‘ସେ ଗୋଟେ ବୁଢ଼ା, କହୁଛି ଲକ୍ଷେ ଟଙ୍କା ନେ ମୋ ସହ ଶୋଇପଡ଼…ମୁଁ କଣ ଲକ୍ଷେ ଟଙ୍କା ପାଇଁ ମୋର…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ଦାସଙ୍କୁ ନିଶ୍ଚୟ ଜାଣିଥିବେ । ଏମିତିରେ ପ୍ରିୟଙ୍କା ନିଜ ସୁନ୍ଦରତା ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ସେ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରିୟଙ୍କା ଜଣେ ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଛନ୍ତି । ବ୍ୟକ୍ତି ଜଣକ ତାଙ୍କୁ ମା-ନସିକ ନି-ଇର୍ଯା-ତ-ଅନା ଦେଉଥିବାର ସେ କହିଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ତାଙ୍କ ସହ ସେଲୁନରେ ପରିଚିତ । ମୁଁ 2010 ମସିହାରୁ ଇଣ୍ଡଷ୍ଟ୍ରିରେ କାମ କରୁଛି ମୋତେ କଣ ଡାଇରେକ୍ଟର ମିଳିଲେ ନାହିଁ । ଗୋଟେ ଆଲବମ ପାଇଁ 2 ଲକ୍ଷ 4 ଲକ୍ଷ ପ୍ରିୟଙ୍କା ଦାସର ମୁଣ୍ଡ ନୁହେଁ ।

ଯଦି ସେ ଏମିତି କହୁଛି ତା ହେଲେ ବୋଧ ହୁଏ ତାର ପରିବାର ନାହାନ୍ତି ଗୋଟେ ଝିଅକୁ ସେ ମିଡିଆ ସାମ୍ନାରେ ବେଶ-ୟଆ ବୋଲି କହୁଛି । ସେ ମୋର ସେଲୁନକୁ ଆସିଥିଲା ଏହି ଭଳିଆ ଯଦି ମୁଁ ଧନ୍ଦା କରିଥାନ୍ତି ସେ ଯାହା କହିଲା ତା ହେଲେ ମୁଁ ଅର୍ଚ୍ଚନା ନାଗ ହେଇଥାନ୍ତି । ସେ ସେଲୁନ ଆସନ୍ତୁ ଚୁଟି କାଟନ୍ତି ଫେଷିଆଲ କରନ୍ତି । ଆମେ ବିଜନେସ କରୁଛୁ ଆମେ ସବୁ କଷ୍ଟମରଙ୍କୁ ସମାନ ଦେଖିବୁ ।

20 ଦିନ ପୂର୍ବରୁ ମୋ ସେଲୁନକୁ ଯାଇଥିଲେ ସେଇଠି ମୋ ପିଲାଙ୍କୁ ମିସ ବିହେବ କରି ଆସିଛନ୍ତି । ଆପଣ ମାନେ ଥରେ ଭାବନ୍ତୁ ମୁଁ ଚ-ଓର ତେଣୁ ସେ ପୋଲିସ ଷ୍ଟେସନ ଯିବା ଦରକାର ନା ମୋ ସାଙ୍ଗ ଆଉ ମୋ ସେଲୁନକୁ ଆସିବେ । ସେ ମୋ ଘରକୁ ଆସିବେ ଆଜି ମୋ ଭାଇର ଆବାଜ ଆଉ ଚପଲ ଦେଖି ସେ ଦଉଡି ପଳେଇଲେ । ମୁଁ ତାଙ୍କ ଘରକୁ ଯାଇନି ସେ ମୋ ସହ ଗୋଟେ ଆଲବମ କରିବାକୁ ଚାହୁଁ ଥିଲେ ।

ତାଙ୍କ ସହ ମୋର ସେମିତି କିଛି ହେଲାନି ବୋଲି ସେ ମୋତେ ବେଶ-ୟଆ ବନେଇ ଦେଲେ । ସେ ମୋ ସହ କରିଛନ୍ତି ସେ ଜବରଦସ୍ତି ମୋ ଘରକୁ ଆସି ମୋତେ ଲକ୍ଷେ ଟଙ୍କା ଫୋପାଡି ଛନ୍ତି । ଲକ୍ଷେ ଟଙ୍କା ଫୋପାଡି କହିଛନ୍ତି ପଇସା ନିଅ ମୋ ସହ ଶୁଅ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *