ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ କ୍ଲବରେ ମ-ଅଦ ପିଇଲେ ଆଉ ରୋଡ ଉପରେ ମ-ଆ-ତା-ଲ ହେଲେ ।
ହଁ ଦର୍ଶକ ବନ୍ଧୁ ଏ ହେଉଛି ରାଜଧାନୀର ରାତିର ଦୃଶ୍ୟ ଯେଉଁଥିରେ ଯୁବତୀ ରାତିରେ ମ-ଅଦ ପିଇବା ପରେ ରାସ୍ତାରେ କେମିତି ଟୁଲ ଟୁଲ ହେଇ ଚାଲୁ ଛନ୍ତି ତାହା ଆପଣଙ୍କ ସାମ୍ନାରେ । ଆଉ ଏହା ପରେ ରାସ୍ତା ଉପରେ କିଛି ହଙ୍ଗମା ବି କଲେ । ଝୁଲି ଝୁଲି କ୍ଲବରୁ ରାସ୍ତାକୁ ଓଲ୍ହେଇଲେ ଆଉ ଯାହାକୁ ଦେଖିଲେ ଗ-ଆଳି କଲେ । ଜୟଦେବ ବିହାର ଅଞ୍ଚଳରେ ମ-ଆ-ତା-ଲ ଯୁବତୀଙ୍କର ଏ ହେଉଛି ହଙ୍ଗମା ।
ନି-ଶ-ଆସ-କ୍ତ ଅବସ୍ଥାରେ ଯୁବତୀ ଜଣକ ଓଡିଶା ପୋଲିସକୁ ମଧ୍ୟ ଗ-ଆଳି ମନ୍ଦ କଲେ । ନି-ଶ-ଆରେ ରାସ୍ତା ଉପରେ ଛିଡା ହୋଇ ମୋବାଇଲ ପି-ଟି ଭାଙ୍ଗି ଦେଲେ । ମ-ଅଦ୍ୟ-ପ ଯୁବତୀଙ୍କ ଘର ହେଉଛି ଯାଜପୁରରେ ସେ ସହିଦ ନଗରରେ ଏକ ହଷ୍ଟେଲରେ ରୁହନ୍ତି । ବେସରକାରୀ ଏକ କମ୍ପାନୀରେ କାମ କରନ୍ତି ଯୁବତୀ ଜଣକ । ହୋଲି ସେଲିବ୍ରେସନ ଆଳରେ ମ-ଅଦ ପିଇ ଥିବା ନେଇ ସ୍ଵୀକାର କରିଛନ୍ତି ଯୁବତୀ ।
ମ-ଅଦ ପିଇବା ଠିକ ଅଛି ହେଲେ ରାସ୍ତା ଉପରେ ଏମିତି ମ-ଆ-ତା-ଲ ହେବା ନିଶ୍ଚିତ ରୂପେ ଗ୍ରହଣୀୟ ନୁହେଁ । ଆଉ ଏହା ସହିତ ପୋଲିସ ଯେତେବେଳେ ତାଙ୍କୁ ସାହାର୍ଯ୍ୟ କରିବାକୁ ଚାହିଁଲେ ସେତେବେଳେ ଏଭଳି ଡ୍ରାମା କରିବାର ବି କଣ ଆବଶ୍ୟକତା ରହିଛି ତାହା ବି ଏବେ ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସୂଚନା ଅନୁସାରେ ପୋଲିସ ଉକ୍ତ ଯୁବତୀ ରହୁଥିବା ସ୍ଥାନରେ ତାଙ୍କୁ ନେଇ ସୁରକ୍ଷିତ ଛାଡି ଥିଲେ ।
ଆଉ ଏଭଳି କାମ ଆଗକୁ ନ କରିବା ପାଇଁ ତାଙ୍କୁ ଉପଦେଶ ମଧ୍ୟ ଦେଇ ଥିଲେ । ତେବେ ବନ୍ଧୁଗଣ ଏବେ ଏହି ଘଟଣାର ଭିଡିଓ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ମ-ଆ-ତା-ଲ ଯୁବତୀଙ୍କ ହଙ୍ଗମା ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।