‘ପ୍ରିୟଙ୍କା ମୋ ଠୁ 4 ଲକ୍ଷ ଟଙ୍କା ନେଇଥିଲା ,ଏବେ କହୁଛି ମୋ ସହ ଶାରୀରିକ ସମ୍ପର୍କ ରଖନ୍ତୁ ଆଉ ପଇସା ମାଗନ୍ତୁନି…’

ବନ୍ଧୁଗଣ ଗତ କାଲି ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ଦାସ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବ୍ୟକ୍ତିଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଥିଲେ । ପ୍ରିୟଙ୍କାଙ୍କୁ ସେହି ବ୍ୟକ୍ତି ଶା-ରଇରିକ ସ-ଅମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ଆଉ ତାଙ୍କୁ ବହୁତ ହଇରାଣ କରୁଥିବା କଥା ପ୍ରିୟଙ୍କା ନିଜେ କହିଥିଲେ । ତେବେ ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବ୍ୟକ୍ତିଙ୍କ କହିବା ମୁତାବକ-‘ମୁଁ 2020 ମସିହାରେ ପ୍ରିୟଙ୍କା ଦାସ ନାମକ ଜଣେ ମହିଳା ତାଙ୍କ ସେଲୁନ ପାଇଁ ମୋ ଠାରୁ 4 ଲକ୍ଷ ଟଙ୍କା ନେଇ ଥିଲେ । ତାଙ୍କୁ ଟଙ୍କା ମାଗିଲେ ଦେଉ ନାହାନ୍ତି ସେ କହୁଛନ୍ତି ଆଜି ଦେବି କାଲି ଦେବି ଦେଉ ନାହାନ୍ତି ତାଙ୍କ ସେଲୁନ ଗଲେ ବି ସେ ମିସ ବିହେବ କରୁଛନ୍ତି ।

ମୁଁ ଗତ କାଲି ସକାଳେ ତାଙ୍କ ଘରକୁ ଯାଇଥିଲି ଆଉ ସେକୁରିଟିଙ୍କୁ କହିଲି ପ୍ରିୟଙ୍କା ମାଡ଼ାମଙ୍କୁ କୁହନ୍ତୁ ମୋର 4 ଲକ୍ଷ ଟଙ୍କା ଦେବେ । ହେଲେ ସେକୁରିଟି କହିଲେ ଆପଣ ତାଙ୍କ ଘରକୁ ଯାଅନ୍ତୁ । ତା ପରେ ମୁଁ କହିଲି ତଳକୁ ଆସନ୍ତୁ ତାଙ୍କର ଜଣେ ଭାଇ ଆସିଲେ ସେ ମୋତେ ଉପରକୁ ଡାକିଲେ ।

ଉପରକୁ ଡାକି ମୋତେ ସେ କହିଲେ ତୁ ଗୋଟେ ଛୋଟ ଲୋକ ତୋର ସାହାସ କେମିତି ହେଲା ପଇସା ମାଗିବା ପାଇଁ ତୁ ଚାକିରି କରୁଛୁ ତୋର ଚାକିରି ଖାଇଦେବୁ । ତତେ ଆମେ ର-ଏପ କ-ଏସରେ ପକେଇବୁ । ଏସବୁ କଥା ହେବା ପରେ ମୁଁ କହିଲି ମୋ ସ୍କୁଲ ଯିବି ମୋ ଝିଅକୁ ଆଣିବା ପାଇଁ । ସେ ହଠାତ କବାଟ ଲକ୍ କରିଦେଲେ ତାଙ୍କ ଘରେ ତାଙ୍କ ମାଆ ଆଉ ଗୋଟେ ଛୋଟ ଝିଅ ଥିଲା । ସେମାନେ ମୋର ମୋବାଇଲ ଛଡାଇ ପ୍ରିୟଙ୍କା ଆଉ ସେ ଝିଅ ମୋତେ ମାରିଲେ ।

ସେ ମୋତେ ଦେଖା ହେଇଥିଲେ ଯେବେ ମୋତେ କହିଥିଲେ ମୋ ସହ ଶା-ରଇରିକ ସ-ଅମ୍ପର୍କ ରଖନ୍ତୁ ଆଉ ପଇସା ମାଗିବେ ନାହିଁ ମାନେ ଅଧ ଘଣ୍ଟା 20 ମିନିଟ ପାଇଁ ସେ ଅଛି ଗୋଟେ ଝିଅ ସେ କହିଲା । ମୁଁ ଜଣେ ସରକାରୀ ଚାକିରିଆ ମୋର ପରିଚୟ ଆପଣ ମାନେ ଆଗକୁ ଜାଣିବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *