Odia Hasa Katha- ପପୁ ନିଜ ପଡୋଶୀ ମହିଳାକୁ କିସ୍ କରୁଥିଲା, ପଡୋଶୀ ମହିଳା- ଆଉ ଗୋଟେ କର ନା ! ପପୁ- ନା… ମତେ ଡର ଲାଗୁଛି…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି ।

ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।

୧- ଗୋଟିଏ ପୁଅ ଜଣେ ଝିଅ କୁ ଚାରିଥର ପ୍ରପୋଜ କରିଲା କିନ୍ତୁ ଝିଅ ଟି ବିଲ୍କୁଲ ମାନିଲା ନାହିଁ ।

ପୁଅ: ଦେଖ ତୋତେ ଶେଷ ଥର ପଚାରୁଛି ।

ଝିଅ: କଣ?

ପୁଅ: ତୁ କଣ ଚାହୁଁଛୁ କି ମୋ ପୁଅ ତୋ ଝିଅ କୁ ଲାଇନ ମା-ରୁ ।

ଝିଅ: ନା

ପୁଅ: ତେବେ ସେଥିପାଇଁ କହୁଛି ଚାଲ ବାହା ହୋଇଯିବା ଏବଂ ଦୁଇଜଣ ଭାଇ ଭଉଣୀ ହୋଇଯିବେ ।

୨- ଥରେ କବାଟ ର ତାଲା ଖରାପ ହୋଇ ଯାଇଥିଲା ଖୋଲୁ ନଥିଲା ।

ମୋ ସ୍ତ୍ରୀ ମୋତେ ଟର୍ଚ୍ଚ ଦେଇ ନିଜେ ତାଲା ଖୋଲିଲା କିନ୍ତୁ ଖୋଲିଲା ନାହିଁ ।

ତେବେ ବିରକ୍ତ ହୋଇ ମୋଠାରୁ ଟର୍ଚ୍ଚ ନେଇ ମୋତେ ତାଲା ଖୋଲିବାକୁ କହିଲା ଏବଂ ତାଲା ଝଟ କିନା

ଖୋଲିଗଲା ତେବେ ମୋ ସ୍ତ୍ରୀ ଏବେ ବୁଝିଲ ଟର୍ଚ୍ଚ କେମିତି ଧରନ୍ତି ।

୩- ୧୮ ବର୍ଷ – ମୋ ଟାଇମ ଆସିବ

୨୫ ବର୍ଷ – ମୋ ଟାଇମ ଆସିବ

୩୫ ବର୍ଷ- ମୋ ଟାଇମ ଆସିବ

୪୫ ବର୍ଷ- ମୋ ଟାଇମ ଆସିବ

ଦିନେ ଡାକ୍ତର- ତାଙ୍କ ବନ୍ଧୁ ବାନ୍ଧବ ଙ୍କୁ କହିଦିଅ ତାଙ୍କ ଟାଇମ ଆସିଗଲା ।

୪- ସ୍ତ୍ରୀ- ଶୁଣ ସୋମବାର ସପିଙ୍ଗ,

ମଙ୍ଗଳବାର ହୋଟେଲ ପୋଗ୍ରାମ,

ବୁଧବାର ଲଙ୍ଗ ଡ୍ରାଇଭ,

ଗୁରୁବାର ଚାଇନିଜ ଖାଇବା,

ଶୁକ୍ରବାର ସିନେମା ଦେଖିବା

ଏବଂ ଶନିବାର ପିକନିକ ।

କେତେ ମଜା ଆସିବ ନା

ସ୍ୱାମୀ – ହଁ ଆଉ ରବିବାର ଦିନ ମନ୍ଦିର ଯିବା ଭିକ୍ଷା ମାଗିବା ପାଇଁ ।

୫- ବାପା- କାଲି ଘରକୁ ଆସିଲୁ ନାହିଁ କାହିଁକି

ପୁଅ- ଆରେ ମୁଁ ମୋ ସାଙ୍ଗ ଘରେ ପାଠ ପଢ଼ୁଥିଲି ।

ବାପା- ଆରେ ଏତେ ପିଉ କାଇଁ ଯେତେବେଳେ ସମ୍ଭାଳି ପାରୁ ନା

ତୋତେ ସ୍କୁଲ ଛାଡିବାର ଚାରି ବର୍ଷ ହୋଇ ଗଲାଣି ।

6 . ପପୁ ନିଜ ପଡୋଶୀ ମହିଳାକୁ କିସ୍ କରୁଥିଲା…

ପଡୋଶୀ ମହିଳା- ଆଉ ଗୋଟେ କର ନା !

ପପୁ- ନା… ମତେ ଡର ଲାଗୁଛି !

ତମ ସ୍ଵାମୀ ଆସିଯିବେ ତ ?

ପଡୋଶୀ ମହିଳା- ଆରେ ସେ ଆସିବେନି… !

ପପୁ- କାହିଁକି ?

ପଡୋଶୀ ମହିଳା- ସେ ତୁମ ଘରକୁ ଯାଇ ତୁମ ସ୍ତ୍ରୀ କୁ ପ୍ରେମ କରୁଛି …!

ପପୁ ବେହୋସ …!!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *