Tarot card reading- ଆପଣଙ୍କ ବାହାଘର କେବେ ହେବ ? ଜାଣିବା ପାଇଁ ବାଛନ୍ତୁ ଗୋଟିଏ ନମ୍ବର !

ବନ୍ଧୁଗଣ ସବୁ ପୁଅ ଓ ଝିଅଙ୍କ ମନରେ ବାହାଘରକୁ ନେଇ ଅନେକ କିଛି ସ୍ଵପ୍ନ ରହିଥାଏ । ଯେ ସେମାନେ ବଡ ହେଲାପରେ କାହାକୁ ନିଜ ଜୀବନସାଥି ରୂପେ ପାଇବେ । ତାଙ୍କର ବାହାଘର ଲଭ ନା ଆରେଞ୍ଜ ମ୍ୟାରେଜ ହେବ ? ଏହିପରି ଅନେକ କିଛି କଥା ତାଙ୍କ ମନକୁ ଆସିଥାଏ । ଯଦି ଆପଣଙ୍କ ବାହାଘର ବୟସ ହୋଇଯାଇଛି ଆପଣ ନିଜ ବାହାଘର କଥା ଭାବିବା ଆରମ୍ଭ କରିଦେଇଛନ୍ତି । ତେବେ କେବେ ଓ କିପରି ବାହାଘର ହେବ ଜାଣିବା ପାଇଁ 1 ରୁ 5 ପର୍ଯ୍ୟନ୍ତ କୌଣସି ଏକ ନମ୍ବରକୁ ବାଛନ୍ତୁ ।

1- ଯେଉଁ ମାନେ ପ୍ରଥମ ନମ୍ବରକୁ ବାଛିଛନ୍ତି । ସେମାନଙ୍କର ଆରେଞ୍ଜ ମ୍ୟାରେଜ ହେବାର ସମ୍ଭାବନା ବହୁତ ରହୁଛି । ସେମାନଙ୍କ ଆଗରେ ହୁଏତ ଅନେକ ସାରା ପ୍ରସ୍ତାବର ଅପସନ ରହିଛି । ହେଲେ ନିଜର ନିଷ୍ପତ୍ତି ନେବା ପାଇଁ ବିଳମ୍ବ ହେଉଥିବା ଅକରଣରୁ ବାହାଘର ମଧ୍ୟ ବିଳମ୍ବ ହୋଇଯାଉଛି । ତେଣୁ 6 ମାସରୁ ରୁ 1 ବର୍ଷ ଭିତରେ ମ୍ୟାରେଜ ହେବାର ସମ୍ଭାବନା ରହୁଛି ।

2- ଆପଣ ଯାହାକୁ ପସନ୍ଦ କରିଛନ୍ତି । ତାଙ୍କୁ ହିଁ ବାହା ହେବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି । ଏଠାରେ ଲଭ ମ୍ୟାରେଜ ହେବାର ବହୁ ଅଧିକ ସମ୍ଭାବନା ରହୁଛି । ପାଖାପାଖି 12 ମାସର ସମୟ ମଧ୍ୟରେ ବାହାଘର ହେବାର ପ୍ଲାନିଂ ମଧ୍ୟ ହୋଇପାରେ । ଥଣ୍ଡା ଋତୁ ଚାଲୁଥିବା ସମୟରେ ଆପଣଙ୍କର ମ୍ୟାରେଜ ହୋଇପାରେ ।

3- ତେବେ ଏହି ନମ୍ବର ଅନୁସାରେ ଆପଣଙ୍କର କୌଣସି କଥା ପାଇଁ ମନ ଭାଙ୍ଗିଯାଇଛି । ଲଭରେ ବ୍ରେକଅପ କିମ୍ବା ବାହାଘର ପ୍ରସ୍ତାବ ଠିକ ହୋଇ ମଧ୍ୟ ଭାଙ୍ଗି ଯାଇଛି । ଯେଉଁ କାରଣରୁ ଆପଣ ହୁଏତ ମାନସିକ ଅବସ୍ଥାରେ ବର୍ତ୍ତମାନ ବହୁତ ବିଚଳିତ ଅଛନ୍ତି । ବାହାଘରକୁ ନେଇ ମଧ୍ୟ ଟେନସନରେ ରହୁଛନ୍ତି । ହେଲେ ସେମାନଙ୍କ ଜୀବନରେ ବହୁତ ଶୀଘ୍ର ଭଲ ପରିବର୍ତ୍ତନ ଆସିବା ସହ ମ୍ୟାରେଜ ମଧ୍ୟ ଆଗାମୀ ସମୟ ଖୁସି ଖବର ମିଳିବ ।

4- ତେବେ ଆପଣଙ୍କର କିଛି ଦିନ ପୂର୍ବରୁ ଲଭରେ ବ୍ରେକଅପ ହୋଇଥାଇପାରେ । ତାପରେ ଆପଣ ସେଥିରୁ ମୁଭଅନ କରି ନିଜ ଲାଇଫରେ ଆଗକୁ ବଢିବକୁ ଚାହୁଁଛନ୍ତି । ଏଥିମଧ୍ୟରୁ କିଛି ଲୋକଙ୍କର 1 ସପ୍ତାହରୁ 1 ମାସ ମଧ୍ୟରେ ବାହାଘର ବା ବାହାଘର ଡେଟଫିକ୍ଷ ମଧ୍ୟ ହୋଇଯାଇପାରେ । ଅନ୍ୟ କିଛି ଜଣଙ୍କର ଆଗାମୀ ସମୟରେ ଲାଇଫରେ ଗୋଟେ ବହୁତ ବଡ ଆଉ ଭଲ ପରିବର୍ତ୍ତନ ମଧ୍ୟ ଆସିବ ।

5- ତେବେ ଆପଣଙ୍କ ଲଭ ପାର୍ଟନର ହିଁ ଆପଣଙ୍କ ଲାଇଫ ପାର୍ଟନର ହୋଇପାରେ । ଯାହାଙ୍କୁ ଆପଣ ବହୁତ ଭଲ ପାଆନ୍ତି । ଆପଣ ମଧ୍ୟ ନିଜ ଜୀବନରେ ଏକ ନୂଆ ଖୁସିର ଆରମ୍ଭ ପାଇଁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ତେଣୁ ଆପଣଙ୍କ ପର୍ସୋନାଲ ଲାଇଫରେ 3 ମାସ ମଧ୍ୟରେ କିଛି ଗୁଡ୍ ନ୍ଯୁଜ ମିଳିପାରେ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *