ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।
୧. ଝିଅ-ସବୁ ପୁଅ ମତେ ଚାହିଁ ରୁହନ୍ତି ହେଲେ ତମେ ମତେ ଦେଖୁ ହି ନାହଁ…
ମୁ କଣ ସୁନ୍ଦର ନୁହେଁ ?
ପୁଅ- ତମେ ବହୁତ ସୁନ୍ଦର… କେଜାଣି ତମର କେତେଟା ବୟଫ୍ରେଣ୍ଡ ଥିବେ ।
ଏହି କଥା ଭାବି ମୁ ଦେଖେ ନାହିଁ ତମକୁ ।
ଏବେ ଝିଅ ଏହା ଭାବୁଛି ଯେ, ପୁଅ ତାର ପ୍ରଶଂସା କରିଲା ନା ଚରିତ୍ର ଉପରେ ସନ୍ଦେହ କରିଲା ।
୨. ସ୍ଵାମୀ- ୟୁରୋପ ର ଏକ ମହାନ ବିଦ୍ଵାନ କହିଛନ୍ତି
ଯେଉଁ ସ୍ଵାମୀ ଯେତେ ବୋକା ହୋଇଥାଏ ତାକୁ ସେତେ ସୁନ୍ଦର ଝିଅ ମିଳିଥାଏ ।
ସ୍ତ୍ରୀ- ଛାଡ ନା, ସବୁବେଳେ ମୋର ପ୍ରଶଂସା କରିଲ
୩. ଚତୁର ଭିଣେଇ ନିଜ ଶାଳି ସହ କଥା ହଉଥିଲା…
ଭିଣେଇ ରୋମାଣ୍ଟିକ ହୋଇ ଶାଳିକୁ ପଚାରିଲା…
ଭିଣେଇ- କହିଲ, ରାତି ଆଉ ଚଉଠି ରାତି ମଧ୍ୟରେ କଣ ପାର୍ଥକ୍ୟ ରହିଛି ।
ଶାଳି-ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହ ଶୋଇ ଥାଉ
ହେଲେ ସାଧାରଣ ରାତିରେ ଆମେ ଯାହା ସହିତ ଇଛା ତା ସହିତ ଶୋଇ ପାରିବା ।
୪. ପୁଅ ଝିଅକୁ କହିଲା…
ପୁଅ-ତମେ ମୋର ସ୍ଵପ୍ନରେ ମନରେ ମୋ ହୃଦୟରେ ରୁହ
ଝିଅ- ଭାଇ ତମକୁ କିଏ ବୋଧେ ବୋକା ବନେଇ ଦେଇଛି, ମୁ ତ ଦିଲ୍ଲୀରେ ରହୁଛି
୬. ବିବାହ ପରେ ସୋନମ ନିଜ ସାଙ୍ଗ ସହ ସାକ୍ଷାତ କରିଲା…
ସାଙ୍ଗ- କଣ ହେଇଛି ବିବାହ ପରେ ବହୁତ ଚିନ୍ତାରେ ରହୁଛୁ ?
ସୋନମ- କଣ କରିବି ସାଙ୍ଗ କାମ କରୁଛି ଯଦି ତାହାଲେ ନିଶ୍ଵାସ ନେଇ ପାରୁନି,
ଯଦି ନକରିବି ତା ହେଲେ ଶାଶୁ ନିଶ୍ଵାସ ନେଇପାରୁନି ।
୭. ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…
ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!
ସାନ୍ତା ସେହି ଟୋକାକୁ ଗୋଟେ ଚାପୁଡା ମାରି କହିଲା…
ସାନ୍ତା- ଆବେ ଶଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ।
୮. ସ୍ଵାମୀ ସ୍ତ୍ରୀ ଗୋଟିଏ ପ୍ଳେଟରେ ଗୁପ୍ଚୁପ ଖାଉଥିଲେ ଓ ପରସ୍ପରର ଆଖି ସହ ଆଖି ମିସାଇଥିଲେ ।
ସ୍ତ୍ରୀ ରୋମାଣ୍ଟିକ ହୋଇ- କଣ ହେଉଛି ଏତେ ପ୍ରେମରେ ଚାହୁଁଛ ?
ସ୍ଵାମୀ- ଟିକେ ଆରାମ ସେ ଖାଅ ମୁ ଖାଇ ପାରୁନି
୯. ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?
ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ
ପୁଅ କହିଲା- ତଥାପି Short ରେ କୁହ ନା ?
ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ
ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।