ବଢୁଛି ସସପେନ୍ସ ! ପୋଲିସର ମୁଣ୍ଡ ବିନ୍ଧା ସାଜିଛି ଗୋପାଳ, କ୍ରାଇମବ୍ରାଞ୍ଚ ADG Arun bothra ଙ୍କ ପାଇଁ ବଡ ଚ୍ୟାଲେଞ୍ଜ…

ଦର୍ଶକ ବନ୍ଧୁ ଗତ 24 ଘଣ୍ଟା ହେବ କ୍ରାଇମ ବ୍ରାଞ୍ଚ ଆଉ ପୋଲିସର ମୁଣ୍ଡ ବିନ୍ଧାର କାରଣ ତେବେ କଣ ଥିଲା ସେହି କାରଣ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପଏଣ୍ଟ ବ୍ଳାଙ୍କ ରେଞ୍ଜରେ ନିଜ ସର୍ଭିସ ରିବ-ଲବ-ଲରୁ ସେ guli କରି hatya କଲେ ।  ରହିଥିଲା କି କିଛି ପୂର୍ବ ଶତ୍ରୁତା ନା ରହିଥିଲା କୌଣସି ବ୍ୟକ୍ତିଗତ କାରଣ । କାହିଁକି ଗୋପାଳ ତାଙ୍କୁ ଏଭଳି hatya କଲେ । ଏହା ଏ ପର୍ଯ୍ୟନ୍ତ ଯାଏଁ ପୋଲିସ ଚିନ୍ତା କରିବାର ବାଧ୍ୟ ହେଉଛି କଣ ରହିଥିଲା hatyaର ମୋଟିଭ ।

ତେବେ କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ବର୍ତ୍ତମାନ ସ୍ପର୍ଷ୍ଟ କରିଛନ୍ତି ଯେ, ଗିରଫ ହୋଇଛନ୍ତି ନବ ଦାସଙ୍କୁ hatya କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସ । ଏନେଇ ସୂଚନା ଦେଇ ଛନ୍ତି ଅରୁଣ ବୋଥ୍ରା ସେ କହିଛନ୍ତି ଗୋପାଳ ଦାସଙ୍କୁ ଗିରଫ କରା ସରିଛି । ଏକ୍ସପର୍ଟ ଟିମ ଘଟଣା ସ୍ଥଳକୁ ଯାଇ ଯାଞ୍ଚ ମଧ୍ୟ କରି ସାରିଛି ।

ଅଭିଯୁକ୍ତ ଗୋପାଳକୁ 7 ଦିନିଆ ରିମାଣ୍ଡରେ ଆଣିବାକୁ ଅପିଲ କରାଯିବ । କାହିଁକି ଗୋପାଳ guli କଲେ କାହିଁକି ସେ hatya କଲେ ଏହା ପଚରା କାରଣ କଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସହ କଣ ରହିଥିଲା ତାଙ୍କର ସମ୍ପର୍କ । ଏସବୁ ସତ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି । ଆଉ ଏନେଇ ତଦନ୍ତ ମଧ୍ୟ କରାଯିବ । ନବ ଦାସଙ୍କ ସହ ଗୋପାଳଙ୍କ ଶତ୍ରୁତା ଏହାର ପୃଷ୍ଟ ଭୂମି ରହିଥିଲା କି ।

ଯାହା ଉପରେ ସଂପୂର୍ଣ୍ଣ ଘଟଣା କ୍ରମ ଗୋଟେ ପରେ ଗୋଟେ ଛିଡା ହେଇ ଗଲା । ଏହା ସହ ଅରୁଣ ବୋଥ୍ରା କହିଛନ୍ତି ଗୋପାଳ କୃଷ୍ଣ ଦାସ କେବେ ବି ନବ ଦାସ ପିଏସଓ ଦାୟିତ୍ଵରେ ନଥିଲେ । ତେବେ କଣ ଥିଲା କାରଣ କିଭଳି ସମ୍ପର୍କରେ ଆସିଥିଲେ ଗୋପାଳ ନବ ଦାସଙ୍କର । ଅନ୍ୟ ପଟେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦ୍ଵନ୍ଦରେ ପଡି ଯାଇଛି ପୋଲିସ ।

ଗୋପାଳକୁ ପ୍ରତ୍ଯକ୍ଷ ବା ପୋରକ୍ଷରେ କିପରି ହାଜର କରାଯିବ ସେନେଇ ବସିଛି ବୈଠକ । ସୁରକ୍ଷା ଦ୍ରୁଷ୍ଟିରୁ ଭିସିରେ ହାଜର କରିବାର ହୋଇପାରେ ନିଷ୍ପତ୍ତି । ଅନ୍ୟ ପଟେ ଗୋପାଳକୁ 7 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମ ବ୍ରାଞ୍ଚ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *