ଭୟଙ୍କର କାଣ୍ଡ ! ସହର ଭିତରେ ଗଡ଼ିଲା ମୁଣ୍ଡ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗୋଟିଏ ପଟେ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟେ ବଲାଙ୍ଗିର ସହରରେ ଗଡ଼ିଲା ମୁଣ୍ଡ । ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତୟଆ କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ମହିଳା ପୌର କର୍ମଚାରୀ ଅଷ୍ଟମୀ । ତାଙ୍କ ବୟସ ହେଉଛି ୪୦ ବର୍ଷ । ତେବେ ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

କିଏ ଓ କାହିଁକି ତାଙ୍କୁ ହତୟଆ କଲା ତାହା ଜଣାପଡ଼ିନି । ତେବେ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ଅଷ୍ଟମୀ ନିଖୋଜ ଥିଲେ । ତେବେ ଆଜି ସକାଳୁ ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପୌର ସଂସ୍ଥାର ମଇଳା ଉଠା ଗାଡ଼ି ଚଲାଉଥିଲେ ଅଷ୍ଟମୀ ।

କିଏ ଓ କାହିଁକି ତାଙ୍କୁ ହତୟଆ କଲା ତାହା ଜଣାପଡ଼ିନି । ଖବରପାଇ ଟାଉନ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ ଗତକାଲି ସଂଧ୍ୟା ୬ଟାରୁ ନିଖୋଜ ଥିଲେ । ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ସେ ଗାଡି ରଖିଥିଲେ । ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି ।

ତେବେ ଫେରିବା ବାଟରେ ତାଙ୍କୁ ହତୟଆ କରାଯାଇଥିବା ଅଭିଯୋଗ ହୋଇଛି । ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ କାମ କରିବାକୁ ମ୍ୟୁନିସିପାଲଟି ବାଧ୍ୟ କରୁଥିବା ପୌରସଂସ୍ଥାର ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ହତୟଆ କଲା ତାହା ଜଣାପଡ଼ିନାହିଁ । ଟାଉନ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ସୂଚନାଥାଉ କି, କିଛି ଦିନ ପୂର୍ବେ ବଲାଙ୍ଗିରରେ ଏକ ହତୟଆକାଣ୍ଡ ହୋଇଥିଲା ।

ସଦରଥାନା ଅନ୍ତର୍ଗତ ଖୁଜେନପାଲି ଗାଁର ସୁରେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ହତୟଆ କରାଯାଇଥିବା ଅଭିଯୋଗ ହୋଇଥିଲା । ଗାଁ ଦାଣ୍ଡରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁରେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହତୟଆ ପରେ ବାଉଁଶ ପକାଇ ଶବକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ମଦ ପିଇ ଝଗଡ଼ା ପରେ ହତୟଆକାଣ୍ଡ ହୋଇଥିବା ଅନୂମାନ କରାଯାଉଛି । ବଲାଙ୍ଗିର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *