Bollywood ର ଏହି 6 ଜଣ ହିରୋଇନ ଫେମସ ହେବା ପାଇଁ ନାମ ବଦଳାଇ ମୁସ୍ଲିମ ରୁ ହେଇଗଲେ ହିନ୍ଦୁ, ନମ୍ବର 1 ଙ୍କ ନାମ ଜାଣିଲେ ତ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢିକରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବେଶ ଭୁଷା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ବଲିଉଡ ର କେତେକ ମୁସଲିମ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ । ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଯାହାକୁ ଆପଣ ହିନ୍ଦୁ ବୋଲି ଭାବିଥାନ୍ତି କିନ୍ତୁ ଅସଲ ରେ ସେମାନେ ମୁସଲିମ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ମଧୁବାଲା । ମଧୁବାଲା ଙ୍କୁ କିଏ ବା ନ ଜାଣେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଭାରତ ର ସମସ୍ତ ଦର୍ଶକ ମାନଙ୍କ ର ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ସମୟ ରେ ସେ ଅନେକ ସୁପର ହିଟ ଫିଲ୍ମ ବଲିଉଡ କୁ ଦେଇଛନ୍ତି । କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଅଛି ଯେ ଏହି ୬୦ ଦଶକ ର ସୁପର ହିଟ ଅଭିନେତ୍ରୀ ବାସ୍ତବ ରେ ଜଣେ ମୁସଲମାନ ଅଟନ୍ତି ।


୨. ଏହି ଲିଷ୍ଟ ର ଦ୍ୱିତୀୟ ସ୍ଥାନରେ ଅଛନ୍ତି ରୀନା ରାୟ । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ରୀନା ରାୟ । ରୀନା ନିଜର ଉଚ୍ଚକୋଟୀର ଅଭିନୟ ଜରିଆ ରେ ତାଙ୍କ ସମୟ ରେ ଅନେକ ଲୋକଙ୍କ ହୃଦୟ କୁ କିଣି ପାରିଥିଲେ । କିନ୍ତୁ ଅସଲ ରେ ସେ ଜଣେ ମୁସଲିମ ଅଟନ୍ତି । ତାଙ୍କର ଅସଲ ନାମ ସାହିରା ଅଲ୍ଲୀ ଅଟେ । ବଲିଉଡ଼ ରେ ପାଦ ରଖିବା ପରେ ସେ ନିଜର ନାମ ପରିବର୍ତ୍ତନ କରି ଦେଇଥିଲେ ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ତବୁ । ବଲିଉଡ ର ବର୍ତ୍ତମାନ ସମୟ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ତବୁ । ତବୁ ବର୍ତ୍ତମାନ ୪୭ ବର୍ଷ ର ହୋଇ ସାରିଲେଣି । ଏତେ ବର୍ଷ ହେବା ସତ୍ତ୍ଵେ ମଧ୍ୟ ସେ ଦର୍ଶକ ମାନଙ୍କ ର ମନୋରଞ୍ଜନ କରି ଆସୁଛନ୍ତି । ତବୁ ଙ୍କ ର ଲୋକପ୍ରିୟତା ବହୁତ ଅଧିକ ଅଟେ । ତାଙ୍କର ଅନେକ ପ୍ରସଂଶକ ରହିଛନ୍ତି । ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି ଯେ ତବୁ ହିନ୍ଦୁ ନୁହଁନ୍ତି ବରଂ ମୁସଲିମ ଅଟନ୍ତି । ତବୁ ଙ୍କ ର ଅସଲ ନାମ ହେଉଛି ତପସୁମ ଫତିମା ହାସମୀ ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ମାନ୍ୟତା ଦତ୍ତ । ବଲିଉଡର ଖଳନାୟକ ସଂଜୟ ଦତ୍ତ ଙ୍କ ର ତୃତୀୟ ପତ୍ନୀ ହେଉଛନ୍ତି ମାନ୍ୟତା ଦତ୍ତ । କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଅଛି ସେ ସେ ବାସ୍ତବ ରେ ଜଣେ ମୁସଲିମ ଅଟନ୍ତି । ତାଙ୍କର ଅସଲ ନାମ ଦିଲ ନବାବ ଶେଖ ଅଟେ । ମାନ୍ୟତା ଫିଲ୍ମ କୁ ଆସିବା ପାଇଁ ନିଜର ନାମ ପରିବର୍ତ୍ତନ କରିଥିଲେ ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଆଲୟା ଭଟ୍ଟ । ଏହି ଅଭିନେତ୍ରୀ ବଲିଉଡ ର ପ୍ରସିଦ୍ଧ ଫିଲ୍ମ ନିର୍ଦେଶକ ମହେଶ ଭଟ୍ଟ ଙ୍କ ଝିଅ ଅଟନ୍ତି । ଯଦିଓ ତାଙ୍କ ପିତା ହିନ୍ଦୁ ଅଟନ୍ତି କିନ୍ତୁ ମାଆ ମୁସଲିମ ଅଟନ୍ତି । ଏହି ହିସାବ ରେ ଆଲ୍ୟା ମଧ୍ୟ ମୁସଲିମ ଅଭିନେତ୍ରୀ ହେବେ ।


୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ମାନା ସେଟ୍ଟୀ । ଏହି ଅଭିନେତ୍ରୀ ମୁସଲିମ ପରିବାର କୁ ବିଲଙ୍ଗ କରନ୍ତି । ଫିଲ୍ମ ରେ ଆସିବା ନିମନ୍ତେ ସେ ନିଜର ନାଁ ବଦଳାଇ ଥିଲେ । କିନ୍ତୁ ପ୍ରକୃତ ସେ ହିନ୍ଦୁ ନୁହେଁ ବରଂ ସେ ଜଣେ ମୁସଲିମ ଅଭିନେତ୍ରୀ ଅଟନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *