Ollywood ର ଲୋକପ୍ରିୟ ହିରୋଇନ Varsha Priyadarshini ଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ବର୍ଷା ନିଜ ସୁନ୍ଦରତା ଓ ଫିଲ୍ମ ଗୁଡିକ ପାଇଁ ଭିଡିଓ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବର୍ଷା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ବର୍ଷା ନିଜ ଅଭିନୟ ପାଇଁ କେତେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବର୍ଷାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପିଲା ଦିନରୁ ବର୍ଷା ପାଠ ପଢିବା ସହ ଅଭିନୟରେ ବି ରୁଚି ରଖିଥିଲେ । ସେ ନିଜ କାରିୟରର ଆରମ୍ଭ ୨୦୦୧ ମସିହାରେ ଏକ ବେଙ୍ଗୋଲି ଫିଲ୍ମରୁ କରିଥିଲେ ଫିଲ୍ମର ନାମ ଥିଲା ‘ବାଜି’ । ହେଲେ ଏହି ଫିଲ୍ମଟି ଫ୍ଲପ ହୋଇଗଲା ଏହାପରେ ସେ ୨୦୦୩ ମସିହାରେ ଓଡିଆ ଫିଲ୍ମ ‘ସାବତ ମା’ କରିଥିଲେ । ଏହା ପରେ ବର୍ଷା ଗୋଟେ ପରେ ଗୋଟେ ଓଡିଆ ଫିଲ୍ମ କରି ଚାଲିଲେ । ସେ ୨୦୧୪ ମସିହାରେ ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ବିବାହ ପରେ ମଧ୍ୟ ସେ ଅନେକ ଫିଲ୍ମରେ କାମ କରିଛନ୍ତି ।

ବନ୍ଧୁଗଣ କଟକ ସହରରେ ବର୍ଷାଙ୍କର ଏକ ବହୁତ ବଡ ଆଲିଶାନ ଘର ଅଛି । ଏହା ସହିତ ତାଙ୍କ ପାଖରେ ଅନେକ ଲକ୍ସରି କାର୍ସ ଅଛି । ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ମୋଟ ସମ୍ପତ୍ତି ହେଉଛି ୪୦ ରୁ ୫୦ କୋଟି ଟଙ୍କା । ବର୍ଷା ଗୋଟେ ଫିଲ୍ମ ପାଇଁ ୭ ରୁ ୮ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତା ହେଲେ ଆପଣ ମାନଙ୍କୁ ବର୍ଷା ପ୍ରିୟଦର୍ଶନୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *