ସାମ୍ବାଦିକଙ୍କୁ କାଠ ଫାଳିଆ… ପ୍ରଶ୍ନ ପଚାରିବାରୁ କଥା ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡେଇଲେ Archana Nag ଙ୍କ ମାଉସୀ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ମାରିବା ପାଇଁ ଗୋଡାଉ ଛନ୍ତି । ତେବେ ପ୍ରଶ୍ନ ପଚାରିବାରୁ ମାଡ ଧମକ। କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡାଇଲେ ଶ୍ରଦ୍ଧାଞ୍ଜଳିଙ୍କ ମାଆ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଲିଙ୍କରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ କଟକ ବାଙ୍କୀ ଘରେ ଇଡି ପହଞ୍ଚିଲା ।

ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଖବର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ । ଆଉ ଏତିକି ବେଳେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ଗୋଟେ କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡ଼େଇଥିଲେ । ସେହି ସମୟରେ ସାମ୍ବାଦିକ ମାନେ ଭୟବିତ ହୋଇ ଦଉଡି ଥିଲେ ଆଉ ତାଙ୍କ ପଛେ ପଛେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ମଧ୍ୟ ଗୋଡାଇ ଥିଲେ ।  ସାମ୍ବାଦିକ ଦୌଡିବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ସାମ୍ବାଦିକଙ୍କ ଉପରେ ଏକ କାଠ ଫାଳିଆ ଫୋପାଡୁ ଥିବାର ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ଅଶ୍ଳ-ଲିଳ ଭାବରେ ଗାଳି ଗୁଲଜ କରିଥିଲେ ବୋଲି ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ଏ କଥା ବି କୁହା ଯାଉଛି ଯେ, ତଦନ୍ତ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ପରିବାର ଲୋକେ ସହଯୋଗ କରି ନଥିଲେ । ଯଦିଓ ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ହେଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳିଙ୍କ ମାଆଙ୍କ ବିରୋଧରେ ବାଙ୍କି ଥାନାରେ ଅଭିଯୋଗ ଦେଇଛନ୍ତି ।

ତେବେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ସାମ୍ବାଦିକଙ୍କୁ କାଠ ଫାଳିଆ ଧରି ଗୋଡାଉ ଥିବାର ନଜର ଆସୁଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *