5 ଲକ୍ଷ ଟଙ୍କା ସୁଝିବେ Rani Panda ଓ ଛାଡିବେ ଯାତ୍ରାପାର୍ଟି ! ହେଲେ ଏମିତି କଣ ହେଲା ଦେଖନ୍ତୁ…

5 ଲକ୍ଷ 50 ହଜାର ଟଙ୍କା ଦେବେ ରାନୀ ପଣ୍ଡା ତାହା ବି ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ମାଲିକ ଙ୍କୁ । ଆଉ ଏତିକି ଟଙ୍କା ଦେବା ପରେ ସେ ସ୍ଵାଧୀନତା ପାଇବେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ଆଉ ଏହା ସହ ବିଦାୟ ନେବେ ତାଙ୍କର ନାଟକ “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା” ରୁ । ଏହା ନେକ ଯାତ୍ରା ପ୍ରେମୀ ଙ୍କ ପାଇଁ ଏକ ଦୁଖଦ ଖବର । କିନ୍ତୁ ଏ କଥା ନିଜେ କହିଛନ୍ତି ତାଙ୍କର ଅତି ପ୍ରିୟ ଦର୍ଶକ ମାନଙ୍କ ସାମ୍ନା ରେ ।

ରାନୀ ପଣ୍ଡା ବିଦ୍ୟା ନେଉଛନ୍ତି ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ରୁ ଖୁବ କମ ଦିନ ଭିତରେ । “ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା” ତାଙ୍କର ଏହି ନାଟକ ଯାହା ତାଙ୍କୁ ଦେଇଥିଲା ଏକ ଭିନ୍ନ ଓ ନୂଆ ପରିଚୟ । ସେହି ଯାତ୍ରା ପାର୍ଟି କୁ ଛାଡିବାକୁ ଯାଉଛନ୍ତି ରାନୀ ପଣ୍ଡା । ହା ଦର୍ଶକ ବନ୍ଧୁ ଏମିତି କିଛି ନିଜେ ଲେଖି ଛନ୍ତି ରାନୀ ପଣ୍ଡା ।

ରାଣୀ ପଣ୍ଡା ଲେଖିଛନ୍ତି “ନମସ୍କାର ଓଡିଶା ବାସୀ, ଆପଣ ମାନଙ୍କ ଭଲ ପାଇବା ଓ ଶ୍ରଦ୍ଧାରେ ତିଆରି ମୁଁ ଆପଣଙ୍କର ସୁଖ ଦୁଖର ସାଥି ବିବାଦୀୟ ରାନୀ ପଣ୍ଡା । ମୋର ଅନେକ ଅସୁବିଧା ପାଇଁ ମୁଁ ମୋ ଆଡୁ ଯାତ୍ରା ବର୍ଣ୍ଣ ମନ୍ଦିର ଛାଡୁଛି । ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ର ମାଲିକ ଙ୍କୁ ପଇସା ଦେବାକୁ 5 ଲକ୍ଷ 50 ହଜାର ଟଙ୍କା ବାକି ଅଛି । ସେ ପଇସା ବହୁତ ଜଲ୍ଦି ମୁଁ ଚୁକ୍ତି କରି ବିଦାୟ ନେବି ଯାତ୍ରା ରୁ” ।

ଆଉ ଏହା ହେଉଛି ରାନୀ ପଣ୍ଡାଙ୍କର ନିଜସ୍ଵ ପୋଷ୍ଟ । ଏବେ ରାନୀ ପଣ୍ଡା ଆଉ ଅଧିକ କିଛି ଲେଖି ନାହାନ୍ତି ତାଙ୍କ ପୋଷ୍ଟ ରେ । ଏବେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ପରେ କେଉଁଠି କି ଯିବେ ରାନୀ ପଣ୍ଡା । କଣ ଏକ ନୂଆ ଏକ ଯାତ୍ରା ପାର୍ଟି ରେ ତାଙ୍କୁ ମିଳୁଛି କି ଏକ ଭଲ ଓ ବଡ ଅଫର ନା ଏହା ପଛରେ ରହିଛି ଅନ୍ୟ କିଛି ବ୍ୟକ୍ତିଗତ କାରଣ । ଏ ନେଇ କୌଣସି କଥା ସ୍ପଷ୍ଟ ହୋଇପାରି ନାହି ।

କଣ ନୂଆ ନାଟକ ରହିବ ରାନୀ ପଣ୍ଡାଙ୍କର ଆଉ ତା ସହ ତାଙ୍କୁ ଅନେକ ଭଲ ପାଇବା ଓ ପ୍ରଶଂସା ଦେଇଥିବା ଦର୍ଶକ ମାନେ ପୁଣି କେଉଁ ନୂଆ ରୂପରେ ଦେଖିବାକୁ ପାଇବେ ? ଏମିତି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି ରାନୀ ପଣ୍ଡାଙ୍କର ଏଭଳି ଏକ ପବ୍ଲିକ ଷ୍ଟେଷ୍ଟ ମେଣ୍ଟ କୁ ନେଇ । ତେବେ ଦେଖିବାକୁ ଆକଲି ରହିଲା ଘଟଣା କୁ ନେଇ କେବେ ମୁହଁ ଖୋଲୁଛନ୍ତି ରାନୀ ପଣ୍ଡା । ଆଉ କଣ ପ୍ରତିକ୍ରିୟା ରହିଛି ଯାତ୍ରା ମାଲିକ ଙ୍କର ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *