ରୁଟି ସନ୍ତୁଳା ଖାଇ ଖାଇ ଜେଲ ଭିତରେ ବର୍ଷାକୁ ଝୁରୁଛି Tunguru Bhola…

ବନ୍ଧୁଗଣ ଗତ କିଛି ମାସ ପୂର୍ବେ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭୋଳଙ୍କ ପ୍ରେମ ମାମଲା ସାରା ଓଡିଶାରେ ଚର୍ଚ୍ଚାରେ ଥିଲା । ଅନେକ ଦିନ ପରେ ଏବେ ଟୁଙ୍ଗୁରୁ ଭୋଳ ପୁଣି ଲୋକ ଲୋଚନକୁ ଆସିଛି । ଦର୍ଶକ ବନ୍ଧୁ ଏବେ ଟୁଙ୍ଗୁରୁ ଭୋଳ ଜେଲ ଯାଇଛି । ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛି ଟୁଙ୍ଗୁରୁ ଭୋଳ ଆଉ ଏବେ ଜେଲର ଚାରି କାନ୍ଥ ଭିତରେ ଟୁଙ୍ଗୁରୁ ରହିଛି । ଏବେ ତା ଆଖିରୁ ବାହାରୁଛି ପଶ୍ଚାତାପର ଲୁହ କାହିଁକି ବର୍ଷାକୁ ପ୍ରେମ କରୁଥିଲି ।

ତା ଜୀବନରେ ସ୍ଵାମୀ ଥାଇ କି ମୁଁ ତା ସହ ସମ୍ପର୍କ ରଖିଲି । ବର୍ଷାର ଛୁଆ ଥାଇ ବି ମୁଁ ତା ସହ ରାତି କଟେଇଲି । ଏସବୁ ଭାବି ଭାବି ଏବେ ଟୁଙ୍ଗୁରୁ ଭୋଳ ଜେଲରେ କାନ୍ଦୁଛି । ତେବେ ଯାହା ସୂଚନା ମିଳୁଛି ରାତିରେ ଟୁଙ୍ଗୁରୁ ଖାଇଛନ୍ତି ରୁଟି ଆଉ ସନ୍ତୁଳା । ଏହି ଖାଦ୍ୟ ତାକୁ ଜେଲରେ ମିଳିଛି । ହଁ ଦର୍ଶକ ବନ୍ଧୁ ଓଡିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଏବେ ବର୍ଷାଙ୍କ ପାଇଁ ଜେଲ ଯାଇଛି । ଆଉ ଜେଲରେ ରାତିରେ ସେ ଖାଇଛି ରୁଟି ଆଉ ସନ୍ତୁଳା ।

ଦୁଷ୍କର୍ମ ଅଭିଯୋଗରେ ଭରତପୁର ଥାନା ପୋଲିସ ଟୁଙ୍ଗୁରୁକୁ ଗିରଫ କରିଛି ବର୍ଷାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଥାନାରେ ଏତଲା ହୋଇଥିଲା । ଯଦି ଦେଖିବା କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ ସମ୍ପର୍କକୁ ନେଇ ଓଡିଶା ଉଠୁ ଥିଲା ପଡୁ ଥିଲା । ବର୍ଷ ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ । ସେ କହିଥିଲେ ଟୁଙ୍ଗୁରୁ ତାଙ୍କ ସହ ପ୍ରତାରଣା କରିଛି ।

ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରି ଗଲା ସେବେ ବର୍ଷାଙ୍କୁ ସେ ଛାଡି ପଳାଇଲା । ଏବେ ମୁଁ ତାକୁ ବାହା ହେବି କହି ଥାନା ଆଗରେ ଧାରଣା ଦେଇ ଥିଲେ ବର୍ଷା । ତେବେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ କ୍ୟାମେରା ଆଗକୁ ଆସିଥିଲା ଟୁଙ୍ଗୁରୁ ଭୋଳ । ଆଉ କହିଥିଲେ ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ । ଆଉ ଏହାର କିଛି ଦିନ ପରେ ବର୍ଷା ଆଉ ଟୁଙ୍ଗୁରୁଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡିଓ ଭାଇରାଲ ହୋଇଥିଲା ।

ଯାହା ପରେ ବର୍ଷା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଆଉ ଅଭିଯୋଗକୁ ଭିତ୍ତି କରି ପୋଲିସ ଟୁଙ୍ଗୁରୁକୁ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *