‘ରହିଗଲା ଛୁଆ କରିଦେଲା, ଆଉ ଛାଡି ଦେଲା…ଏ କଣ ଦେଶୀ କୁକୁର, ପୁଅ ଦେଇଛି ବିଗ ବଜାର ଅଫର, ବାପା ତାକୁ କାହିଁକି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପ୍ରେମିକ ଘର ବାହାରେ ଧାରଣାରେ ବସିଲେ ମହିଳା । ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଲେ । ଆଉ ପରେ ଅନ୍ୟ କାହାକୁ ବାହା ହେବା ପାଇଁ ପ୍ରୟାସ ଚଳାଇଥିବାରୁ ନିଜ ପ୍ରେମିକଙ୍କ ଘର ବାହାରେ ରାତିସାରା ଧାରାଣା ଦେଇଛନ୍ତି ମହିଳା । ଘଟଣାଟି ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର । ଯୁବକ ଦିନେଶ ଗତ କିଛି ବର୍ଷ ଧରି କେ.ଦୀପିକାଙ୍କୁ ପ୍ରେମ କରୁଥିଲେ ।

ତେବେ ଏହାପରେ ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡିଦେଇ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କଲେ ଦିନେଶ । ଏନେଇ ଟାଉନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଦିନେଷ ଗିରଫ ହୋଇଥିଲେ । ପରେ ଜାମିନ୍ରେ ମୁକୁଳି ଥିଲେ । ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏବେ ଦିନେଶଙ୍କ ପିରବାର ଲୋକେ ତାଙ୍କୁ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଖବର ପାଇଲେ ଦୀପିକା ।

ଯାହାକୁ ନେଇ ଦିନେଶଙ୍କ ଘର ବାହାରେ ନିଜ ଏକ ବର୍ଷର ଶିଶୁ ପୁତ୍ରକୁ ନେଇ ଧାରଣାରେ ବସିଛନ୍ତି ଦୀପିକା । ତେବେ ଏହା ଉପରେ ବର୍ତ୍ତମାନ ସମାଜ ସେବୀ ପ୍ରଭାବତୀ ପଟନାୟକ ନିଜର ବାଇଟ ରଖିଛନ୍ତି । ତେବେ ସେ କହିଛନ୍ତି କି ସେ ଏହି ଭିଡିଓ ସବୁ ଦେଖିଲେ କି ଶୋ ରୁମ ରୁ ପ୍ରେମ ଆରମ୍ଭ ହୋଇଛି । ତେବେ ପ୍ରେମ କରିଛି ବାହା ହେବ ନାହିଁ ଏହା ତ ଭୁଲ କଥା ଶୁଣିବାକୁ ମଧ୍ୟ ଭଲ ଲାଗୁ ନାହିଁ ।

ତେବେ ସେ ପୁଣି ତାକୁ ପ୍ରେଗନେଟ ମଧ୍ୟ କରିଛି । ବର୍ତ୍ତମାନ ଆଉ କାହାକୁ ବାହା ହେବ ବୋଲି କହୁଛି କାହିଁକି ଆଉ ଯେଉଁ ଝିଅ କୁ ବିବାହ କରିବ ଆଉ ଏହି ଝିଅ ଭିତରେ ଫରକ କଣ ରହିଛି । ତେବେ ବର୍ତ୍ତମାନ ଦୀପିକା ଯିଏ ସେ ତାଙ୍କ ଘର ଦୁଆର ମୁହଁ ରେ ବସିଛି । ତେବେ ଏହି ସମୟରେ ପୁଅ ର ବାପା ମାଆ ଆସି ଏହାର ସମାଧାନ କରିବା ଆବଶ୍ୟକ ଏବଂ ଦୀପିକା କୁ ବୋହୁ ଭାବରେ ଗ୍ରହଣ କରି ନେବା ଆଵଶ୍ୟକ ।

ତେବେ ଏହା ଭାବିବେ କି ବିଗ ବଜାର ଅଫର ବାୟ ୱାନ ଗେଟ ୱାନ ଫ୍ରି । ସେହିଭଳି ବର୍ତ୍ତମାନ ନିଜ ପୁଅର ଏହି କାରନାମା କୁ ଦେଖନ୍ତୁ ଏବଂ ନିଜ ବୋହୁ ନାତି କୁ ଘରକୁ ନିଅନ୍ତୁ । ତେବେ ଆଗରୁ ପିଲା ଭଲ ପାଉଥିଲେ କେଉଁ ମନ୍ଦିରରେ ଯାଇ ବିବାହ କରି ଦେଉଥିଲେ ବର୍ତ୍ତମାନ ତ ଭଲ ପାଇଲେ ତାକୁ ପ୍ରେଗନେଟ କରିଦେଲେ ଫୁଣି ତାକୁ ଛାଡି ଆଉ ଜଣଙ୍କୁ ଧରିଲେ ତେବେ ସେହି ପୁଅ ଆଉ ଦେଶୀ କୁକୁର ଭିତରେ କୌଣସି ଫରକ ରହିଲା ନାହିଁ । ଦିନେଶ ମଧ୍ୟ ଗୋଟିଏ ଦେଶୀ କୁକୁର । ତେବେ ତୁରନ୍ତ ଏହାର ସମାଧାନ କରାଯାଉ ଏବଂ ଦୀପିକା କୁ ନ୍ୟାୟ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *