Sum Hospital ର କଳା କାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ବ୍ୟକ୍ତି, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସମ୍ ହସ୍ପିଟାଲ ଡାକ୍ତରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ତେବେ ବ୍ୟକ୍ତି ଜଣକ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ଝିଅ ପେଟରେ ହଠାତ ସାଇକେଲ ମାଡ ହେଇଗଲା ଆମେ ଝିଅକୁ ନେଇ ସମ୍ ହସ୍ପିଟାଲ ଗଲୁ । ସେଇଠି ତାର ଅପରେସନ ହେଲା ଝିଅ ଭଲ ଥିଲା । ତା ପରେ ଝିଅ 7-8 ଦିନ ପରେ କହିଲା ତାର ଦେହ ଭଲ ଲାଗୁନି । ସେ ଡାକ୍ତର ତାର କିଡ୍ନି ଚୋରୀ କରି ନେଇଛନ୍ତି ଆଜ୍ଞା । ତା ପେଟର ଗୋଟେ ପଟେ କଟା ହେଇଥିଲା ।

ତା ପରେ ଆମେ ପୁଣି ସମ୍ ହସ୍ପିଟାଲ ନେଇଗଲୁ ଆଉ ଏହା ପରେ ଝିଅର ପେଟରେ ଦୁଇ ଜାଗା କଟା ହେଇଥିବାର ଆମେ ଦେଖିଲୁ । ଝିଅ ମରିବାର ଦୁଇ ଦିନ ହେଇଗଲା ଆଉ ଆଜି ତିନି ଦିନ ହେବ ଆମକୁ ଝିଅର ମୁହଁ ଦେଖିବାକୁ ଦେଉ ନାହାନ୍ତି ।

ଶୁକ୍ରବାର ଦିନ ସନ୍ଧ୍ୟା ବେଳେ ମୋ ଝିଅ ମରିଲାଣି ଆଉ ଆଜିକୁ ତିନି ଦିନ ହେଇଗଲା । ଆମେ ଥାନାରେ ଯାଇ ଅଭିଯୋଗ କରିଥିଲୁ ଥାନା ବାଲା କହିଲେ ଆମ ସାମ୍ନାରେ ଡାକ୍ତର ଝିଅର ପୋଷ୍ଟ ମଟମ କରିବେ । ହେଲେ ଆଜିକୁ ତିନି ଦିନ ହେଲା ଝିଅ ସେମିତି ପଡିଛି । ସେ ଡାକ୍ତର ପଇସା ନେଇ ମୋ ଝିଅକୁ ମାରିଦେଇଛନ୍ତି ଆଜ୍ଞା । ମୋ ଝିଅକୁ ମାରିଦେଇ ସେମାନେ କହୁଛନ୍ତି ତମର କେତେ ଟଙ୍କା ଦରକାର କୁହ ଆମେ ଦେଇଦେବୁ ।

ଆମକୁ ନ୍ୟାୟ ଦରକାର ଆଜ୍ଞା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ୟକ୍ତି ଜଣକ ନିଜର ଅଭିଯୋଗ ଆଣି ଛନ୍ତି । ଏବେ ସମ୍ ହସ୍ପିଟାଲ ବାହାରେ ଲୋକଙ୍କର ଭିଡ ଜମିଛି । ତା ହେଲେ ବନ୍ଧୁଗଣ ଏଭଳି ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *