ଓଡିଶାର ସବୁଠୁ ଧନୀ ହୀରୋ କିଏ ? ଗୋଟିଏ ଫିଲ୍ମ ପାଇଁ ଏମାନେ କେତେ ଟଙ୍କା ନିଅନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଓଡିଆ ଅଭିନେତା ମାନେ ଗୋଟେ ଫିଲ୍ମ କରିବାକୁ କେତେ ଟଙ୍କା ନିଅନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଜ୍ୟୋତି- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଜ୍ୟୋତି । ସେ ଗୋଟେ ଫିଲ୍ମ କରିବାକୁ 4 ରୁ 5 ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି ।

ସମ୍ବିତ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସମ୍ବିତ । ସମ୍ବିତ ନିଜର ଗୋଟେ ଫିଲ୍ମ କରିବାକୁ 6 ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।

ରାକେଶ ଦେଓ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ରାକେଶ ଦେଓ । ସେ ଅ ଆ ହରସେଇରୁ ନିଜ କାରିୟର ଆରମ୍ଭ କରିଥିଲେ । ସେ ନିଜର ଗୋଟେ ଫିଲ୍ମ ପାଇଁ 6 ରୁ 7 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଅରିନ୍ଦମ ରୋଏ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅରିନ୍ଦମ ରୋଏ । ଆପଣ ମାନେ ଅରିନ୍ଦମଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ ଗୋଟେ ଫିଲ୍ମ କରିବାକୁ 10 ରୁ 12 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଅମ୍ଳାନ ଦାସ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅମ୍ଳାନ ଦାସ । ସେ 2013 ମସିହାରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ବର୍ତ୍ତମାନ ଅରିନ୍ଦମ ଗୋଟେ ଫିଲ୍ମ କରିବାକୁ 8 ରୁ 10 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ସ୍ଵରାଜ ବାରିକ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସ୍ଵରାଜ ବାରିକ । ସ୍ଵରାଜ ଓଡିଆ ଇଣ୍ଡଷ୍ଟ୍ରିକୁ ଶିଶୁ କଳାକାର ରୂପେ ଆସିଥିଲେ ହେଲେ ବର୍ତ୍ତମାନ ସେ ହିରୋ ଭୂମିକାରେ କାମ କରୁଛନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ 10 ରୁ 12 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଶୈଳେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଶୈଳେନ୍ଦ୍ର । ଆପଣ ମାନେ ଶୈଳେନ୍ଦ୍ରଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଗୋଟେ ଫିଲ୍ମ ପାଇଁ 10 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଅନୁଭବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତିଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅନୁଭବ ଗୋଟେ ଫିଲ୍ମ କରିବା ପାଇଁ 25 ରୁ 28 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ବାବୁସାନ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ସୁପର ଷ୍ଟାର ବାବୁସାନ ମହାନ୍ତି । ବାବୁସାନ ଗୋଟେ ଫିଲ୍ମ କରିବା ପାଇଁ 15 ରୁ 20 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

Leave a Reply

Your email address will not be published. Required fields are marked *