Odia Gk- ତିନି ଅକ୍ଷରରେ ମୋହର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି। ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ। ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।

1- ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ବଡ଼ ନୁହେଁ ମୁଁ କିଏ?

ଉତ୍ତର: ପର୍ବତ ଉପରେ ଥିବା ଘାସ (କାରଣ ଘାସ ପର୍ବତ ଉପରେ ରହୁଛି ଏବଂ ଗଛ ପର୍ବତ ତଳେ)

2- ସେଇଟା କଣ ଯେଉଁଥିରେ ଛେପ ଲଗେଇ କି ସିଧା କରନ୍ତି ଏବଂ କଣା ରେ ପୁରାନ୍ତି ?

ଉତ୍ତର: ସୂତାରେ ଛେପ ଲାଗେଇକି ଛୁଞ୍ଚି ରେ ପୁରାନ୍ତି

3- ଭାରତରେ ପ୍ରଥମେ କେବେ I A S ପରୀକ୍ଷା ହୋଇଥିଲା ?

ଏହାର ଉତ୍ତର ହେଉଛି: 1950 ମସିହାରେ

4- ସବୁଠୁ ଅଧିକ ଦୟାଳୁ କେଉଁ ପଶୁ ଅଟେ ?

ଏହାର ଉତ୍ତର ହେଉଛି: ହାତୀ

5- କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?

ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।

6- କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖୁଥାଏ?

ଉତ୍ତର:- ବାଦୁଡି ନିଜ କାନ ଦ୍ଵାରା ଦେଖିଥିଲେ ।

7- ତାହା କଣ ଅଟେ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ ସେତିକି ହିଁ ଆପଣଙ୍କୁ କମ ଦେଖାଯିବ ?

ଉତ୍ତର – ଅନ୍ଧାର

8- ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ।

ଉତ୍ତର – ୨୪୦ ଟି

9- PBUG ର Fullform କଣ ଅଟେ ।

ଉତ୍ତର – Player Unknown’s Battle ground

10- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।

11- ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?

ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

12- ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗବାର୍ଡର ଲମ୍ବ କେତେ ?

ଉତ୍ତର- ୫ ରୁ ୬ ସେଣ୍ଟିମିଟର

13- ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?

ଉତ୍ତର- ସାମସଙ୍ଗ

14- ସବୁଜ ଚୋର ଲାଲ ଘର ସେଥିରେ ବସିଛି କଳା ସଇତାନ ଗରମରେ ସେ ଦେଖାଯାଏ, ଥଣ୍ଡାରେ ଗାୟବ ହୋଇଯାଏ ? କୁହନ୍ତୁ କଣ !

ଉତ୍ତର – ତରଭୁଜ

15- ତିନି ଅକ୍ଷରରେ ମୋହର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

ଉତ୍ତର – ଆରାମ

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *