ବନ୍ଧୁଗଣ ଆମ ରାଜ୍ୟ ଓଡିଶା ଭିତରେ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାକି ଆମେ ଜାଣିବା ନିତାନ୍ତ ଜରୁରୀ ଅଟେ । ଏହି ସବୁ ଓଡିଶା ରାଜ୍ୟ ସମ୍ବଦ୍ଧିତ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓଡିଶାକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଯାହା ଆପଣ ଜାଣିବା ଦ୍ଵାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ଓଡିଶା ସମ୍ପର୍କରେ କିଛି ଜ୍ଞାନ ବିଷୟରେ ଆଲୋଚନା କରିବା ।
1- ଓଡିଶାର ବ୍ଯାସକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ବ୍ଯାସକ୍ଷେତ୍ର ରାଉଲକେଲାକୁ କୁହାଯାଇଥାଏ ।
2- ଓଡିଶାର ସ୍ଵର୍ଣ୍ଣତ୍ରିଭୁଜ କାହାକୁ କୁହାଯାଇଥାଏ ?
ଉତ୍ତର;- ପୁରୀ, ଭୁବନେଶ୍ବର ଓ କୋଣାର୍କ ।
3- ଓଡିଶାର ତୁଳସୀ କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ତୁଳସୀ କ୍ଷେତ୍ର କେନ୍ଦ୍ରପଡାକୁ କୁହାଯାଇଥାଏ ।
4- ଓଡିଶାର ଗଦା କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ଗଦା କ୍ଷେତ୍ର ଯାଜପୁରକୁ କୁହାଯାଇଥାଏ ।
5- ଓଡିଶାର ବିରଜା କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ବିରଜା କ୍ଷେତ୍ର ଯାଜପୁରକୁ କୁହାଯାଇଥାଏ ।
6- ଓଡିଶାର ଶବର ଶ୍ରୀକ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ଶବର ଶ୍ରୀକ୍ଷେତ୍ର କୋରାପୁଟକୁ କୁହାଯାଇଥାଏ ।
7- ଓଡିଶାର ବାଣୀ କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ବାଣୀ କ୍ଷେତ୍ର ଜଗତସିଂହପୁରକୁ କୁହାଯାଇଥାଏ ।
8- ଓଡିଶାର ଅର୍କ କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ଅର୍କକ୍ଷେତ୍ର କୋଣାର୍କକୁ କୁହାଯାଇଥାଏ ।
9- ଓଡିଶାର ପଦ୍ମକ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ପଦ୍ମକ୍ଷେତ୍ର କୋଣାର୍କକୁ କୁହାଯାଇଥାଏ ।
10- ଓଡିଶାର ମଣୀକ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ମଣୀକ୍ଷେତ୍ର ଭଦ୍ରକକୁ କୁହାଯାଇଥାଏ ।
11- ଓଡିଶାର ଶଙ୍ଖ କ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ଶଙ୍ଖ କ୍ଷେତ୍ର ପୁରୀକୁ କୁହାଯାଇଥାଏ ।
12- ଓଡିଶାର ଚକ୍ରକ୍ଷେତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ଚକ୍ରକ୍ଷେତ୍ର ଭୁବନେଶ୍ବରକୁ କୁହାଯାଇଥାଏ ।
13- ଓଡିଶାର ଶ୍ରୀକ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର;- ଓଡିଶାର ଶ୍ରୀକ୍ଷେତ୍ର ପୁରୀକୁ କୁହାଯାଇଥାଏ ।
14- ଓଡିଶାର ରାଜଧାନୀର ନାମ କଣ ?
ତେବେ ଏହାର ଉତ୍ତର ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ ।
ବନ୍ଧୁଗଣ ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟ ଆପଣ ମାନଙ୍କୁ କିପରି ଲାଗିଲା, ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ । ତେବେ ଏଥିସହ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପାଇଁ ତଥା ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ