ଭଗବାନ ନାରୀଙ୍କୁ ସୃଷ୍ଟି କରିବା ପାଇଁ ଏତେ ସମୟ କାହିଁକି ଲଗାଇଥିଲେ ? କଣ ପାଇଁ ନାରୀଙ୍କୁ ବୁଝିବା ଅସମ୍ଭବ ହୋଇଥାଏ…

ବନ୍ଧୁଗଣ ନାରୀ ମାନଙ୍କୁ ବୁଝିବା ବହୁତ ଜଟିଳ କାମ ଅଟେ । କାରଣ ନାରୀଙ୍କୁ ସୃଷ୍ଟି କରିଥିବା ଭଗବାନ ମଧ୍ୟ ନାରୀଙ୍କୁ ବୁଝିବାରେ ଅକ୍ଷମ ହୋଇଥିଲେ । ତେବେ ଏହି ସଂସାରର ସାଧାରଣ ମନୁଷ୍ୟ କିପରି ଭାବେ ନାରୀକୁ ସଂପୂର୍ଣ୍ଣ ଭାବେ ଜାଣିପାରିବ । ଯେତେବେଳେ ଭଗବାନ ନାରୀକୁ ରଚନା କରି ସୃଷ୍ଟି କରିଥିଲେ ତାଙ୍କୁ ଏଥିପାଇଁ ବହୁତ ସମୟ ଲାଗିଯାଇଥିଲା । ଯେଉଁ କାରଣରୁ ସବୁ ଦେବତା ମାନେ ଭଗବାନଙ୍କୁ ପ୍ରଶ୍ନ କରିଥିଲେ ।

ଯେ ଏହି ପ୍ରଭୁ ସୃଷ୍ଟିର ରଚନା କରିବାକୁ ଏତେ ସମୟ ଆପଣଙ୍କୁ କହିକି ଲାଗୁଛି ? ତାପରେ ଭଗବାନ ଓ ଦେବତାଙ୍କ ମଧ୍ୟରେ ନାରୀର ରଚନାକୁ ନେଇ ଏପରି କିଛି ବାର୍ତ୍ତାଲାପ ହୋଇଥିଲା । ତେବେ ଦେବତା ମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ କହିଥିଲେ । ଯେ ନାରୀ ରଚନା ମାନେ ମୋର ସେହି ରଚନା ଅଟେ । ଯାହାକି ପ୍ରତ୍ଯେକ ସ୍ଥିତିରେ ସୀମିତ ରହିଥାଏ ।

ପରିସ୍ଥିତି ଯାହା ବି ହେଉ ଭଲ କି ଖରାପ ଏମାନେ କୌଣସି ପରିସ୍ଥିତିରେ ଡରିଯିବେ ନାହିଁ । ଏହି ରଚନା ପ୍ରତ୍ଯେକ ସ୍ଥିତିକୁ ଭଲ ଭାବେ ସାମ୍ନା କରିଥାଏ । ଏହି ରଚନାରେ ଏଭଳି କିଛି ଗୁଣ ଭରି ହୋଇ ରହିଛି । ଜିଏକି ନିଜ ସଂପୂର୍ଣ୍ଣ ପରିବାରର ଭଲ ଭାବେ ଯତ୍ନ କରିବ ।

ତେବେ ଭଗବାନ ଦେବତା ମାନଙ୍କୁ ଏହା ମଧ୍ୟ କହିଥିଲେ । ଯେ ଯେଉଁ ରଚନା କରିବା ପାଇଁ ମୋତେ ଏତେ ସମୟ ଲାଗିଯାଇଛି । ସେ ବେମାର ହେଲା ପରେ ବି ନିଜ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦେବ ନାହିଁ । ତାପରେ ଭଗବାନ ଦେବତାଙ୍କୁ ପଚାରିଥିଲେ । ହେ ଦେବତାଗଣ ଯେଉଁ ନାରୀର ରଚନାରେ ମୁଁ ଏତେ ସବୁ ଗୁଣ ଭରିଛି । ସେହିଭଳି ନାରୀକୁ ସୃଷ୍ଟି କରିବା ପାଇଁ ମୋତେ ସମୟ ଲାଗିବ କି ନାହିଁ ।

ତେବେ ନାରୀର ରଚନା ବିଷୟରେ ଶୁଣି ଦେବତାଗଣ ମଧ୍ୟ ଅବାକ ହୋଇଯାଇଥିଲେ । ତାପରେ ଯେତେବେଳେ ଦେବତା ମାନେ ନାରୀକୁ ଛୁଇଁଥିଲେ । ସେ ଦେଖିଥିଲେ ଯେ ନାରୀ ବହୁତ କୋମଳ ଅଟେ । ତେଣୁ ସେ ଏତେ ଏତେ ସବୁ ଜଟିଳ ପରିସ୍ଥିତିର ସାମ୍ନା କିପରି ଭାବେ କରିପାରିବ ? ତେବେ ଭଗବାନ କହିଥିଲେ । ନାରୀ ବାହାରୁ ଯେତିକି କୋମଳ ଅଟେ । ଭିତରୁ ସେତିକି ହିଁ ମଜଭୁତ ଓ ଧର୍ଯ୍ୟବାନ ଅଟେ ।

ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆମକୁ ଆପଣଙ୍କର ମତାମତ ନିହାତି ଭାବେ ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *