Odia Gk- ବାମରୁ ଡାହାଣକୁ ପଢିଲେ ମାଲିକ, ଡ଼ାହାଣରୁ ବାମକୁ ପଢିଲେ ଚାକର, ତାହା କେଉଁ ଶବ୍ଦ ?

ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି। ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ।ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।

୧- କ୍ରିକେଟ ରେ କେଉଁ ଖେଳାଳି ଗ୍ଲୋଭସ ପିନ୍ଧିଥାଏ।
ଉତ୍ତର- ୱାକେଟ କିପର।

୨- ହାଡ଼ ଭାଙ୍ଗିଥିଲେ ଆପଣ କେଉଁ ପ୍ରକାରର ବିଶେଷଜ୍ଞ ଡାକ୍ତର ଙ୍କ ପରାମର୍ଶ ନେବେ।
ଉତ୍ତର- ଆର୍ଥପେଡିଷ୍ଟ।

୩- କେଉଁଟି ଚନ୍ଦେରି ନାମ ସହିତ ସମ୍ବନ୍ଧତ ନୁହେଁ।
ଉତ୍ତର- ଏକ ପ୍ରକାର ନୃତ୍ୟ।

୪- କେଉଁ ଭାରତୀୟ ଫିଲ୍ମ କଳାକାର ୨୦୨୧ ଓସ୍କାର ନାମାଙ୍କନ ର ସହ ଉଦଘୋଷକ ଥିଲେ।
ଉତ୍ତର- ପ୍ରିୟଙ୍କା ଚୋପ୍ରା।

୫- କାର୍ବୋହାଇଡ୍ରେଟ ରେ କାର୍ବୋ ଏବଂ ଅକ୍ସୀଜେନ ସହ ଆଉ କଣ ଥାଏ।
ଉତ୍ତର- ହାଇଡ୍ରୋଜେନ।

୬- କାହାକୁ ରାଜୀବ ଗାନ୍ଧୀ ପୁରସ୍କାର ( ବର୍ତ୍ତମାନ ର ମେଜର ଧାନ ଚାନ୍ଦ ପୁରସ୍କାର) ଦ୍ୱାରା ସମ୍ମାନିତ କରାଯାଇ ନାହିଁ।
ଉତ୍ତର- ବାଇଚୁଙ୍ଗ ଭୁଟିଆ।

୭- କେଶର ମିଶାଇବା ଦ୍ୱାରା ଖାଦ୍ୟର ରଙ୍ଗ କିପରି ହୋଇଥାଏ।
ଉତ୍ତର- ହଳଦିଆ।

୮- କେଉଁ କ୍ରିକେଟ ଖେଳାଳି ପ୍ରଥମେ ଏମପି ହୋଇଥିଲେ।
ଉତ୍ତର- ନବଜୋତସିଂହ ସିନ୍ଧୁ।

୯- ପ୍ରସିଦ୍ଧ ବିଶ୍ୱ ବିଦ୍ୟାଳୟ ନାଳନ୍ଦା କେଉଁ ପ୍ରାଚୀନ ସାମ୍ରାଜ୍ୟରେ ଅବସ୍ଥିତ ଥିଲା।
ଉତ୍ତର- ମଗଧ।

୧୦- ଯାହାର ଜହ୍ନ ଭଳି ଆଖି ତାହା ପାଇଁ କେଉଁ ଶବ୍ଦ ବ୍ୟବହାର ହୁଏ।
ଉତ୍ତର- ଚନ୍ଦ୍ର ଲୋଚନ।

୧୧- କେଉଁ ଦେଶ ରେ ବୀଜ ଗଣିତ ଏବଂ ତ୍ରିକୋଣ ମିତି ଆରମ୍ଭ ହୋଇଥିଲା।
ଉତ୍ତର- ଭାରତ।

୧୨- ପ୍ରସିଦ୍ଧ କେଦାରନାଥ ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ।
ଉତ୍ତର- ମନ୍ଦାକିନୀ।

୧୩- କେଉଁ ଟୁର୍ଣ୍ଣାମେଣ୍ଟ ର ନାମ କୌଣସି ଖେଳାଳି ଙ୍କ ନାମରେ ନାମିତ ହୋଇ ନାହିଁ।
ଉତ୍ତର- ସନ୍ତୋଷ ଟ୍ରଫି।

୧୪- ଲେଖିକା ମୈକେଞ ସ୍କାଟ ଯିଏ କି ୨୦୨୦ ମସିହାରେ ପାଖାପାଖି ଛଅ ବିଲୀୟନ ଡଲାର ଦାନ କରିଥିଲେ ତେବେ ଏହାର ଅଧିକାଂଶ ସମ୍ପତ୍ତି କେଉଁ କମ୍ପାନୀ ଙ୍କୁ ଦାନ କରିଥିଲେ।
ଉତ୍ତର- ଆମାଜନ।

୧୫- ବାଲ୍ମୀକି ରାମାୟଣ ରେ ସୁଗ୍ରୀବ ରାମ ଲକ୍ଷ୍ମଣଙ୍କୁ କେଉଁଠି ପ୍ରଥମ ଥର ଭେଟିଥିଲେ।
ଉତ୍ତର- ରିସ୍ୟମୁଖ ପର୍ବତ।

୧୬- ବାମ ରୁ ଡାହାଣ ପଢ଼ିଲେ ମାଲିକ। ଡାହାଣ ରୁ ବାମ ପଢ଼ିଲେ ଚାକର। ତାହା କେଉଁ ଶବ୍ଦ?
ଉତ୍ତର- ଗଡ (God)

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *