ନମସ୍କାର ବନ୍ଧୁଗଣ ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।
୧- ସ୍ତ୍ରୀ- ନିଜର ସେଲସମ୍ୟନ ସ୍ୱାମୀ କୁ ତୁମେ ଏତେ ଆଡେ ବାହାରକୁ ଯାଉଛ ଯେ ମୋତେ ତ ବହୁତ ଚିନ୍ତା ରହୁଛି ।
ସ୍ୱାମୀ- ଚିନ୍ତା କରନି ପ୍ରିୟେ ମୁଁ ଏତେ ଶୀଘ୍ର ଆସିଯିବି ଯେ ତୁମେ ଜାଣିବି ପାରିବନି ।
ସ୍ତ୍ରୀ- ଏହି କଥା ତ ମୋ ଚିନ୍ତା ର କାରଣ ।
୨- ୨୦୨୧ ରେ ଝ-ଗ-ଡା କରୁଥିବା ଲୋକ ନିଜର ଡାଇଲଗ ଏଭଳି କହିବ ।
ଆରେ ଯେଉଁଠି ୨୦୨୦ ମୋର କିଛି କରି ପାରିଲା ନାହିଁ ସେଇଠି ତୁ କଣ କରିବୁ ।
୩- ମହିଳା ଜଣକ ପଚାରିଲେ କି କିଏ ଅଧିକ ସନ୍ତୁଷ୍ଟ ଯାହା ପାଖରେ ଦଶ ଲକ୍ଷ ଟଙ୍କା ଅଛି ସିଏ ନା ଯାହାର ଦଶଟି ଛୁଆ ଅଛି ସିଏ ।
ପୁରୁଷ ଜଣକ କହିଲେ ଯାହା ପାଖରେ ଦଶଟି ଛୁଆ ଅଛି ସିଏ ।
କାରଣ ସେ ଆଉ ଅଧିକ ଚାହେଁ ନାହିଁ କିନ୍ତୁ ଅଧିକ ପଇସା ନିଶ୍ଚିତ ଆଶା କରିଥାଏ ।
୪- ପପୁ- ଜାଣିଛନ୍ତି ଅଙ୍କଲ ମୋ ବାପା ବହୁତ ଡରକୁରା ।
ଅଙ୍କଲ -କେମିତି?
ପପୁ- ଆରେ ରୋଡ଼ କ୍ରସ ବେଳେ ସେ ମୋ ହାତ ଧରି କୁହନ୍ତି ଛାଡି ବୁନି ପୁଅ ।
୫- ପତ୍ନୀ- ରଇଜ ଦେଖିବାକୁ ଯିବା ।
ସ୍ୱାମୀ- ମୁଁ ଏତେ କାବିଲ ନୁହେଁ ।
ପତ୍ନୀ- ତେବେ କାବିଲ ଦେଖିବାକୁ ଯିବା ।
ସ୍ୱାମୀ- ମୁଁ ଏତେ ରଇଜ ନୁହେଁ ।
ତେବେ ପିଲାମାନେ ଘରେ ବସି ଦଙ୍ଗଲ ଦେଖିଲେ ।
୬- ଶାଶୂ- ତୋତେ କେତେ ଥର କହିଛି ବାହାରକୁ ଗଲାବେଳେ ବିନ୍ଦି ଲଗେଇକି ଯିବୁ ।
ବୋହୂ- ଜିନ୍ସ ରେ କିଏ ବିନ୍ଦି ଲଗାଏ ।
ଶାଶୂ- ଆରେ ତୋତେ ଜିନ୍ସ ଉପରେ ଲଗେଇବାକୁ କିଏ କହିଲା ମୁଁ ତ ମଥାରେ ଲଗେଇବାକୁ କହୁଛି ।
୭- ଶ୍ରେଣୀ ରେ ଶିକ୍ଷକ ପ୍ରଶ୍ନ କଲେ କି ରାସ୍ତା ରେ କଣ୍ଟା ଥିଲେ ସେଠି ଚାଲିବାରେ କିଏ ସାହାର୍ଯ୍ୟ କରେ ।
ବାପା,ମାଆ, ଭାଇ,ଭଉଣୀ, ପ୍ରେମିକା ସାଙ୍ଗ ।
ପପୁ- ସାର ଚପଲ
ସାର ପରେ ସେହି ଚପଲ ରେ ପପୁ ର କୁଟାଇ ଆରମ୍ଭ କରିଦେଲେ ।
୮- ଛୋଟବେଳେ ଯିଏ ନଳା ରୁ ବଲ ଉଠେଇ ହାତ ନ ଧୋ-ଇ ଖାଇବା ଖାଉଥିଲେ ।
ସିଏ ଆଜି ମଲ ରେ ହ୍ୟାଣ୍ଡ ୱାସ୍ ର ପୁରା ଲାଭ ଉଠାଉ ଛନ୍ତି ।
୯- ପପୁ- ଆଜି ସକାଳେ ଗୋଟିଏ ବିଲେଇ ମୋର ରାସ୍ତା କା-ଟି ଚାଲିଗଲା ।
ଗପ୍ପୁ- ତାପରେ କଣ ହେଲା ।
ପପୁ- ଆରେ କିଛି ନାହିଁ ତାର ଆଗକୁ ଆ-କ୍ସି-ଡେ-ଣ୍ଟ ହୋଇଗଲା ।
ମୋ ସହ ପଙ୍ଗା ନେଲେ ଏହା ହିଁ ହୁଏ ।
୧୦- ସ୍ୱାମୀ ନିଜ କମ୍ପୁଟରରେ କାମ କରୁଥିବା ସମୟରେ ତା ସ୍ତ୍ରୀ ବହୁତ ରୋ-ମା-ଣ୍ଟି-କ ର ସହ
ଆଇ ଲଭ ୟୁ…
ସ୍ୱାମୀ- ହମ୍ମମ ଆଉ କଣ କୁହ ।
ସ୍ତ୍ରୀ- ମୁଁ ମାଆ ହେବାକୁ ଯାଉଛି ।
ସ୍ୱାମୀ- ଆଉ କିଛି ନୂଆ କଥା କୁହ ।
ସ୍ତ୍ରୀ- ଚି-ଡି-କି ସେ ଛୁଆ ର ବାପା ତୁମେ ନୁହେଁ ।
୧୧- ଗୋଟିଏ ଝିଅ ର ପାଠ ପଢ଼ାରେ ବିଲ୍କୁଲ ମନ ଲାଗୁ ନଥିଲା
ସେଥିପାଇଁ ସେ ଜଣେ ପ୍ରଫେସର ପାଖକୁ ଟିୟୁସନ ହେବାକୁ ଗଲା ।
ଝିଅଟି କହିଲା ମୁଁ ପାସ ହେବା ପାଇଁ କିଛି ବି କରି ପାରିବି ।
ସାର କହିଲେ କିଛି ଭି ।
ଝିଅ କହିଲା ହଁ ।
ସାର କହିଲେ ତେବେ ପଢି ନେ ଝିଅ ।
୧୨- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….
ମମ୍ମୀ- ଏବେ ନୁହଁ ପୁଅ,
ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ
ପାପା ଆସିବା ମାତ୍ରେ
ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???
ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ
ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।