ମୃତ୍ୟୁ ପୂର୍ବରୁ Rai Mohan ଙ୍କ ଶେଷ ଇଚ୍ଛା ଜାଣିଲେ ଆଖିରୁ ଲୁହ ରହିବ ନାହିଁ… 

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ  ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ ପାହଡଦିନ  ରାଇମୋହନ ଆତ୍ମହତୟଆ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତୟଆ କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଜନ୍ମ 10 ଜୁଲାଇ 1963 ମସିହାରେ ହୋଇଥିଲା । ତାଙ୍କର ଜନ୍ମ କେନ୍ଦୁଝରର ଉଦୟପୁରରେ ହୋଇଥିଲା ।

ସେ ମାତ୍ର 57 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଗତ କିଛି ଦିନ ହେବ ରାଇମୋହନ ପରିଡା ନିଜ ବଡ ଝିଅଙ୍କ ପାଇଁ ବହୁତ ଚିନ୍ତିତ ଥିଲେ । ରାଇମୋହନଙ୍କ ପରିବାରରେ ତାଙ୍କ ଦୁଇ ଝିଅ, ଜ୍ଵାଇଁ ଓ ସ୍ତ୍ରୀ ରୁହନ୍ତି । ବଡ ଝିଅର ବିବାହ ହୋଇଯାଇଥିବା ବେଳେ ସାନ ଝିଅ କୁଆଁରୀ ଅଛନ୍ତି । ରାଇମୋହନ ନିଜ ବଡ ଝିଅକୁ ବହୁତ ଅଧିକ ଭଲ ପାଉଥିଲେ ହେଲେ ତାଙ୍କ ଝିଅ ନିଜ ଇଛାରେ ଏକ ଯୁବକଙ୍କୁ ଭଲ ପାଇ ବିବାହ କରିଥିଲେ ।

ତେବେ ରାଇମୋହନ ଏହି କାରଣରୁ ବହୁତ ଦୁଃଖିତ ଥିଲେ ଆଉ ନିଜ ବଡ ଝିଅଙ୍କ ପାଇଁ ବହୁତ ଚିନ୍ତିତ ବି ଥିଲେ । ବାହାଘର ପରେ ବଡ ଝିଅ ବହୁତ ଦୁଃଖ କଷ୍ଟରେ ଚଳୁ ଥିଲେ ଆଉ ରାଇମୋହନ ମଧ୍ୟ ନିଜ ବଡ ଝିଅକୁ ସାହାର୍ଯ୍ୟ କରିବାକୁ ଚାହୁଁ ଥିଲେ । ହେଲେ ରାଇମୋହନଙ୍କର ଏହି ଶେଷ ଇଛାଟି ପୂରଣ ହେଇପାରିଲା ନାହିଁ । ଏହି ଇଛାଟି ପୂରଣ କରିବା ପୂର୍ବରୁ ସେ ଆତ୍ମହତୟଆ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *