Bollywood ର ଏହି 10 ଜଣ ଷ୍ଟାର ସମାନ ବୟସର ହୋଇ ମଧ୍ୟ ଫିଟନେସରେ ଥାଏ ଆକାଶ-ପାତାଳର ଫରକ, 2ନଂ ଯୋଡିକୁ ଦେଖିଲେ ଚମକି ପଡିବେ ଆପଣ

ନମସ୍କାର ବନ୍ଧୁଗଣ ତେବେ ଆମ ବଲିଉଡ ଜଗତରେ ଅନେକ କଳାକାର ଏହି ଭଳି ଅଛନ୍ତି ଯିଏ କି ନିଜ ଫିଟନେସ ପାଇଁ ବହୁତ ଅଧିକ ଧ୍ୟାନ ଦେଇଥାନ୍ତି ତେବେ ସେମାନେ ଯୋଗ ବ୍ୟାୟାମ ନିଜର ଖାଦ୍ୟପେୟ ର ଅଧିକ ଯତ୍ନ ଆଦି ନେଇ ଥାଆନ୍ତି ତେବେ ସେ ନିଜକୁ ଏତେ ଫିଟ କରିଥାନ୍ତି କି ତାଙ୍କ ବୟସ ମଧ୍ୟ ଜଣା ପଡି ନଥାଏ । ତେବେ ସେହିପରି କିଛି ଅନେକ କଳାକାର ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ର ଯତ୍ନ ନିଅନ୍ତି ନାହିଁ ଏବଂ ନିଜ ବୟସରୁ ଅଧିକ ବୟସ ବୋଲି ଦେଖାଯାନ୍ତି ।

ତେବେ ଆଜି ଆମେ ସେହିଭଳି କିଛି କଳାକାର ମାନଙ୍କ ବିଷୟରେ ଆଲୋଚନା କରି ନେବା । ୧- ପ୍ରଥମ ରେ ହେଉଛନ୍ତି ଶିଳ୍ପା ସେଠୀ ଏବଂ ସ୍ମୃତି ଇରାନୀ । ତେବେ ଶିଳ୍ପା ସେଠି ବଲିଉଡ ର ଜଣେ ସୁନ୍ଦରୀ ଏବଂ ଦକ୍ଷ ଅଭିନେତ୍ରୀ ତାଙ୍କ ସୁନ୍ଦରତା ଏଵଂ ଡାନ୍ସ କୁ ଲୋକମାନେ ଖୁବ ଅଧିକ ପସନ୍ଦ କରନ୍ତି । ତେବେ ସେହିପରି ସ୍ମୃତି ଇରାନୀ ମଧ୍ୟ ଜଣେ ଅଭିନେତ୍ରୀ ହେବା ସହ ବର୍ତ୍ତମାନ ସେ ଜଣେ ରାଜନେତ୍ରୀ ମଧ୍ୟ । ତେବେ ଦୁହିଙ୍କ ବୟସ ସମାନ ୪୪ ବର୍ଷ କିନ୍ତୁ ଶିଳ୍ପା ସ୍ମୃତି ଙ୍କ ଠାରୁ ସାନ ଦେଖାଯିବେ ।


୨- ଦ୍ଵିତୀୟ ରେ ହେଉଛନ୍ତି ହୃତିକ ରୋଶନ ଏବଂ ରାମ କପୂର । ତେବେ ହୃତିକ ବଲିଉଡ ର ଜଣେ ନାମୀ ଦାମୀ ଅଭିନେତା ଭାବରେ ପରିଚିତ । ତେବେ ରାମ ମଧ୍ୟ ସିରିୟଲ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଦୁହିଙ୍କ ବୟସ ୪୫ ବର୍ଷ କିନ୍ତୁ ଯେଉଁଠି ହୃତିକ ଙ୍କୁ ଦେଖିଲେ କେହି ସେ ଏତେ ବୟସର ବୋଲି କହିବେନି ସେଇଠି ରାମ ଙ୍କୁ ଦେଖିଲେ କେହି ଏହା ଭାବିବେ ନାହିଁ କି ସେ ହୃତିକ ଙ୍କ ସମକକ୍ଷ ।


୩- ତୃତୀୟ ରେ ହେଉଛନ୍ତି ଆଦିତ୍ୟ ପଞ୍ଚଲି ଏବଂ ସାହାରୁଖ ଖାଁ । ତେବେ ଦୁହେଁ ବଲିଉଡ ର ଜଣେ ସଫଳ ଅଭିନେତା ତେବେ ଦୁହିଙ୍କ ବୟସ ମଧ୍ୟ ସମାନ ୫୬ ବର୍ଷ କିନ୍ତୁ ଯେଉଁଠି ଆଜି ବି ସାହାରୁଖ ମୁଖ୍ୟ କଳାକାର ଭାବରେ ନଜର ଆସୁଛନ୍ତି ସେଇଠରେ ଆଦିତ୍ୟ ବାପା ଭୂମିକା ରେ ନଜର ଆସୁଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ହେମା ମାଳିନୀ ଏବଂ ଫରିଦା ଜଲାଲ । ତେବେ ଡ୍ରିମ ଗାର୍ଲ ହେମା ମାଳିନୀ ଙ୍କୁ କଇଁ ଜାଣେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକ ମାନଙ୍କ ହୃଦୟରେ ବାସ କରୁଛନ୍ତି ଏବଂ ଫରିଦା ଜଲାଲ ଯିଏ ନିଜ ଅଭିନୟ ବଳରେ ସମସ୍ତ ଙ୍କ ହୃଦୟ କୁ ଜିଣି ପାରିଛନ୍ତି ତେବେ ଦୁହେଁ ୭୦ ବର୍ଷରୁ ଅଧିକ କିନ୍ତୁ ଦୁହିଁଙ୍କୁ ଦେଖିଲେ କେହି ସମକକ୍ଷ ବୋଲି କହିବେ ନାହିଁ ।


୫- ପଞ୍ଚମ ରେ ହେଉଛନ୍ତି କରିନା କପୂର ଏବଂ ଗ୍ରେସି ସିଂହ । ତେବେ କରିନା ଙ୍କୁ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ ଏବଂ ଜାଣିଥିବେ ମଧ୍ୟ ତେବେ ଲଗାନ ର ହିରୋଇନ ଗ୍ରେସି ଙ୍କୁ ମଧ୍ୟ ଜାଣିଥିବେ । ତେବେ ଦୁହେଁ ୪୦ ବର୍ଷ ପାଖାପାଖି କିନ୍ତୁ କରିନା ଆଜି ବି ଫିଟ ଦେଖା ଯାଉଛନ୍ତି ଗ୍ରେସି ଙ୍କ ଠାରୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *