ରାତିରେ ପରିଶ୍ରା ଯାଇଥିଲି ମୋତେ ଟେକି ନେଇ ଭୁବନେଶ୍ଵରରେ ୩ ମାସ ଭଡ଼ା ଘରେ ରଖି ଜେତେ ଇଛା କଲା, ଆଉ ତା’ପରେ ମତେ…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଆଉ ଜଣେ ପୀଡ଼ିତା ମହିଳା ଏବେ ଅଭିଯୁକ୍ତଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ତେବେ ଏହି ପୀଡ଼ିତା ମହିଳା ଜଣକ ପ୍ରତାରଣାର ଶିକାର ହୋଇଛନ୍ତି । ବିବାହିତ ପ୍ରେମିକଙ୍କ ଧୋକାରେ ବିବାହିତା ପ୍ରେମିକା । ଅନୁଗୁଳ ଜିଲ୍ଲା କଳିଆ ବ୍ଲକ ରଙ୍ଗୋଲି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ଦେଖା ଦେଇଛି ଏଭଳି ଏକ ଲଜ୍ଜା ଜନକ ଘଟଣା ।

ଭାଲିଆବେଡା ଗ୍ରାମର ଜଣେ 35 ବର୍ଷୀୟ ବିବାହିତା ମହିଳା ମିତାରାଣୀ ସାହୁ ଆଜିକୁ ପ୍ରାୟ 19 ବର୍ଷ ପୂର୍ବେ ବୈଦିକ ରୀତିନୀତିରେ ଭୁବୁନି ସାହୁଙ୍କୁ ବିବାହ କରିଥିଲେ । ସ୍ଵାମୀ, ପୁଅ ଓ ଝିଅଙ୍କ ସହ ଖୁବ ଖୁସିରେ ଚାଲିଥିଲା ମିତାରାଣୀଙ୍କ ପରିବାର । ହେଲେ ତାଙ୍କ ହସ ଖୁସିର ସଂସାରରେ ହଠାତ କଲା ବାଦଲ ସାଜି ଆସିଥିଲେ ଭାଲିଆବେଡା ଗ୍ରାମର 40 ବର୍ଷୀୟ ବିବାହିତା ପୁରୁଷ ସୁକାନ୍ତ ସାହୁ ।

ମିତାରାଣୀଙ୍କ ଅଭିଯୋଗ କ୍ରମେ ମେ ମାସ 7 ତାରିଖ ରାତିରେ ସେ ବାହାରକୁ ପରିସ୍ରା କରିବାକୁ ଆସିଥିବା ବେଳେ ଘର ବାହାରେ ଜଗି ରହିଥିଲା ସୁକାନ୍ତ । ଏହା ପରେ ସେ ମିତାରାଣୀଙ୍କ ପାଟି ବନ୍ଦ କରି କାରରେ ଉଠାଇ ନେଇଥିଲା । ସେ ଭୁବନେଶ୍ବରର ଡୁମଡୁମାରେ ଏକ ଭଡା ଘର ନେଇ ଚାରି ମାସ ଯାଏଁ ମିତାରାଣୀଙ୍କୁ ରଖିଥିଲା । ମିତାରାଣୀଙ୍କୁ ଚାରି ମାସ ରଖି ବାରମ୍ବାର ଶା-ରଇରିକ ସ-ଅମ୍ପର୍କ ରଖୁଥିଲା ସୁକାନ୍ତ ।

ଆଉ ଗତ ନଭେମ୍ବର 10 ତାରିଖ ଦିନ ମିତାରାଣୀଙ୍କୁ ମ-ଆଡ ମ-ଆରି ବେହୋସ କରି ସେଠାରୁ ଚାଲି ଆସିଥିଲା ସୁକାନ୍ତ । ଚେତା ଫେରିବା ପରେ ଘର ଭିତରେ ଚି-ଇତ୍କାର କରିଥିଲେ ମିତାରାଣୀ । ଏହା ପରେ ଘର ମାଲିକ ଓ ପଡୋଶୀଙ୍କ ଦ୍ଵାରା ଉଦ୍ଧାର ହୋଇଥିଲେ ମିତାରାଣୀ । ମିତାରାଣୀ ସେମାନଙ୍କୁ ସମସ୍ତ ଘଟଣା ଜଣାଇ ଥିଲେ । ସେହି ବ୍ୟକ୍ତି ଜଣକ ମିତାରାଣୀଙ୍କ ସହ ଅନେକ ଥର ଶା-ରଇରିକ ସ-ଅମ୍ପର୍କ ରଖିଥିବାରୁ ମିତାରାଣୀ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହା ପରେ ପୋଲିସ ସୁକାନ୍ତଙ୍କୁ ଖୋଜୁଛି । ଏହି ଘଟଣାକୁ ଗୋଟେ ମାସ ବୀତି ଯାଇଥିଲେ ମଧ୍ୟ ସୁକାନ୍ତର କୌଣସି ପତ୍ତା ପାଉନି ପୋଲିସ । ଅନ୍ୟ ପଟେ ସୁକାନ୍ତଙ୍କୁ ଗିରଫ କରିବା ପାଇଁ 5 ଦିନ ହେଲା ଧାରଣାରେ ବସିଛନ୍ତି ମିତାରାଣୀ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *