ରାଣୀପଣ୍ଡା କାଲି 5000 ଲୋକଙ୍କୁ ମଟନ ଖାଇବାକୁ ଦେଇଛି, Suresh Raut ray

ରାଣୀ ପଣ୍ଡା କାଲି 5000 ଲୋକଙ୍କୁ ମଟନ ଖାଇବାକୁ ଦେଇଛି । ତେବେ ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚାରେ ରହୁଥିବା ସୁରେଶ ରାଉତରାୟ ଏଭଳି କିଛି ମନ୍ତବ୍ୟ ରାଣୀ ପଣ୍ଡାଙ୍କ ଉପରେ ରଖିଛନ୍ତି । ତେବେ ସୁର ରାଉତରାୟଙ୍କ କହିବା ଆଧାରରେ ରାଣୀ ପଣ୍ଡା ଅଭିନୟ ଓ ଡ୍ୟାନ୍ସ କରି ଯାହା ଟଙ୍କା ରୋଜଗାର କରୁଛି । ସେଥିରୁ ସେ ଗରିବ ଲୋକଙ୍କର ସେବା କରୁଛି । ଗରିବ ଲୋକଙ୍କୁ ଖାଇବାକୁ ଦେଇ ତାଙ୍କର ଅନେକ ସାହାଜ୍ଯ କରୁଛି ।

ଖଣ୍ଡଗିରିରେ ଯାତ୍ରା ପାର୍ଟି ପଡିଛି । ରାଣୀ ଯାତ୍ରାରେ ଡ୍ୟାନ୍ସ, ଅଭିନୟ କରୁଛି । ସେଥିରୁ ଯାହା ତାଙ୍କୁ ଟଙ୍କା ମିଳିଛି । ସେଥିରୁ ସେ ତାଙ୍କ ବାହାର କରି 5000 ଲୋକ ମାନଙ୍କୁ ଖଣ୍ଡଗିରିରେ ଖାଇବାକୁ ଦେଇଛି । ମଟନ ବି ଲୋକ ମାନଙ୍କୁ ଖାଇବାକୁ ଦେଇଛି । ତେବେ ରାଣୀ ପଣ୍ଡାର ଏପରି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେବା ଉଚିତ । ଅନେକ ଲୋକ କହୁଛନ୍ତି ରାଣୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ।

ହେଲେ ରାଣୀ ସେ ରାଜନୀତିରେ ନପଶି ଏହି ଡ୍ୟାନ୍ସ ଅଭିନୟ କରି ଏମିତି ନିଜ ଜୀବନରେ ଉନ୍ନତି କରୁ । ଲୋକ ମାନଙ୍କର ସାହାଜ୍ଯ କରୁ । ଭଗବାନ ତା’ ମଙ୍ଗଳ କରିବେ । ରାଣୀ ପାଖରେ ଅଭିନୟର କଳା ଅଛି । ଦେଖିବାକୁ ମଧ୍ୟ ରାଣୀ ପଣ୍ଡା ସୁନ୍ଦର ଅଟେ । ଖାଲି ଓଡିଶା ନୁହେଁ ଭାରତର ଯୁଆଡେ ଗଲେ ବି ସେ କମ ପାଇବ । ଯଦି ରାଣୀ ହିନ୍ଦୀରେ ଯାଇ କରିବ । ସେଠି ସେ ହିରୋଇନ ହେଇ ବାହାରିବ ।

ବହୁତ ଭଲ ଡ୍ୟାନ୍ସ କରୁଛି । ବହୁତ ଭଲ ଆକ୍ଟିଙ୍ଗ ମଧ୍ୟ କରୁଛି । ଓଡିଶା ସାରା ଲୋକ ରାଣୀ ପଣ୍ଡାକୁ ଭଲ ପାଉଛନ୍ତି । ଓଡିଶାରେ ଅଭିନୟ କରି ଏମିତି ରାଣୀ ଦର୍ଶକଙ୍କର ମନୋରଞ୍ଜନ କରାଉଥାଉ । ନଚେତ ବମ୍ବେ ଚାଲିଯାଇ ସେଠାରେଡ୍ୟାନ୍ସ ନହେଲେ ଆକ୍ଟିଙ୍ଗ କରୁ ତାହା ପାଇଁ ବହୁତ ଭଲ ହେବ । କାରଣ ରାଣୀ ନାଚ ଓ ଅଭିନୟରେ ଯେତିକି ଭଲ ହୃଦୟରୁ ମଧ୍ୟ ସେ ସେତିକି ଭଲ । ହେଲେ ରାଣୀ ପଣ୍ଡା ଖରାପ ଭାଷା ଯେମିତି ନକହୁ । ତେବେ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ରହିବାକୁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *