15 ଦିନ ଧରି କରୁଥିଲେ ଗୋଟିଏ କାର ଭିତରେ ଜଣେ ପୁଅ 2 ଝିଅ କରୁଥିଲେ କଣ ? ଏବେ ଧରିଲା ପୋଲିସ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ପଡିଆରେ ଥୁଆ ହେଇଛି ଏକ କଳା ଚକଚକିଆ କାର କେତେବେଳେ ପଡିଆର ଏ କଣରେ ତ କେତେବେଳେ ପଡିଆର ସେ କଣରେ । କେତେବେଳେ ପଡିଆ ମଝିକୁ ଚାଲି ଆସୁଛି ତ କେତେବେଳେ ରାସ୍ତା ପାଖକୁ । ଏମିତି ଦେଖୁଥିଲେ ଲୋକ ମାନେ ଏମିତି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ଦିନ ଧରି ଏପରି ଭାବରେ କାରଟି ପରିଭ୍ରମଣ କରୁଥିଲା କଲୋନୀ ସାମ୍ନା ପଡିଆରେ ।

ତେବେ କଲୋନୀଙ୍କ ବୁଝି ପାରୁ ନଥିଲେ ସେହି କାରରେ ଚାଲିଛି କଣ । ସବୁଠାରୁ ବଡ କଥା ହେଉଛି ଏହି କାରଟି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ଦିନ ଧରି ପଡିଆ ସାମ୍ନାରେ ବୁଲୁ ଥିଲା । କିନ୍ତୁ ଲୋକ ମାନେ ସେଠାରେ ବୁଝି ପାରୁ ନଥିଲେ ଏହି କାରଟି କେଉଁ ଉଦ୍ଦେଶ୍ୟରେ ଆସିଛି । ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ପଡିଆ ଭିତରେ ଥିଲା କାର ଆଉ କାର ଭିତରେ ଥିଲେ ଦୁଇଜଣ ପୁଅ ଆଉ ଜଣେ ପୁଅ ।

ଏହା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଆନନ୍ଦପୁର ଜଳ ସମ୍ପଦ ବିଭାଗ ସାମ୍ନା ପଡିଆରେ ଦିନ ତମାମ ଏହି କାର ରହୁଥିବା ବେଳେ ଜଳ ସମ୍ପଦ ବିଭାଗର ନିର୍ଭାହୀ ଜନ୍ତ୍ରୀ ଘଟଣା ସମ୍ପର୍କରେ ଜାଣିବାକୁ ଗାଡି ପାଖକୁ ଆସିଥିଲେ ।

କାର ଭିତରେ ଥିବା ଦୁଇ ଝିଅ ଆଉ ଜଣେ ପୁଅକୁ ସେମାନେ ପଚରା ଉଚରା କରିଥିଲେ । ହେଲେ ସେମାନେ କୌଣସି ସଠିକ ଜବାବ ନ ଦେଇ ଗାଳି ଗୁଲଜ କରିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଟିମ ଗାଡି ପାଖରେ ପହଞ୍ଚି ଯାଞ୍ଚ କରିଥିଲା ହେଲେ ସେମାନେ ସହଯୋଗ ନକରି ଦ୍ରୁତ ଗତିରେ ଗେଟ ଭାଙ୍ଗି ଚାଲି ଯାଇଥିଲେ ।

ଏହା ପରେ ପୋଲିସ ସେମାନଙ୍କର ପିଛା କରିଥିଲା କିଛି ବାତ ପିଛା କରିବା ପରେ ସେମାନେ ଧରା ପଡିଥିଲେ । ଏବେ ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ । ବନ୍ଧୁଗଣ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *