ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି ।
ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।
୧- ଗୋଟିଏ ପୁଅ ଜଣେ ଝିଅ କୁ ଚାରିଥର ପ୍ରପୋଜ କରିଲା କିନ୍ତୁ ଝିଅ ଟି ବିଲ୍କୁଲ ମାନିଲା ନାହିଁ ।
ପୁଅ: ଦେଖ ତୋତେ ଶେଷ ଥର ପଚାରୁଛି ।
ଝିଅ: କଣ?
ପୁଅ: ତୁ କଣ ଚାହୁଁଛୁ କି ମୋ ପୁଅ ତୋ ଝିଅ କୁ ଲାଇନ ମା-ରୁ ।
ଝିଅ: ନା
ପୁଅ: ତେବେ ସେଥିପାଇଁ କହୁଛି ଚାଲ ବାହା ହୋଇଯିବା ଏବଂ ଦୁଇଜଣ ଭାଇ ଭଉଣୀ ହୋଇଯିବେ ।
୨- ଥରେ କବାଟ ର ତାଲା ଖରାପ ହୋଇ ଯାଇଥିଲା ଖୋଲୁ ନଥିଲା ।
ମୋ ସ୍ତ୍ରୀ ମୋତେ ଟର୍ଚ୍ଚ ଦେଇ ନିଜେ ତାଲା ଖୋଲିଲା କିନ୍ତୁ ଖୋଲିଲା ନାହିଁ ।
ତେବେ ବିରକ୍ତ ହୋଇ ମୋଠାରୁ ଟର୍ଚ୍ଚ ନେଇ ମୋତେ ତାଲା ଖୋଲିବାକୁ କହିଲା ଏବଂ ତାଲା ଝଟ କିନା
ଖୋଲିଗଲା ତେବେ ମୋ ସ୍ତ୍ରୀ ଏବେ ବୁଝିଲ ଟର୍ଚ୍ଚ କେମିତି ଧରନ୍ତି ।
୩- ୧୮ ବର୍ଷ – ମୋ ଟାଇମ ଆସିବ
୨୫ ବର୍ଷ – ମୋ ଟାଇମ ଆସିବ
୩୫ ବର୍ଷ- ମୋ ଟାଇମ ଆସିବ
୪୫ ବର୍ଷ- ମୋ ଟାଇମ ଆସିବ
ଦିନେ ଡାକ୍ତର- ତାଙ୍କ ବନ୍ଧୁ ବାନ୍ଧବ ଙ୍କୁ କହିଦିଅ ତାଙ୍କ ଟାଇମ ଆସିଗଲା ।
୪- ସ୍ତ୍ରୀ- ଶୁଣ ସୋମବାର ସପିଙ୍ଗ,
ମଙ୍ଗଳବାର ହୋଟେଲ ପୋଗ୍ରାମ,
ବୁଧବାର ଲଙ୍ଗ ଡ୍ରାଇଭ,
ଗୁରୁବାର ଚାଇନିଜ ଖାଇବା,
ଶୁକ୍ରବାର ସିନେମା ଦେଖିବା
ଏବଂ ଶନିବାର ପିକନିକ ।
କେତେ ମଜା ଆସିବ ନା
ସ୍ୱାମୀ – ହଁ ଆଉ ରବିବାର ଦିନ ମନ୍ଦିର ଯିବା ଭିକ୍ଷା ମାଗିବା ପାଇଁ ।
୫- ବାପା- କାଲି ଘରକୁ ଆସିଲୁ ନାହିଁ କାହିଁକି
ପୁଅ- ଆରେ ମୁଁ ମୋ ସାଙ୍ଗ ଘରେ ପାଠ ପଢ଼ୁଥିଲି ।
ବାପା- ଆରେ ଏତେ ପିଉ କାଇଁ ଯେତେବେଳେ ସମ୍ଭାଳି ପାରୁ ନା
ତୋତେ ସ୍କୁଲ ଛାଡିବାର ଚାରି ବର୍ଷ ହୋଇ ଗଲାଣି ।
6 . ପପୁ ନିଜ ପଡୋଶୀ ମହିଳାକୁ କିସ୍ କରୁଥିଲା…
ପଡୋଶୀ ମହିଳା- ଆଉ ଗୋଟେ କର ନା !
ପପୁ- ନା… ମତେ ଡର ଲାଗୁଛି !
ତମ ସ୍ଵାମୀ ଆସିଯିବେ ତ ?
ପଡୋଶୀ ମହିଳା- ଆରେ ସେ ଆସିବେନି… !
ପପୁ- କାହିଁକି ?
ପଡୋଶୀ ମହିଳା- ସେ ତୁମ ଘରକୁ ଯାଇ ତୁମ ସ୍ତ୍ରୀ କୁ ପ୍ରେମ କରୁଛି …!
ପପୁ ବେହୋସ …!!
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।