Prakruti ଙ୍କ ମା’ଙ୍କୁ ଶକ୍ତ ଜବାବ ଦେଲେ ଆଇନଜୀବୀ ମୋନାଲିସା ଗନ୍ତାୟତ, ‘ପ୍ରକୃତି ମିଶ୍ର କିଏ ? ଆଗ ନିଜ ଝିଅକୁ ସଞ୍ଜତ କରି ରଖ, ତୁମ ଝିଅର ଚିନ୍ତାଧାରା ଏତେ…’

ବନ୍ଧୁଗଣ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଓଡିଆ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପରିବାର ମଧ୍ୟରେ ହେଉଥିବା କଳି । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ହଙ୍ଗାମା ମଚେଇ ଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି । ବାବୁସାନ ଓ ପ୍ରକୃତିଙ୍କ ସହ ଝଗଡା କରିବା ସହିତ ମାଡ ବି ମାରିଛନ୍ତି ତୃପ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅନ୍ୟ ପଟେ ପ୍ରକୃତି ଆଉ ବାବୁଶାନ୍ ଏବେ ଚେନ୍ନାଇରେ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ଆଇନଜୀବି ମୋନାଲିସା ଗନ୍ତାୟତ ନିଜର ବଡ ବୟାନ ଦେଇଛନ୍ତି । ତେବେ ମୋନାଲିସା କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା । ମୋନାଲିସାଙ୍କ କହିବା ମୁତାବକ-‘ଏବେ କଣ ହେଇଛି ନା ପ୍ରକୃତି ମିଶ୍ର ନିଜେ କହିଛନ୍ତି ମୁଁ ଓଡିଆ ଇଣ୍ଡଷ୍ଟ୍ରିକୁ ଆଗକୁ ନେଇଥାନ୍ତି ।

ଓଡିଶା ଇଣ୍ଡଷ୍ଟ୍ରିରେ ମୋର ବ୍ଲା ବ୍ଲା ବ୍ଲା ବ୍ଲା ଡ୍ରିମ ଅଛି । ଓଡିଶା ଇଣ୍ଡଷ୍ଟ୍ରି ତଳେ ପଡି ଗଲାଣି ତମକୁ କିଏ କହିଲା ଓଡିଶା ଇଣ୍ଡଷ୍ଟ୍ରି ତଳେ ପଡିଗଲାଣି ତୁମେ କିଏ । ପ୍ରକୃତି ମିଶ୍ର ଯେତେବେଳେ ନିଜ ହାତକୁ ଏମିତି ହଲେଇକି କହୁଛନ୍ତି ସେ ଜାଣିବା କଥା ଯେ ସେ କେତେ କମ ମାଚ୍ଯୋଡ ଅଛନ୍ତି । ସେ କଣ କହୁଛନ୍ତି ନା ବାବୁଶାନ୍ ଗୋଟେ ଛୋଟ ପିଲା ସେ କାହିଁକି ତା ବେକରେ ଗଣ୍ଠି ପକାଇ ରଖୁ ନାହାନ୍ତି ତାଙ୍କ ସ୍ତ୍ରୀକୁ ସିଏ ଆଡଭାଇସ ଦେଉଛନ୍ତି ।

ମୁଁ ପ୍ରକୃତି ମିଶ୍ର ତମକୁ ଯଦି ଆଡଭାଇସ ଦେବି ତମେ ନିଜକୁ ନିଜେ କାହିଁକି ସଞ୍ଜତ କାହିଁକି ରଖୁନ । ତମେ ନିଜକୁ କାହିଁକି କଣ୍ଟ୍ରୋଲ କରି ରଖୁନ ଗୋଟେ ବିବାହିତା ପରିବାର ଉପରେ ତମେ କାହିଁକି ଆଖି ପକାଉଛ । ମୁଁ ଗୋଟିଏ କଥା କହିବି ପ୍ରକୃତିଙ୍କ ମାଙ୍କୁ ଯଦି ଆପଣଙ୍କ ଝିଅ ଜୀବନରେ ଏମିତି ଘଟି ଥାନ୍ତା ଆପଣ କଣ କରିଥାନ୍ତେ ଆପଣ ଏମିତି ଆଡଭାଇସ ଦେଇଥାନ୍ତେ ସତ ହେଉଛି ଆପଣ ଏମିତି ଆଡଭାଇସ ଦେଇ ପାରି ନଥାନ୍ତେ ।

ଆଡଭାଇସ ଦେବା ବହୁତ ସହଜ ହେଲେ ସେହି ପରିସ୍ଥିତିର ସାମ୍ନା କରିବା ସବୁଠାରୁ ଅଧିକ କଷ୍ଟ ହୋଇଥାଏ’ । ତା ହେଲେ ବନ୍ଧୁଗଣ ଏହି ମାମଲାକୁ ନେଇ ମୋନାଲିସା ଗନ୍ତାୟତ ଏଭଳି ଭାବରେ ପ୍ରକୃତିଙ୍କୁ ସବୁ ଦୋଷ ଦେଇଛନ୍ତି । ତେବେ ମୋନାଲିସାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *