ରାଷ୍ଟ୍ରପତିଙ୍କୁ ନେଇ ଟିଏମ୍ସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟଙ୍କୁ ନେଇ ବିରୋଧ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅଖିଳ ଯେଉଁ ଭଳି ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ଭାବରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହା ଦେଖି ସମସ୍ତ ଲୋକ ତୀବ୍ର ନିନ୍ଦା କରିଛନ୍ତି । ଅଖିଳଙ୍କ ବିରୋଧରେ ଏବେ ସମସ୍ତ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଆଉ ଏବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏନେଇ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ଆମେ ସମସ୍ତେ ବେସ ମର୍ମାହତ ଓଡିଶାବାସୀ ଭାରତ ବାସୀ ।
ୱେଷ୍ଟ ବେଙ୍ଗଲର ଜଣେ ମନ୍ତ୍ରୀ ଅଖିଳ ଗିରି ଯେଉଁ ଭଳିଆ ନିନ୍ଦା କରିଛି ଆମ ରାଷ୍ଟ୍ରପତି ମହୋଦୟାଙ୍କୁ ଜଣେ ହନେଷ୍ଟ ଲେଡି ଜଣେ ଟ୍ରେଣ୍ଡ ଲେଡି ହାଇଲି ଏଜୁକେଟେଡ ଲେଡି ସେ ତାଙ୍କ ଜୀବନରେ ଏମଏଲଏ ହେଇଥିଲେ ମନ୍ତ୍ରୀ ହେଇଥିଲେ ଗର୍ଭର୍ନର ହେଇଥିଲେ ଆଉ ଏବେ ରାଷ୍ଟ୍ରପତି ହେଇଛନ୍ତି । ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ତାଙ୍କୁ ଆଦରରେ ଗ୍ରହଣ କରୁଛନ୍ତି ଆମର ଏଠି ଆସିଥିଲେ ପୁରୁଣା ପରମ୍ପରା ଯେଉଁ ସ୍କୁଲରେ ସେ ପଢି ଥିଲେ ସେହି ସ୍କୁଲ ଗଲେ ପିଲାଙ୍କୁ ଚକିଲେଟ ଦେଲେ ।
ପୁରୀ ଗଲେ ବଡଦାଣ୍ଡରେ ତଳେ ଶୋଇକି ମୁଣ୍ଡିଆ ମାରିଲେ ଶିକ୍ଷକ ମାନଙ୍କ ସହ ମିଶିଲେ ଆମ ମାନଙ୍କ ସହ ମିଶିଲେ ଏତେ ଆମେ ଖୁସି ଅଛୁ ତାଙ୍କ ଉପରେ । ଆଉ ତାଙ୍କୁ ଯେଉଁ କାଟୁ ବାକ୍ୟ କରାଯାଇଛି ମମତା ବାନାର୍ଜୀ ତମେ କଣ ଗୋରା ତମେ ତା ହେଲେ କାହିଁକି ମୁଖ୍ୟମନ୍ତ୍ରୀ ଅଛ । ଏ ଅଖିଳ ଗିରିକୁ ତୁରନ୍ତ ରିଜାଇନ କରିବାର ଅର୍ଡର ଦିଅ ତୁରନ୍ତ ତାକୁ ଆରେଷ୍ଟ କର । ଭାରତର ରାଷ୍ଟ୍ରପତିଙ୍କୁ କେଉଁ ଭଳିଆ ନିନ୍ଦା ସେ କରିଛି ।
ୱେଷ୍ଟ ବେଙ୍ଗଲ ଯଦି ଆମ ଓଡିଆ ଝିଅକୁ ଆମ ଭାରତର ଗର୍ବକୁ ଏଭଳିଆ ନିନ୍ଦା କରିବେ ତା ହେଲେ ଆମେ ବରଦାସ୍ତ କରିବୁନି । ଏ ଅଖିଳ ଯଦି କେବେ ଓଡିଶା ଭୁବନେଶ୍ବର ଆସେ ଖାଲି ଗୁହ ଗୋବର ବୋଳା ହେବ ତା ମୁହଁରେ । ଏ ମାଟିରେ ଆମେ ତାକୁ ଓଲାହାଇ ଦେବୁନି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।