ସାମ୍ନାକୁ ଆସିଲା ଓଡ଼ିଆ ପ୍ରଯୋଜକ Akshya Parija ଙ୍କ ଅସଲ ରୂପ, ବେଡ୍ ରୁମରେ ଯୁବତୀଙ୍କ ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଓଡିଆ ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପାରିଜାଙ୍କ ନଗ-ଅନ ଫଟୋ । ଅକ୍ଷୟ ପାରିଜାଙ୍କ ନାଁରେ ଏବେ ସାଂଘାତିକ ଅଭିଯୋଗ ଆସିଛି । ଫିଲ୍ମ କରେଇ ଦେବା କଥା କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅକ୍ଷୟ । ଏନେଇ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ ହୋଇଛି । ଏବେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅକ୍ଷୟ ପରିଜା ଯିଏ କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଉଧାରିବା ପାଇଁ ଦେଇଥିଲେ 5 କୋଟି ଟଙ୍କାର ଅଫର । ଲୋକ ମାନଙ୍କୁ ବହୁତ ଭୁଆଁ ବୁଲାଇ ଦେଲେ ଅକ୍ଷୟ ଆଜି ତାଙ୍କ ଅସଲି ମୁଖା ଖୋଲି ଯାଇଛି । ଜଣେ ଯୁବତୀଙ୍କ ସହ ଅକ୍ଷୟ ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖୁଥିଲେ । ଯୁବତୀଙ୍କୁ ଏକ ଫିଲ୍ମରେ ଚରିତ୍ର ଦେବାର ଲୋଭ ଦେଖାଇ ସେ ଏପରି କରୁଥିଲେ ।

ଆଉ ଏନେଇ ଏବେ ମୁହଁ ଖୋଲି ଛନ୍ତି ପୀଡ଼ିତା ଯୁବତୀ ଜଣକ । ଲକ୍ଷ୍ମୀ ସାଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏହି ପୀଡ଼ିତା ଯୁବତୀ ଜଣକ । ଯୁବତୀ ଜଣକ ନିଜ ବୟାନରେ କହିଛନ୍ତି, ଅକ୍ଷୟ ପରିଜା ଯାହାଙ୍କର ବୟସ 60 ବର୍ଷ ତାଙ୍କର ଜବାନିର ନିଶା ଏତେ ଯେ, ସେ ମୋର ଭିଡିଓ ରଖି ମୋ ସହ ବାରମ୍ବାର ଦଉଷ୍କଅର୍ମ କରିଛନ୍ତି । ମୋର ସବୁ ନଗ-ଅନ ଫଟୋ ସେ ତାଙ୍କ ପାଖରେ ରଖିଛନ୍ତି ।

ବନ୍ଧୁଗଣ ଅକ୍ଷୟ ଯୁବତୀଙ୍କୁ ଶୋଷଣ କରିବା ସହ ଧମକ ଦେଇଛନ୍ତି, ଯଦି ତୁ ଆଉ କାହା ପାଖକୁ ଗଲୁ କିମ୍ବା ବାହା ହେଲୁ ତା ହେଲେ ତୋ ଫଟୋ ଭାଇରାଲ କରିଦେବି ଆଉ ତୋତେ ଜୀବନରୁ ମାରିଦେବି । ତେବେ ଏହି ଘଟଣାକୁ ନେଇ ଲକ୍ଷ୍ମୀ ସାଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଉକ୍ତ ଯୁବତୀ ଜଣକ । ଆଉ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଆଣି ଛନ୍ତି ସାଂଘାତିକ ଅଭିଯୋଗ ।

କେବଳ ସେତିକି ନୁହେଁ ବନ୍ଧୁଗଣ ଯୁବତୀ ଜଣକ ନୀଚ ଜାତିର ହୋଇଥିବାରୁ ଅକ୍ଷୟ ବାରମ୍ବାର ତାଙ୍କ ଜାତିକୁ ନେଇ ଆକ୍ଷେପ ବି କରିଛନ୍ତି । ଏ କଥା କହିଛନ୍ତି ଯୁବତୀ ଜଣକ । ଏହା ସହ ସେ କହିଛନ୍ତି ଯଦି ଏ ଘଟଣା ବିଷୟରେ ସେ ଆଉ କାହାକୁ କୁହନ୍ତି ବା ଥାନାକୁ ଯାନ୍ତି ତେବେ ସେ ତାଙ୍କୁ ଜୀବନରୁ ମାରିଦେବେ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ଜା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *