ସୋମ୍ୟ ଓ ସୋନାଲିଙ୍କ ମାମଲା ବର୍ତ୍ତମାନ ଏକ ନୂଆ ମୋଢ ନେଇଛି । ସୋସିଆଲ ମିଡିଆରେ ସମସ୍ତେ ବର୍ତ୍ତମାନ ସୋମ୍ୟଙ୍କ ସପୋର୍ଟରେ ଆସି ତାଙ୍କୁ ନ୍ୟାୟ ଦେବା ପାଇଁ କହୁଛନ୍ତି । ବର୍ତ୍ତମାନ ଏଥିରେ ରାନୀ ପଣ୍ଡା ବି ସାମିଲ ହୋଇ ଯାଇଛନ୍ତି । ଗତକାଲି ରାନୀ ପଣ୍ଡା ଲାଇଭ ଆସି ସୋମ୍ୟ ଓ ସୋନାଲିଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ । ଆଜି ପୁଣି ସେ ଗଣମାଧ୍ୟମ ସହ ସାକ୍ଷାତ କରି ଏହି ବିଷୟରେ କହିଛନ୍ତି ।
ରାନୀ ପଣ୍ଡା ଗଣ ମାଧ୍ୟମକୁ କହିଲେ କି ମୁଁ ଜାଣି ପାରୁ ନାହିଁ କି ପୋଲିସ ଓ ପ୍ରଶାସନ କାହିଁକି ଚୁପ ବସିଛନ୍ତି । ଆମ ସମ୍ବିଧାନରେ ଯଦି ନାରୀ ପାଇଁ ନ୍ୟାୟ ଅଛି ତେବେ ପୁରୁଷଙ୍କ ପାଇଁ କାହିଁକି ନ୍ୟାୟ ନାହିଁ । ଏହା ପରେ ସେ ସୋମ୍ୟଙ୍କୁ ନେଇ କହିଲେ କି ସୋମ୍ୟଙ୍କ ଆତ୍ମହତ୍ୟା କରିବାର ନ ଥିଲା ।
ସେ ଦେଖିବାକୁ ବହୁତ ସୁନ୍ଦର ଓ ତାର ପରିବାର ବି ବହୁତ ଭଲ । ତାକୁ ବହୁତ ଝିଅ ମିଳିଥାନ୍ତେ । ଯଦି ସେ ଜାଣି ପାରିଲା କି ସେ ଯାହାକୁ ଭଲ ପାଉଛି ତାର ଗୁଣ ଖରାପ ତେବେ ସେ ସାଇଡ ହୋଇଯିବା ଦରକାର ଥିଲା । କଥାରେ ଅଛି ପ୍ରେମ ଅମର, ପ୍ରେମ ଚିରନ୍ତନ, ପ୍ରେମ ଅନ୍ଧ । ଯିଏ ପ୍ରକୃତରେ ଭଲ ପାଇଥାଏ ସେ ଭଲ ପାଇବାର ମହତ୍ଵ ଜାଣିଛି ।
ସେଥିପାଇଁ ସୋମ୍ୟ ଭଲ ପାଇବାକୁ ମୁଣ୍ଡ ନେଇଗଲା ଓ ତାକୁ ସେହି ଝିଅ ଛଡା ଆଉ କେହି ବି ଦେଖା ଗଲାଣି । ମୁଁ ଯଦି ମୋର ଲଭ ଲାଇଫ ବିଷୟରେ କହିବି ତେବେ ରାନୀ ପଣ୍ଡା ଯେଉଁ ଭଳି ପ୍ରେମ କରିଛି ସେହିଭଳି ପ୍ରେମ ଆଉ କେହି ବି କରି ନ ଥିବେ । କାରଣ ମୁଁ ଜାଣିଛି ଲଭ କରିଲେ ବାମ୍ଫ, ପୋଲିଓ ଟୀକା ନବାକୁ ପଡେ । ଏମିତିରେ ସୋମ୍ୟ ବି ଏହିବାଲୀ ପରିସ୍ଥିତିର ସମ୍ମୁଖୀନ ହେଲା ।
ଯେଉଁଠି ଝିଅ ତାର ଭଲ ପାଇବାକୁ ବୁଝି ପାରିଲା ନାହିଁ । ବହୁତ ଜାଗାରେ ଏହିଭଳି ହେଉଛି । କେତେକ ଜାଗାରେ ପୁଅ ବି ଝିଅର ଭଲ ପାଇବାକୁ ବୁଝି ପାରୁ ନାହିଁ । ମୁଁ ଏହି ମାମଲାରେ କହିବି କି ଝିଅ ର ୯୦ ପ୍ରତିଶତ ଭୁଲ ଅଛି ତ ପୁଅର ୧୦ ପ୍ରତିଶତ ଭୁଲ ଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।