ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମାଜରେ ନାରୀ ପ୍ରତି କେତେ ଅତ୍ୟାଚାର ଏବଂ ଅନ୍ୟାୟ ହେଉଛି । ସେମାନେ କୌଣସି ସ୍ଥାନରେ ସୁରକ୍ଷିତ ମଧ୍ୟ ରହି ପାରୁ ନାହାଁନ୍ତି । ତେବେ ଯଦି କୌଣସି ମହିଳା ଏକୁଟିଆ ରୁହନ୍ତି କିମ୍ବା ତାଙ୍କ ସ୍ୱାମୀ ନଥାନ୍ତି ଏବଂ ପରିବାର ଠାରୁ ଅଲଗା ରୁହନ୍ତି ତେବେ ସେହି ମହିଳା ସମାଜରେ ବଞ୍ଚିବା ବହୁତ କଷ୍ଟକର ହୋଇ ପଡେ ।
ତେବେ ବର୍ତ୍ତମାନ ବଳତ୍କାର, ବୋହୁ ନିର୍ଯାଆତନା ଆଦି ଅନେକ ଘଟଣା ଶୁଣିବାକୁ ମିଳୁଛି । ଯେଉଁଠି ନାରୀ ଅସୁରକ୍ଷିତ ଭାବରେ ରହୁଛନ୍ତି । ସେମାନଙ୍କୁ ସ୍ୱାଧୀନ ମିଳୁ ପାରି ନାହିଁ ସେମାନେ କୌଣସି ବି ସ୍ଥାନରେ ସୁରକ୍ଷିତ ନାହାନ୍ତି । ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି କି ଢେଙ୍କାନାଳ ର ଜଣେ ମହିଳା ବର୍ତ୍ତମାନ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଆଜି ଆତ୍ମହତୟା ଉଦ୍ୟମ କରିବା ସହ ନିଜ ଡ୍ରେସ ମଧ୍ୟ ଚିରି ଦେଇଥିଲେ ।
ତେବେ ତାଙ୍କୁ ଗଣମାଧ୍ୟମ ଏବଂ ପୋଲିସ କର୍ମଚାରୀ ମାନେ ତାଙ୍କୁ ଅଟକାଇ ଥିଲେ । ତେବେ ସେହି ମହିଳା ଙ୍କ କହିବା କଥା କି ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ତାଙ୍କ ଶାଶୂ ଘର ଲୋକ ତାଙ୍କୁ ବାଡ଼ାବାଡ଼ି କରିଥିଲେ ଏହା ପରେ ସେ ନିଜ ସ୍ୱାମୀ ଙ୍କ ଘର ଛାଡ଼ି ଏକ ଭଡା ଘରେ ରହୁଥିଲେ ନିଜ ୧୦ ବର୍ଷ ର ଝିଅ ସହ । ତେବେ ତାଙ୍କ ଘର ପଡୋଶୀ ରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ହଇରାଣ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛି ।
ତାଙ୍କ ଝିଅ କୁ ଏବଂ ତାଙ୍କ ଆଗରେ ଲଂଗଳା ହୋଇ ଯାଉଛି । ଜବରଦସ୍ତି କରିବାକୁ ଚେଷ୍ଟା କରୁଛି । ତେବେ ତାଙ୍କୁ ଇନ୍ଦିରା ଆବାସ ମଧ୍ୟ ମିଳି ନାହିଁ । ଏବଂ ସେ ପୋଲିସ ରେ ଅଭିଯୋଗ ମଧ୍ୟ କରିଥିଲେ ତେବେ ପୋଲିସ ତାଙ୍କୁ କୌଣସି ଏକ କାଗଜ ପାଇଁ ଥାନା କୁ ଡାକିଥିଲେ ଏବଂ ସେ ଥାନା କୁ ଯିବା ବେଳେ ସେହି ବ୍ୟକ୍ତି ବହୁତ ହଇରାଣ କରୁଛି ।
ତେଣୁ ସେ ଆଜି ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ଏବଂ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।