ଓଡ଼ିଶାରେ ପହଞ୍ଚି ଓଡିଶା ପାଇଁ ବଡ଼ ଘୋଷଣା କଲେ କଂଗ୍ରେସ ନେତା- Rahul Gandhi ।

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନେତା ହିସାବରେ ସାଧାରଣ ଲୋକଙ୍କର କଲ୍ୟାଣ ନିମନ୍ତେ ଅନେକ ମହତ କାମ କରିଛନ୍ତି । ତେବେ ସେ ଓଡିଶା ଗସ୍ତ ରେ ଆସିଥିବାର ଖବର ମଧ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଓଡିଶା ଗସ୍ତ ରେ ଆସି ରାହୁଲ ଗାନ୍ଧୀ ସାଧାରଣ ଜନତା ଙ୍କର ଉନ୍ନତି ପାଇଁ କିଛି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଏହି ଖବର ଉପରେ ନଜର ପକାଇବା ।

ତେବେ ରାହୁଲ ଗାନ୍ଧୀ ଗଣମାଧ୍ୟମରେ ନିଜର ପ୍ରାରତିକ୍ରିୟା ରେ କହିଛନ୍ତି ଯେ ମୁଁ ଆଜି ଓଡିଶାରେ ପହଞ୍ଚି ବହୁତ ଖୁସି ଅନୁଭବ କରୁଛି । ଆପଣ ମାନେ ବହୁତ ଭଲରେ ମୋର ସ୍ଵାଗତ କରିଛନ୍ତି ମୋତେ ଭଲ ଲାଗିଲା । ଘୃଣା ବଦଳରେ ଆପଣ ମାନେ ପ୍ରେମରେ ମୋତେ ସ୍ଵାଗତ କରିଲେ । ପୂର୍ବ ଯାତ୍ରା ମୁଁ କନ୍ୟାକୁମାରୀ ରୁ କାଶ୍ମୀର ଯାଏଁ କରିଥିଲି 4000 କିମି ର ଯାତ୍ରା ମୁଁ ପାଦରେ ଚାଲି ଚାଲି କରିଥିଲି । ମୋର ଲକ୍ଷ୍ୟ ଥିଲା ମୋ ପ୍ରତି ଯେଉଁ ଘୃଣାର ଭାବନା ସମସ୍ତଙ୍କ ମନରେ ରହିଛି ତାହା ଯେମିତି ଦୂର ହେଉ ।

କନ୍ୟାକୁମାରୀ ରୁ କାଶ୍ମୀର ର ଯାତ୍ରା ବହୁତ ସଫଳ ହୋଇଥିଲା । ଲକ୍ଷ ଲକ୍ଷ ଲୋକ ମୋ ସହ ଯୋଡି ହୋଇ ରହିଥିଲେ ଏହି ଯାତ୍ରାରେ । ଏହି ଯାତ୍ରାରେ ଓଡିଶା, ଝାଡାକହଣ୍ଡ, ନର୍ଥ ଓଡିଶା ର ଲୋକ ମଧ୍ୟ ସାମିଲ ହୋଇଥିଲେ । ସେମାନେ କହିଥିଲେ ଆମ ଓଡିଶାର କଣ ହେବ ଆପଣ ତ କାଶ୍ମୀର ର ଯାତ୍ରା କରିଲେ । ତେଣୁ ଚଳିତ ବର୍ର୍ଷ ଆମେ ମଣିପୁର ରୁ ମହାରାଷ୍ଟ୍ର କୁ ଯାତ୍ରା କରିଛୁ । ମୁଁ ଚାହୁଁଥିଲି ଏହି ଯାତ୍ରା ମଧ୍ୟ ପାଦ ରେ ହେଉ କିନ୍ତୁ ନିର୍ବାଚନ ସମୟ ଥିବାରୁ ଅଳ୍ପ ବାଟ ପାଦରେ ଯାତ୍ରା କରିଲୁ ।

ଆଉ ବାକି ବସ ରେ ଯାତ୍ରା ଆରମ୍ଭ କରିଲୁ । ଏହି ଯାତ୍ରାର ସେହି ସମାନ ଲକ୍ଷ୍ୟ ରହିଛି ଯେ ଭାରତକୁ କିପରି ଯୋଡି ରଖିବା । ଭାରତରେ ଯାହା ବି ଅନ୍ୟାୟ କାମ ହେଉଛି ସେ ସବୁକୁ ରୋକିବା ପାଇଁ ମୋର ଲକ୍ଷ୍ୟ ରହିଛି । ଏହି ଯାତ୍ରାର ନାଁ ଆମେ ରଖିଛୁ ନ୍ୟାୟର ଯାତ୍ରା । ଆସନ୍ତା ଦୁଇ ତିନି ଦିନ ଯାଏଁ ଆମେ ଓଡିଶାରେ ରହିବୁ । ସାଧାରଣ ଜନତାଙ୍କର ସମସ୍ୟା ମଧ୍ୟ ବୁଝିବୁ । ଜନତାଙ୍କର ଯାହା ବି ସମସ୍ୟା ରହିଛି ସେମାନେ ଆମ ପାର୍ଟି କୁ ଜଣାଇ ପାରିବେ ।

ଯେଉଁ ମାନେ ସେଲଫି ନେବାକୁ ଚାହୁଁ ଛନ୍ତି ସେମାନଙ୍କର ମଧ୍ୟ କାମ ହୋଇଯିବ । ଏଥିପାଇଁ 7 ଘଣ୍ଟା ର ସମୟ ଆମେ ଆପଣଙ୍କୁ ଦେବୁ” । ତେବେ ଏହିପରି କିଛି ଜନ ସାଧାରଣ ଙ୍କୁ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତ ରେ ଆସି । ଆଉ ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *