Odia Hasa Katha- ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ? ବାବା- ନର୍କକୁ ଯିବ ତମେ ? ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଜୀଵନ ରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା, ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି ।

ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।

୧- ଦୁଇ ଜଣ ସାଙ୍ଗ

ପ୍ରଥମ ସାଙ୍ଗ- ତେବେ ୧୪ ଫେବୃଆରୀ ରେ କଣ !

ଦ୍ଵିତୀୟ ସାଙ୍ଗ- ତୋର ସ୍ତ୍ରୀ ଅଛି ନା ଗାର୍ଲଫ୍ରେଣ୍ଡ ?

ପ୍ରଥମ ସାଙ୍ଗ- ସ୍ତ୍ରୀ

ଦ୍ଵିତୀୟ ସାଙ୍ଗ- ତେବେ ୧୪ ଫେବୃଆରୀ ରେ ମହାଶିବରାତ୍ରି ଅଛି !!

୨- ଏକ କୋଟି ପାଇଁ ପ୍ରଶ୍ନ କରାଗଲା କି ସ୍ତ୍ରୀ ର ଗୋଡ଼ ଚିପିବା ଖିଦମତ କିମ୍ବା ମୋହବତ !

ତେବେ ଏହାର ଉତ୍ତର ପାଇଁ ତାଙ୍କୁ ପାଞ୍ଚ କୋଟି ଟଙ୍କା ଦିଆଯାଇଥିଲା

ତେବେ ଉତ୍ତର ଥିଲା ନିଜର ସ୍ତ୍ରୀ ର ଗୋଡ଼ ଚିପିବା ଖିଦମତ ଏବଂ ଅନ୍ୟର ସ୍ତ୍ରୀ ର ଗୋଡ଼ ଚିପିବା ମୋହବତ !!

୩- ପିତା- ତୁମେ ମୋ ଝିଅ କୁ କେବେଠୁ ଭଲ ପାଉଛ ?

ପ୍ରେମିକ- ସାତ ମାସ ହୋଇଯିବ

ପିତା- ମୁଁ କେମିତି ମାନିବି ଯେ

ପ୍ରେମିକ- ତେବେ ଠିକ ଅଛି ଆଉ ଦୁଇ ମାସ ରହିଯାଅ ଜାଣି ଯିବ

୪- ପ୍ରେମିକା; ହାଲୋ ଜାନୁ କଣ କରୁଛ

ପ୍ରେମିକ; ପଇସା ଯୋଡୁଛି

ପ୍ରେମିକା; ତୁମେ କେତେ ଭଲ ମୋ ନୂଆ ଫୋନ ପାଇଁ ପଇସା ଯୋଡୁଛ

ପ୍ରେମିକ; ନାଇଁ ରେ ପାଗଳୀ ମୋ ୫୦ ଟଙ୍କା ଫା-ଟି ଯାଇଥିଲା ତାକୁ ଯୋଡୁଛି

ତାପରେ ଦୁଇ ଜଣଙ୍କ ର ବ୍ରେକ ଆପ ହୋଇଗଲା ।

୫- ପୁଅ- ଆଇ ଲଭ ୟୁ

ଝିଅ- ତୁ ପାଗଳ ଅଛୁ ମୁଁ ବିବାହିତା ଏବଂ ମୋର ଗୋଟେ ବୟଫ୍ରେଣ୍ଡ ଅଛି

ଆଉ ମୋ ଏକ୍ସ ବୟଫ୍ରେଣ୍ଡ ମୋ ପଡୋଶୀ ରେ ରହିଛି

ତାଛଡା କାଲି ମୋ ବସ ମୋତେ ପ୍ରପୋଜ କରିଛି ଏବଂ

ଆଉ ଜଣେ ସ୍କୁଲ ସାଙ୍ଗ ସହ ମୋର ସିରିୟସ ମ୍ୟାଟର ଅଛି

ପୁଅ- କିଛି ସମୟ ଦେଖିବା ପରେ

ଦେଖ କେଉଁଠି ଆଡ଼ଜେଷ୍ଟ ହୋଇଯିବ !!

୬- ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?

ବାବା- ନର୍କକୁ ଯିବ ତମେ ?

ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି !!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *