେ ଆପଣମାନେ ଏହି ଫୋଟୋରେ ସନଜ ବାପାଙ୍କୁ ଦେଖି ପାରୁଥିବେ ଯାହାଙ୍କ ନାମ ହେଉଛି ରଞ୍ଜିତ କୁମାର | ଏହା ଛଡା ସନୋଜଙ୍କ ବଡ଼ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ବିବେକା ନନ୍ଦ ଯାହାଙ୍କୁ ଆପଣ ମାନେ ଏ ଫୋଟୋ ରେ ଦେଖି ପାରୁଥିବେ ତେବେ ଦର୍ଶକବନ୍ଧୁ ସନୋଜ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି । ତେବେ ଆରଭ ଏହି ସିରିଏଲରେ ବହୁତ ସୁନ୍ଦର ଭୂମିକା ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ଆରଭ ଜଣେ ଅଭିନେତା ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି ।

ସେ ତାଙ୍କର ଲୁକ୍ ଓ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଆରଭଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ତେବେ ସୋସିଆଲ ମିଡିଆରେ ଆରଭଙ୍କର ଅନେକ ଫଟୋ ବାହୁତ ମାତ୍ରାରେ ଭାଇରାଲ ହେଉଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *