Odia Hasa Katha- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….ମମ୍ମୀ- ଏବେ ନୁହଁ ପୁଅ, ଯେତେବେଳେ ରାତିରେ …

ନମସ୍କାର ବନ୍ଧୁଗଣ ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

୧- ସ୍ତ୍ରୀ- ନିଜର ସେଲସମ୍ୟନ ସ୍ୱାମୀ କୁ ତୁମେ ଏତେ ଆଡେ ବାହାରକୁ ଯାଉଛ ଯେ ମୋତେ ତ ବହୁତ ଚିନ୍ତା ରହୁଛି ।

ସ୍ୱାମୀ- ଚିନ୍ତା କରନି ପ୍ରିୟେ ମୁଁ ଏତେ ଶୀଘ୍ର ଆସିଯିବି ଯେ ତୁମେ ଜାଣିବି ପାରିବନି ।

ସ୍ତ୍ରୀ- ଏହି କଥା ତ ମୋ ଚିନ୍ତା ର କାରଣ ।

୨- ୨୦୨୧ ରେ ଝ-ଗ-ଡା କରୁଥିବା ଲୋକ ନିଜର ଡାଇଲଗ ଏଭଳି କହିବ ।

ଆରେ ଯେଉଁଠି ୨୦୨୦ ମୋର କିଛି କରି ପାରିଲା ନାହିଁ ସେଇଠି ତୁ କଣ କରିବୁ ।

୩- ମହିଳା ଜଣକ ପଚାରିଲେ କି କିଏ ଅଧିକ ସନ୍ତୁଷ୍ଟ ଯାହା ପାଖରେ ଦଶ ଲକ୍ଷ ଟଙ୍କା ଅଛି ସିଏ ନା ଯାହାର ଦଶଟି ଛୁଆ ଅଛି ସିଏ ।

ପୁରୁଷ ଜଣକ କହିଲେ ଯାହା ପାଖରେ ଦଶଟି ଛୁଆ ଅଛି ସିଏ ।

କାରଣ ସେ ଆଉ ଅଧିକ ଚାହେଁ ନାହିଁ କିନ୍ତୁ ଅଧିକ ପଇସା ନିଶ୍ଚିତ ଆଶା କରିଥାଏ ।

୪- ପପୁ- ଜାଣିଛନ୍ତି ଅଙ୍କଲ ମୋ ବାପା ବହୁତ ଡରକୁରା ।

ଅଙ୍କଲ -କେମିତି?

ପପୁ- ଆରେ ରୋଡ଼ କ୍ରସ ବେଳେ ସେ ମୋ ହାତ ଧରି କୁହନ୍ତି ଛାଡି ବୁନି ପୁଅ ।

୫- ପତ୍ନୀ- ରଇଜ ଦେଖିବାକୁ ଯିବା ।

ସ୍ୱାମୀ- ମୁଁ ଏତେ କାବିଲ ନୁହେଁ ।

ପତ୍ନୀ- ତେବେ କାବିଲ ଦେଖିବାକୁ ଯିବା ।

ସ୍ୱାମୀ- ମୁଁ ଏତେ ରଇଜ ନୁହେଁ ।

ତେବେ ପିଲାମାନେ ଘରେ ବସି ଦଙ୍ଗଲ ଦେଖିଲେ ।

୬- ଶାଶୂ- ତୋତେ କେତେ ଥର କହିଛି ବାହାରକୁ ଗଲାବେଳେ ବିନ୍ଦି ଲଗେଇକି ଯିବୁ ।

ବୋହୂ- ଜିନ୍ସ ରେ କିଏ ବିନ୍ଦି ଲଗାଏ ।

ଶାଶୂ- ଆରେ ତୋତେ ଜିନ୍ସ ଉପରେ ଲଗେଇବାକୁ କିଏ କହିଲା ମୁଁ ତ ମଥାରେ ଲଗେଇବାକୁ କହୁଛି ।

୭- ଶ୍ରେଣୀ ରେ ଶିକ୍ଷକ ପ୍ରଶ୍ନ କଲେ କି ରାସ୍ତା ରେ କଣ୍ଟା ଥିଲେ ସେଠି ଚାଲିବାରେ କିଏ ସାହାର୍ଯ୍ୟ କରେ ।

ବାପା,ମାଆ, ଭାଇ,ଭଉଣୀ, ପ୍ରେମିକା ସାଙ୍ଗ ।

ପପୁ- ସାର ଚପଲ

ସାର ପରେ ସେହି ଚପଲ ରେ ପପୁ ର କୁଟାଇ ଆରମ୍ଭ କରିଦେଲେ ।

୮- ଛୋଟବେଳେ ଯିଏ ନଳା ରୁ ବଲ ଉଠେଇ ହାତ ନ ଧୋ-ଇ ଖାଇବା ଖାଉଥିଲେ ।

ସିଏ ଆଜି ମଲ ରେ ହ୍ୟାଣ୍ଡ ୱାସ୍ ର ପୁରା ଲାଭ ଉଠାଉ ଛନ୍ତି ।

୯- ପପୁ- ଆଜି ସକାଳେ ଗୋଟିଏ ବିଲେଇ ମୋର ରାସ୍ତା କା-ଟି ଚାଲିଗଲା ।

ଗପ୍ପୁ- ତାପରେ କଣ ହେଲା ।

ପପୁ- ଆରେ କିଛି ନାହିଁ ତାର ଆଗକୁ ଆ-କ୍ସି-ଡେ-ଣ୍ଟ ହୋଇଗଲା ।

ମୋ ସହ ପଙ୍ଗା ନେଲେ ଏହା ହିଁ ହୁଏ ।

୧୦- ସ୍ୱାମୀ ନିଜ କମ୍ପୁଟରରେ କାମ କରୁଥିବା ସମୟରେ ତା ସ୍ତ୍ରୀ ବହୁତ ରୋ-ମା-ଣ୍ଟି-କ ର ସହ

ଆଇ ଲଭ ୟୁ…

ସ୍ୱାମୀ- ହମ୍ମମ ଆଉ କଣ କୁହ ।

ସ୍ତ୍ରୀ- ମୁଁ ମାଆ ହେବାକୁ ଯାଉଛି ।

ସ୍ୱାମୀ- ଆଉ କିଛି ନୂଆ କଥା କୁହ ।

ସ୍ତ୍ରୀ- ଚି-ଡି-କି ସେ ଛୁଆ ର ବାପା ତୁମେ ନୁହେଁ ।

୧୧- ଗୋଟିଏ ଝିଅ ର ପାଠ ପଢ଼ାରେ ବିଲ୍କୁଲ ମନ ଲାଗୁ ନଥିଲା

ସେଥିପାଇଁ ସେ ଜଣେ ପ୍ରଫେସର ପାଖକୁ ଟିୟୁସନ ହେବାକୁ ଗଲା ।

ଝିଅଟି କହିଲା ମୁଁ ପାସ ହେବା ପାଇଁ କିଛି ବି କରି ପାରିବି ।

ସାର କହିଲେ କିଛି ଭି ।

ଝିଅ କହିଲା ହଁ ।

ସାର କହିଲେ ତେବେ ପଢି ନେ ଝିଅ ।

୧୨- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *