TV ଇଣ୍ଡଷ୍ଟ୍ରି ରେ ସବୁଠୁ ଗେଡା ଅଟନ୍ତି ଏହି 5 ଜଣ ଫେମସ Actress, 3 ନମ୍ବର Actress ଙ୍କ ହାଇଟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆପଣ ମାନେ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଆପଣଙ୍କ ପ୍ରିୟ ଥିବେ । ତେବେ ଆଜି ଆମେ ସେହି ଛୋଟ ପରଦାର କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା ଯାହାଙ୍କ ଉଚ୍ଚତା ପଛେ କମ କିନ୍ତୁ ତାଙ୍କର ଅଭିନୟ ରେ ସେ ସମସ୍ତ ଙ୍କୁ ବିସ୍ମିତ କରିଦେଇଛନ୍ତି ।

୧-ପ୍ରଥମ ଅଭିନେତ୍ରୀ ହେଉଛନ୍ତି ସୃତି ଝା । ତେବେ ଟିଭି ଜଗତର ପ୍ରସିଦ୍ଧ ବୋହୁ ସୃତି ଝା ଙ୍କୁ କିଏ ନ ଜାଣେ ସେ ନିଜର ସୁନ୍ଦର ଅଭିନୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ ସୌଭାଗ୍ୟବତୀ, ବାଳିକା ବଧୂ, କୁମକୁମ ଭାଗ୍ୟ ଆଦି ଧାରାବାହିକ ରେ ସେ କାମ କରିଛନ୍ତି ତେବେ ତାଙ୍କ ଉଚ୍ଚତା ହେଉଛି ପାଞ୍ଚ ଫିଟ ପାଞ୍ଚ ଇଞ୍ଚ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଆଦିତି ଭାଟିଆ । ତେବେ ଆପଣ ଆଦିତି ଙ୍କୁ ୟେ ହେ ମୋହବତେ ରେ ରୁହି ଭୂମିକାରେ ନିଶ୍ଚିତ ଦେଖିଥିବେ । ତେବେ ସେ ଏହି ଧାରାବାହିକ ରେ ନିଜର ଅଭିନୟ ରେ ସମସ୍ତଂକ ହୃଦୟ ରେ ଘର କରି ପାରିଛନ୍ତି ତେବେ ତାଙ୍କ ଉଚ୍ଚତା ହେଉଛି ମାତ୍ର ପାଞ୍ଚ ଫିଟ ତିନି ଇଞ୍ଚ ।

୩- ତୃତୀୟ ରେ ହେଉଛନ୍ତି ଜୁହି ଅସଲମ । ତେବେ ଜୁହି ଟିଭି ଇଣ୍ଡଷ୍ଟ୍ର ର ସବୁଠାରୁ ଗେଡା ଅଭିନେତ୍ରୀ । ସେ ଉତ୍ତର ପ୍ରଦେଶ ରେ ରୁହନ୍ତି ଏବଂ ତାଙ୍କ ବୟସ ହେଉଛି ୩୧ ବର୍ଷ ଏବଂ ଉଚ୍ଚତା ହେଉଛି ତିନି ଫିଟ ପାଞ୍ଚ ଇଞ୍ଚ ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ସୋନମ ଲାମ୍ବା । ତେବେ ଆପଣ ମାନେ ସୋନମ ଙ୍କୁ ସାଥ ନିଭାନା ସାଥିୟା ଧାରାବାହିକ ରେ ବିଦ୍ୟା ଭୂମିକାରେ ଦେଖିଥିବେ ସେ ନିଜର କୋମଳ ଅଭିନୟ ରେ ଲୋକ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି ତେବେ ତାଙ୍କ ଉଚ୍ଚତା ହେଉଛି ପାଞ୍ଚ ଫୁଟ ଚାର ଇଞ୍ଚ ।

୫- ରଶ୍ମି ଦେଶାଇ। ବନ୍ଧୁଗଣ ଟିଭି ରିଆଲିଟି ସୋ ‘ବିଗ ବସ’, ‘ନାଗିନ ୪’ ଏବଂ ‘ଉତ୍ତରନ’ ଭଳି ସିରିଆଲ ରେ ଅଭିନୟ କରି ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ ମୋହିତ କରିଛନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ ସମ୍ବନ୍ଧରେ କହିବା ତେବେ ତାଙ୍କ ହାଇଟ ୫.୩ ଇଂଚ ଅଟେ। ଏହା ଅଧିକ କମ ତ ନୁହେଁ କିନ୍ତୁ ଏହି ଅଭିନେତ୍ରୀ କମ ହାଇଟ ର ଅଟନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *