Vastu Shastra- ଧନତେରସ ହେଉ କିମ୍ବା ଦୀପାବଳି, ଏହି 3 ଜିନିଷ ଭୁଲରେ ବି କିଣନ୍ତୁ ନାହିଁ, ହେଇଯିବେ ଭିକାରି

ନମସ୍କାର ବନ୍ଧୁଗଣ ତେବେ ଏଥର ଦୀପର ପର୍ବ ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି । ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏଥର ଧତେରସ ୨ ତାରିଖରେ ପଡୁଛି । ଏହି ଦିନ ସୁନା, ରୁପା, ବାସନ, ଝାଡୁ ଭଳି ଅନେକ ଜିନିଷ କିଣାକିଣି କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ କିଣାକିଣି କରିବା ବହୁତ ଶୁଭ ବୋଲି କୁହାଯାଏ ।

ଏହି ଦିନ କିଣାକିଣି କଲେ ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ  ଓ ଦୀପାବଳିରେ ମଧ୍ୟ । ସେଥିପାଇଁ ଦୀପାବଳି ଦିନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଜାଣିଛନ୍ତି । କାରଣ ଏହା ଅଶୁଭ ହୋଇଥାଏ । ତେବେ ଦୀପାବଳି ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ ଦୀପାବଳି ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

୧- ପ୍ରଥମ ରେ ହେଉଛି ଲୁହା ଜିନିଷ । ଲୁହା କୁ ଭଗବାନ ଶନିଦେଵ ଙ୍କ କାରକ ଭାବରେ ବିବେଚନ କରାଯାଏ । ତେଣୁ ଦୀପାବଳିରେ ଏହି ଲୁହା ଜିନିଷ କିଣିବା ଉଚିତ ନୁହେଁ । ଏହା କୁ କିଣିଲେ ଏହା ଘରର ଦୁର୍ଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ କେବେବି ଲୁହା ର ବସ୍ତୁ ଘରକୁ ଆଣନ୍ତୁ ନାହିଁ ।

୨- ଦ୍ଵିତୀୟ ରେ ହେଉଛି ଚିନା ମାଟିରେ ପ୍ରସ୍ତୁତ ଜିନିଷ । ତେବେ ଚିନା ମାଟିରେ ପ୍ରସ୍ତୁତ ଜିନିଷ କୁ କିଣିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ଆସିବା ସହ ଘରର ଅମଙ୍ଗଳ ମଧ୍ୟ ହୋଇଥାଏ । ତେବେ ଚିନା ମାଟିରେ ପ୍ରସ୍ତୁତ ହୋଇଥିବା ଭଗବାନ ଙ୍କ ମୂର୍ତ୍ତି କିଣି ପାରିବେ କିନ୍ତୁ ଆଉ ଅନ୍ୟ କୌଣସି ଵସ୍ତୁ କୁ କିଣି ପାରିବେ ନାହିଁ ।

୩- ତୃତୀୟ ରେ ହେଉଛି କଳା ରଙ୍ଗର ଏବଂ କାଚରେ ନିର୍ମିତ ଵସ୍ତୁ କୁ ମଧ୍ୟ କିଣିବା ଉଚିତ ନୁହେଁ । କାରଣ ଏହା ରାହୁ ସହିତ ଜଡିତ ହୋଇଥାଏ । ତେଣୁ ଏହାକୁ ଏହି ଶୁଭ ଦିନ ଘରକୁ ଆଣିବା ଦ୍ୱାରା ଘରେ ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ । ତେଣୁ କଳା ରଙ୍ଗର କିମ୍ବା କାଚ ର ଵସ୍ତୁ ଘରକୁ କଦାପି ଆଣନ୍ତୁ ନାହିଁ । ଏହା ଛଡା ଆପଣ ଆଲୁମିନିୟମ ଵସ୍ତୁ ମଧ୍ୟ କିଣିବା ଉଚିତ ନୁହେଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *