Odia Hasa Katha- ଝିଅଟିର ଟି ଶର୍ଟ ରେ ଲେଖା ହୋଇଥିଲା, Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…

ନମସ୍କାର ବନ୍ଧୁଗଣ ଆପଣଙ୍କ ଜୀଵନ ରେ ଟିକେ ହସ ଖେଳେଇବା ପାଇଁ ଆମେ ଆଜି ନେଇ ଆସିଛୁ ଆପଣଙ୍କ ପାଇଁ କିଛି ମଜା ଦାରିଆ ଜୋକ୍ସ ଯାହା ଦ୍ୱାରା ଆପଣ ଙ୍କ ସବୁ ଚିନ୍ତା ହୋଇ ଯିବ ଦୂର ଏବଂ ଆପଣ ଚାପ ରୁ ମଧ୍ୟ ହୋଇଯିବେ ମୁକ୍ତ। ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ ।

୧-ଆମ ଦେଶରେ ସବୁଠାରୁ ଦେଶ ପ୍ରେମୀ ହେଲେ ମଦଉଆ ମାନେ।

ଆପଣ ମଅଦ ଉପରେ ଯେତେ ବି ଟାକ୍ସ ଲଗାନ୍ତୁ ସେମାନେ କିଣିବା କଥା କିଣିବେ ଦେଶର ଉନ୍ନତି ପାଇଁ।

୨- ପପୁ- ଏଇଟା କେଉଁ ଖେତ?

କିଶାନ-କପା କ୍ଷେତ।

ପପୁ- ଏଥିରେ କଣ ହୁଏ?

କିଶାନ- ଏଥରେ ପୋଷାକ ପ୍ରସ୍ତୁତ ହୁଏ

ପପୁ- ଏହା ଭିତରୁ ପାଇଜାମା ଵାଲା କୋଉଟା।

୩- ସ୍ତ୍ରୀ- ଆଚ୍ଛା କହିଲ ସ୍ୱାମୀ ମରଇଗଲେ ସ୍ୱର୍ଗ ରେ ତାକୁ ଅପ୍ସରୀ ମିଳେ ହେଲେ ସ୍ତ୍ରୀ କୁ କଣ ମିଳେ।

ସ୍ୱାମୀ- ମାଙ୍କଡ଼ ମିଳିବ।

ସ୍ତ୍ରୀ- ଏ ତ ଭୁଲ ନା ତୁମକୁ ଏଠି ବି ଅପ୍ସରୀ ସେଠି ବି ଅପ୍ସରୀ ଆଉ ଆମକୁ ଏଠି ବି ମାଙ୍କଡ଼ ସେଠି ବି ମାଙ୍କଡ଼।

୪- କିଛି ଲୋକ ଗାଳି ଶୁଣିବା ଭଳି କାମ କରିଥାନ୍ତି।

ଯେତେବେଳେ ସ୍ତ୍ରୀ କହିଛି କି ସେ ପାଞ୍ଚ ମିନିଟ ରେ ରେଡି ହୋଇଯିବ।

ତେବେ ପନ୍ଦର ମିନିଟ ପରେ ଆଉ କେତେ ସମୟ ଲାଗିବ କଣ ପାଇଁ ପଚାର।

୫- ଶିକ୍ଷକ- କାଲି ସ୍କୁଲ କାଇଁ ଆସି ନଥିଲୁ।

ପପୁ- ମୋ ଦେହ ଖରାପ ଥିଲା।

ଶିକ୍ଷକ- ଆଚ୍ଛା ତେବେ ଡାକ୍ତର ର ଲେଖା ଦେଖା।

ପପୁ- ହେଲେ ମୁଁ ତ ଝାଡି ହୋଇ ଯାଇଥିଲି।

୬- ଗାଁ ର ଗୋଟିଏ ମହିଳା ଟ୍ରେନ ରେ ନିଜ ପିଲାର ପ୍ୟାଂଟ ବଦଳାଉ ଥିଲା।

ସହରର ମହିଳା- ଭଉଣୀ ତୁମ ପାଖରେ ହଗିସ ନାହିଁ।

ଗାଁ ମହିଳା- ନା କେବଳ ମୁତିଶ ସେ।

୭- ପିଙ୍କି ଏକ ଛୁଆ କୁ ସିଗଆ-ରେଟ ପିଇବାର ଦେଖିଲା।

ପିଙ୍କି- କଣ ତୁମ ବାପା ମାଆ ଙ୍କୁ ଜଣା ଅଛି ତୁମେ ସିଗଆ-ରେଟ ଟାଣୁଛ।

ପିଲା- ମୋହତରମା କଣ ଆପଣ ଙ୍କ ସ୍ଵାମୀ ଙ୍କୁ ଜଣା ଅଛି ଆପଣ ଅନ୍ୟ ପୁଅ ସହ କଥା ହେଉଛ।

୮- ଆଜି କାଲିର ଚାରି ବର୍ଷ ର ଛୁଆ ମାନେ ଗାଉଛନ୍ତି ଛୋଟୀ ଡ୍ରେସ ମେ ବମ୍ବ ଲଗଡ଼ି ମେନୁ।

ଆଉ ଆମେ ଛୋଟ ବେଳେ ଗାଉଥିଲୁ ଶକ୍ତି… ଶକ୍ତି…. ଶକ୍ତିମାନ।

୯- ସ୍ୱାମୀ ସ୍ତ୍ରୀ ବିଦେଶ ବୁଲି ଯାଇଥିଲେ

ସ୍ତ୍ରୀ- ଯଦି ମୁଁ ସେଠି ହଜିଗଲି ତେବେ କିପରି ଖୋଜିବ।

ସ୍ୱାମୀ- ତେବେ ମୁଁ ରାସ୍ତା ଯାକ ଲାପତା ର ପୋଷ୍ଟର ଲଗେଇବି।

ସ୍ତ୍ରୀ- ସେଥିରେ କଣ ଲେଖିବ।

ସ୍ୱାମୀ- ଲେଖିବି ଯାହାକୁ ମିଳିବ ସିଏ ତାର।

୧୦- ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

Leave a Reply

Your email address will not be published.