Astrology- ଧନତେରସରେ ନିଜ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହି ଜିନିଷ, ଚମକିବ ଭାଗ୍ୟ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ଧନ ତ୍ରୟୋଦଶୀ ଦିନ ପ୍ରାୟତଃ ଧନତେରସ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଧନ୍ତେରସ ସୁଖ ସମୃଦ୍ଧି ଓ ବୈଭବ ମନାଯାଏ । ଏହି ଦିନ ଧନର ଦେବତା କୁବେରଙ୍କ ପୂଜାରେ ବଡ ମହତ୍ଵ ରହିଛି । ତେବେ ଆମେ ଜାଣିଛୁ ଧନତରସ ଦିନ କିଛି କିଣା କିଣି କଲେ ବହୁତ ଶୁଭ ହୋଇଥାୟ । ଦୀପାବଳିରେ ବ୍ୟବହାର ହଉଥିବା ସାମଗ୍ରୀ ମଧ୍ୟ କିଣା କିଣି ହୋଇଥାୟ । କିନ୍ତୁ ଆଜି ଆମେ କହିବୁ ରାଶି ଅନୁସାରେ କେଉଁ ଜିନିଷ କିଣିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ସବୁଦିନ ରହିବ । ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

୧- ପ୍ରଥମ ରେ ହେଉଛି ମେଷ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଏହି ଶୁଭ ଦିନ ସୁନା,ଚାନ୍ଦି ଆଦି ରେ ପ୍ରସ୍ତୁତ ଵସ୍ତୁ,ଗହଣା କିମ୍ବା ମାତା ଲକ୍ଷ୍ମୀ ଙ୍କ ମୂର୍ତି ମଧ୍ୟ ଆଣି ପାରିବେ ଏହା ଦ୍ୱାରା ଆପଣ ଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିବ ।

୨- ଦ୍ଵିତୀୟ ରେ ହେଉଛି ବୃଷ । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ନିଜ ଘରକୁ ଚାନ୍ଦି ଏବଂ ହୀରା ର ଯେ କୌଣସି ବି ଵସ୍ତୁ ନିଜ ଘରକୁ ଆଣନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

୩- ତୃତୀୟ ରେ ହେଉଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତି ମାନେ ସୁନା,ଚାନ୍ଦି ଏବଂ ପିତ୍ତଳ ର ଵସ୍ତୁ ଘରକୁ ଆଣନ୍ତୁ ଏହା ସହ ମାତା ଲକ୍ଷ୍ମୀ ଏବଂ ଶ୍ରୀଗଣେଶ ଙ୍କ ମୂର୍ତ୍ତି ମଧ୍ୟ ଆଣି ପାରିବେ ।

୪- ଚତୁର୍ଥ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶି ର ବ୍ୟକ୍ତି ମାନେ ଘରକୁ ସୁନା ଏବଂ ଚାନ୍ଦିର ଵସ୍ତୁ ଆଣିବା ସହ ଯଦି ଚାନ୍ଦି ର ଭଗବାନ ଙ୍କ ମୂର୍ତ୍ତି ଆଣନ୍ତି ତେବେ ବହୁତ ଲାଭ ହୋଇଥାଏ ।

୫- ପଞ୍ଚମ ରେ ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଏହି ଦିନ ସୁନା ଏବଂ ତମ୍ଭା ର କୌଣସି ବି ଜିନିଷ ଆଣନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବେ ।

୬- ଷଷ୍ଠ ରେ ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜ ଘରକୁ ସୁନା,ଚାନ୍ଦି ର ଵସ୍ତୁ ସହ ଶ୍ରୀଯନ୍ତ୍ର କିମ୍ବା ଶ୍ରୀଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଘରକୁ ଆଣନ୍ତୁ ।

୭- ସପ୍ତମ ରେ ହେଉଛି ତୁଳା ରାଶି । ତେବେ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଏହି ଶୁଭ ଦିନରେ ନିଜ ଘରକୁ ରୂପାରେ ପ୍ରସ୍ତୁତ କୌଣସି ଵସ୍ତୁ କୁ ନିଅନ୍ତୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

୮- ଅଷ୍ଟମ ରେ ହେଉଛି ବିଛା ରାଶି । ତେବେ ଏହି ରାଶି ର ବ୍ୟକ୍ତି ମାନେ ନିଜ ଘରକୁ ଏହି ଶୁଭ ଦିନ ରୁପା,ସୁନା,ତମ୍ଭା କିମ୍ବା ଅଷ୍ଟ ଧାତୁରେ ପ୍ରସ୍ତୁତ କୌଣସି ବି ଜିନିଷ କିଣନ୍ତୁ ଏହା ଦ୍ୱାରା ବର୍ଷ ଯାକ ଆପଣ ଙ୍କ ର ଶୁଭ ହେବ ।

୯- ନବମ ରେ ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ ଆପଣ ଏହି ଦିନ ସୁନା କିମ୍ବା ପିତ୍ତଳ ର ଯେ କୌଣସି ଜିନିଷ ନିଶ୍ଚିତ କିଣିକରି ଘରକୁ ଆଣନ୍ତୁ । ଦେଖିବେ ସର୍ଵଦା ଶୁଭ ହିଁ ହେବ ।

୧୦- ଦଶମ ରେ ହେଉଛି ମକର ରାଶି । ଏହି ରାଶିର ବ୍ୟକ୍ତି ମାନେ ଏହି ଶୁଭ ଏବଂ ବଡ଼ ଦିନରେ ରୁପା,ସୁନା କିମ୍ବା ଅଷ୍ଟ ଧାତୁରେ ପ୍ରସ୍ତୁତ ଯେ କୌଣସି ଵସ୍ତୁ କୁ ନିଶ୍ଚିତ କିଣନ୍ତୁ ।

୧୧- ଏକାଦଶ ରେ କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ମାନେ ନିଜ ଘରକୁ ଅଷ୍ଟ ଧାତୁ,ସୁନା କିମ୍ବା ପିତ୍ତଳ ର କୌଣସି ବି ଜିନିଷ ଘରକୁ ଆଣନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିତ ରହିବ ।

୧୨- ଦ୍ୱାଦଶ ରେ ହେଉଛି ମୀନ ରାଶି । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ଏହି ଶୁଭ ଏବଂ ବଡ଼ ଦିନରେ ନିଜ ଘରକୁ କୌଣସି ବି ଧାତୁର ଜିନିଷ କିଣନ୍ତୁ ତେବେ ସୁନାର ଜିନିଷ କିଣିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ଅଟେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *