ପେଟ ଭିତରେ ଷ୍ଟିଲ୍ ଗ୍ଲାସ୍… କିନ୍ତୁ ପେଟ ଭିତରକୁ ଏହି ଷ୍ଟିଲ ଗ୍ଲାସ କିପରି ଗଲା ? ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଳାସ ହଁ ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଜଣେ ବ୍ୟକ୍ତିଙ୍କ ପେଟ ଭିତରୁ ବାହାରିଛି ଷ୍ଟିଲ ଗ୍ଳାସ । ଏଭଳି ଘଟଣା ଆମ ଓଡିଶାରେ କଣ ଭାରତରେ ପ୍ରଥମ ଥର ଘଟିଛି । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚାର ମାହୋଲ ରହିଛି । ତେବେ ସେ ବ୍ୟକ୍ତି ଜଣକ କିଏ ଯାହାଙ୍କ ପେଟରୁ ଷ୍ଟିଲ ଗ୍ଳାସ ବାହାରିଲା ଆସନ୍ତୁ ଜାଣିବା ।

ମିଡିଆ ରିପୋର୍ଟସ ଅନୁସାରେ ଗଞ୍ଜାମ ବୁଗୁଡା ବ୍ଲକ ବାଲିଫଦର ଅଞ୍ଚଳର ଜଣେ ବ୍ୟକ୍ତି ସହ ଘଟିଛି କିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେ ସିଜରେ ଅସ୍ତ୍ର ପ୍ରଚାର କରାଯାଇ ତାଙ୍କ ପେଟରୁ ଗ୍ଳାସ କଢା ଯାଇଛି । ବ୍ୟକ୍ତି ଗୁଜୁରାଟ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହ ମ-ଦ୍ୟ-ପାନ କରୁଥିବା ବେଳେ ସାଙ୍ଗ ମାନେ ଜୋର ଜବରଦସ୍ତି ତାଙ୍କ ମୁହଁରେ ଷ୍ଟିଲ ଗ୍ଳାସ ଭର୍ତ୍ତି କରି ଦେଇଥିଲେ ।

ଯନ୍ତ୍ରଣା ଅଧିକ ହେବାରୁ ସେ ସୁରାଟ ଛାଡି ନିଜ ଗାଁକୁ ଚାଲି ଆସିଥିଲେ । ଏହା ପରେ ତାଙ୍କ ପେଟ ଏବଂ ଗୋଡ ଫୁଲିବାରେ ଲାଗି ଥିଲା । ତେବେ ପୀଡା ଅସହ୍ୟ ହେବା ପରେ ସେ ଏମକେ ସିଜ ଡାକ୍ତର ଟିମ ସହ ପରାମର୍ଶ କରିବା ସହିତ ଘଟଣା ସମ୍ପର୍କରେ କହିଥିଲେ ।

ଏକ୍ସରେ ପରେ ଏମକେ ସିଜ ଡାକ୍ତର ମାନେ ଅସ୍ତ୍ର ପ୍ରଚାର କରି ଗ୍ଳାସଟିକୁ କାଢି ଛନ୍ତି । ଅପରେସନ ପରେ ବ୍ୟକ୍ତି ଜଣକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ଥିବା ଜଣା ପଡିଛି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଓ ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *