ରାଣୀ ପଣ୍ଡା କ’ଣ ପ୍ରକୃତରେ ଜାଣିଶୁଣି ଡ୍ରେସ୍ ଖୋଲିଥିଲା…ନା ଜାଣିଶୁଣି କାହାର କାନ କାମୁଡିଥିଲା…Rani Panda

ମୋତେ ବାହା ହେବା ମନା, ମୋତେ ମାଆ ହେବ ମନା ! ହଁ ଆଜ୍ଞା ଏଭଳି କିଛି ଦମଦାର ଡାଇଲଗକୁ ନେଇ ଏକ ସୁନ୍ଦର ଯାତ୍ରା କାହାଣୀକୁ ନେଇ ତିଆରି କରାଯାଇଛି ରାଣୀ ପଣ୍ଡାକୁ ଖଣ୍ଡଗିରି ମନା । ତେବେ ଯେଉଁଥିରେ ନାୟିକା ରୂପେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବାକୁ ପାଇବେ । ରାଣୀ ପଣ୍ଡା ଗଣ ମାଧ୍ୟମର ଏକ ସାକ୍ଷାତକାରରେ ଏଭଳି କିଛି ନିଜର ପ୍ରତିକ୍ରିୟା ରଖି କହିଛନ୍ତି । ତେବେ ରାଣୀ ପଣ୍ଡାଙ୍କ କହିବା ଆଧାରରେ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ଯାତ୍ରାଟି ବହୁତ ସୁନ୍ଦର କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି ।

ଦର୍ଶକ ମାନେ ଯଦି ପୁରା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଯାତ୍ରାଟିକୁ ଦେଖିବେ । ତେବେ ଯାତ୍ରା କାହାଣୀର ମୂଳ ଉଦ୍ଦେଶ୍ୟ ବୁଝିପାରିବେ । ରାଣୀ ପଣ୍ଡା କଣ ପ୍ରକୃତରେ ଜାଣିଶୁଣି ଡ୍ରେସ ଖୋଲିଥିଲା ନା ଜାଣିଶୁଣି କାହାର କାନ କାମୁଡିଥିଲା ଏହାର ପ୍ରକୃତ କାରଣ କଣ ନାଟକ ସଂପୂର୍ଣ୍ଣ ଦେଖିଲେ ଯାଇ ଦର୍ଶକ ବୁଝିପାରିବେ । ଗତ ବର୍ଷ ମୁଁ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ଯାତ୍ରା ପରିବେଷଣ କରିଥିଲି । ଏ ବର୍ଷ ରାଣୀ ପଣ୍ଡାକୁ ଯେଉଁ ଜାଗାରେ ମୋତେ ବ୍ୟାନ କରାଯାଇଥିଲା ।

ସେହି ଜାଗାରେ ହିଁ ମୋର ଯାତ୍ରା ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ପରିବେଷଣ କରିବାକୁ ଯାଉଛି । ଏହି ଯାତ୍ରାରେ ମୁଁ ନିଜର ବେଷ୍ଟ ଦେଇ ଭଲ ଅଭିନୟ କରି ଲୋକଙ୍କର ମନ ଜିଣିବା ପାଇଁ ଚେଷ୍ଟା କରିବି । ଏଥିରେ ବହୁତ ଭଲ ଏକ ଡାଇଲଗ ମଧ୍ୟ ରହିଛି । ଯାହା ହେଉଛି ରାଣୀ ପଣ୍ଡାକୁ ପ୍ରେମ କରିବା ମନା । ରାଣୀ ପଣ୍ଡାକୁ ବାହା ହେବା ମନା, ରାନୀପଣ୍ଡାକୁ ମାଆ ହେବ ମଧ୍ୟ ମନା ।

ଏହି ଯାତ୍ରାର କାହାଣୀ ଅନୁସାରେ ଦର୍ଶକ ମାନେ ଯାତ୍ରା ଦେଖି ବହୁତ ଖୁସି ହେବେ । ଏଥିରେ ମୋର ଆଶା ରହିଛି, ଯେ ଦର୍ଶକ ଗାଳି ଅପେକ୍ଷା ଅଧିକ ତାଳି ମାରିବେ । ତେଣୁ ଖଣ୍ଡଗିରିକୁ ଦର୍ଷକ ଆସି ଯାତ୍ରା ଦେଖନ୍ତୁ । ଏଥିସହ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଯାତ୍ରା ଦେଖିଲେ ହିଁ ଯାତ୍ରାଟିର ନାମ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ଏଭଳି କଣ ପାଇଁ ରଖଯାଇଛି ତାହା ବୁଝିପାରିବେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍ ଟିଏ କରନ୍ତୁ ।

Leave a Reply

Your email address will not be published. Required fields are marked *