“ପ୍ରେମ କରୁଥିଲା ବେଳେ ତ ମଜା ଲାଗୁଥିଲା..ସେତେବେଳେ କ’ଣ ଜାଣିପାରୁ ନଥିଲା କି ଛୁଆ ହେଇଯିବ ବୋଲି, ଏବେ ସେ ଯଦି ଝିଅକୁ…” କଣ କହିଲେ Pramila…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପ୍ରେମ ମାମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ତେବେ ଦିନେଶ ନିଜ ପ୍ରେମିକା ଦୀପିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେଗନେଣ୍ଟ କରିଦେଇଛନ୍ତି ଆଉ ଏବେ ସେ ସାମ୍ନାକୁ ଆସୁ ନାହାନ୍ତି । ଅନ୍ୟ ପଟେ ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସି ଛନ୍ତି । ଏବେ ଏହି ମାମଲାଟି ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବନ୍ଧୁଗଣ ଏବେ ଦୀପିକାଙ୍କ ସମର୍ଥନରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଛିଡା ହୋଇ ଛନ୍ତି । ବହୁତ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲାରେ ପ୍ରମିଳାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା । ବର୍ତ୍ତମାନ ପ୍ରମିଳା ଦୀପିକାଙ୍କ ସହ ଛିଡା ହୋଇଛନ୍ତି । ତେବେ ଗଣମାଧ୍ୟମ ସାମ୍ନାରେ ପ୍ରମିଳା ଏକ ବଡ ବୟାନ ଦେଇଛନ୍ତି । ପ୍ରମିଳାଙ୍କ କହିବା ମୁତାବକ-‘ମୁଁ ଦୀପିକାଙ୍କ ପାଇଁ ବି ଆଜି ଆସି ପହଞ୍ଚିଛି ।

ଆଜ୍ଞା ଏଇଟା ଗୋଟେ ପବିତ୍ର ପୀଠ ମା ଠାକୁରାଣୀଙ୍କ ପୀଠ । ମାଆଙ୍କ ପାଖରେ ଯେମିତି ଶରଣ ବସନ୍ତି ସେମିତି ଝିଅ ଆସି ଏଠି ବସିଛି ଏଇଟା ଗୋଟେ ଦୁଃଖର ବିଷୟ । ଭଲ ପାଇବା କଣ ଜାଣି ନଥିଲେ କିନ୍ତୁ ଏଇଟା ଲଜ୍ୟା ଜନକ କଥା । ଆଜି ଝିଅ ତାର ନ୍ୟାୟ ପାଇଁ ଲଢୁଛି ଆଉ ତାର ବାପାର ପରିଚୟ ମାଗୁଛି ନିଶ୍ଚୟ ପରିଚୟ ମିଳିବ । ମୁଁ ଆସିଲି କବାଟ ବାଡେଇଲି ହେଲେ ସେ କବାଟ ଖୋଲିଲେ ନି ।

ସେ ପୁଅ ଯେଉଁଠି ବି ଅଛି ମୁଁ ଭଲରେ ଭଲରେ କହୁଛି ବାପା ତୁ ଯେଉଁଠି ଅଛୁ ଭଲରେ ଭଲରେ ପଳେଈ ଆସେ । ତୋ ସ୍ତ୍ରୀ ଆଉ ତୋ ପିଲାଙ୍କୁ ତୁ ନେଇଯା । ଆଜି ଝିଅ ବାହାରେ ସୋଇଛି କେତେ ଗରମ କେତେ ମଶାରେ ଏଇଟା ଗୋଟେ ତାଙ୍କୁ ଲଜ୍ୟା ଲାଗୁନି । ସେମାନେ କବାଟ ବନ୍ଦ କରି ଅଏସ କରୁଛନ୍ତି । ପୁଅ ଯେତେବେଳେ ଝିଅ ସହ ମଜା କରୁଥିଲା ସେତେବେଳେ କଣ ଜାଣିପାରୁ ନଥିଲା ଛୁଆ ହେଇଯିବ ବୋଲି ।

ବର୍ଷାରେ ମୁଁ ଛିଡା ହେଇଛି ଝିଅ ଛିଡା ହେଇଛି ଜନସାଧାରଣ ବି ଛିଡା ହେଇଛନ୍ତି ଏଇଟା ଗୋଟେ ଲଜ୍ୟାର କଥା ଆଜ୍ଞା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମିଳା ନିଜର ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *