ପାଠ ବଦଳରେ ପ୍ରେମ ପାଠ ପଢାଉଥିଲେ କୁତୁକୁତିଆ ଟ୍ୟୁସନ ଦିଦି, ଛାତ୍ରକୁ ଧରି ମାରିଲେ ଚମ୍ପଟ…

ବନ୍ଧୁଗଣ ଏବେ ଯୁଗ କଣ ହେଇଗଲାଣି ଯେ, ଦୁନିଆରେ ପ୍ରେମ ପାଇଁ ଲୋକ ସବୁ ଭୁଲି ଯାଉଛନ୍ତି । ଏବେ ଜଣେ ଟ୍ୟୁସନ ଦିଦି ନିଜ ଛାତ୍ର ସହ ପ୍ରେମ ସମ୍ପର୍କ ରଖି ଫେରାର ହେଇ ଯାଇଛନ୍ତି ଆଉ ଆପଣ ମାନେ ଏହି ଖବର ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କାଲି ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହେଇଗଲା ।

ଏଠି ପ୍ରଶ୍ନ ଉଠୁଛି ପୁଅ ଯାଉଥିଲା ପାଠ ପଢିବାକୁ ହେଲେ ଦିଦି ଜଣକ କି ଶିକ୍ଷା ଦେଉଥିଲେ କେଜାଣି ଏବେ ଛାତ୍ର ଜଣଙ୍କୁ ଧରି ଡିଆଁ ମାରିଛନ୍ତି ଦିଦି । ତେବେ ଟ୍ୟୁସନ ନାଁରେ ଦିଦି କେଉଁ ଭଳି ପାଠ ପଢାଉ ଥିବେ ଆପଣ ମାନେ ଅନୁମାନ କରିପାରୁ ଥିବେ । କାରଣ ଛାତ୍ରକୁ ଯେଉଁ ଭଳି ଭାବେ ଟ୍ୟୁସନ ଦିଦି ଧରି ଫେରାର ହୋଇଯାଇଛନ୍ତି ଏଥିରୁ ସ୍ପର୍ଷ୍ଟ ଜଣା ପଡି ଯାଉଛି ପାଠ କମ ପଢାଉ ଥିଲେ ଦିଦି ରୋମାନ୍ସ ବୋଧ ହୁଏ ଅଧିକ କରୁଥିଲେ ।

ପୁଅକୁ 18 ବର୍ଷକୁ ଦିଦିଙ୍କୁ ହେଉଛି 30 ବର୍ଷ ତେଣୁ ଦିଦି ସମ୍ଭାଳି ପାରୁ ନଥିଲେ । ଆଉ ପାଠ ପଢା ଏବଂ ଟ୍ୟୁସନ ନାଁରେ ରୋମାନ୍ସ କରୁଥିଲେ ଆଉ ଶେଷରେ ଛାତ୍ରଙ୍କୁ ଧରି ଫେରାର ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ଘର ଲୋକଙ୍କ ଅବସ୍ଥା କଣ ହେଉଛି ଆପଣ ମାନେ ଦେଖି ପାରୁଥିବେ । ଯେଉଁ ଆଶା ଆଉ ଭରସାରେ ପୁଅର ଭବିଷ୍ୟତକୁ ଦେଖି ପୁଅକୁ ଦିଦିଙ୍କ ପାଖକୁ ପାଠ ପଢେଇବାକୁ ଛାଡି ଥିଲେ ଆଶା ବାନ୍ଧି ଥିଲେ ଏ ଦିଦି ପୁଅକୁ ଏମିତି ପାଠ ପଢେଇବେ ସେ ଭବିଷ୍ୟତରେ କିଛି ନା କିଛି କରିଦେବ ।

ପରିବାରର ମାନ ସମ୍ମାନ ବଢେଇ ଦେବ କିନ୍ତୁ ଦିଦି ଆଜି ଯାହା ପାଠ ପଢେଇଲେ ତା ପାଇଁ ପରିବାରର ମାନ ସମ୍ମାନ ତ ଆଜି ଯାଉଛି ପାଖରେ ପୁଅଟି ବି ନାହିଁ । ଦ୍ଵାଦଶ ପଢୁଥିବା ଛାତ୍ରକୁ ଧରି ଦିଦି ଫେରାର ହୋଇଛନ୍ତି । ବନ୍ଧୁଗଣ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହକ ପଡା ଗ୍ରାମରେ । ସାରଥ ନାହକଙ୍କ ପୁଅ ହେଉଛନ୍ତି ରାନୁ ନାହକ ଗୋଟିଏ ବୋଲି ପୁଅ ।

ଦ୍ଵାଦଶରେ ପାଠ ପଢୁଥିବା ବେଳେ ଟ୍ୟୁସନ ହେବା ପାଇଁ ଜଣେ ଦିଦିଙ୍କ ପାଖକୁ ଯାଉଥିଲେ । ହେଲେ ସେହି ଦିଦିଙ୍କ ସହ ସେ ପ୍ରେମ ସମ୍ପର୍କ ରଖି ଚମ୍ପଟ ମାରିଛନ୍ତି । ଏବେ ପରିବାର ଲୋକ ଦିଦିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *