ମାତ୍ର 100 ଟଙ୍କା ପାଇଁ 6 ମାସ ପର୍ଯ୍ୟନ୍ତ ତରସୁ ଥିଲେ Jeetendra, ଆଜି ସେ କେତେ କୋଟି ଟଙ୍କାର ମାଲିକ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ବଲିଉଡ ର ସୁପର ଷ୍ଟାର ଏବଂ ଦିଗଜ୍ଜ କଳାକାର ଜିତେନ୍ଦ୍ର ଙ୍କୁ ତ ନିଶ୍ଚିତ ଜାଣିଥିବେ । ତେବେ ସେ ସମସ୍ତ ଙ୍କ ଘରେ ଏବଂ ହୃଦୟରେ ବାସ କରନ୍ତି । ତେବେ ଜିତେନ୍ଦ୍ର ମଧ୍ୟ ବହୁତ କଷ୍ଟ ରେ ସଫଳତା ହାସଲ କରିଛନ୍ତି ଏବଂ ନିଜର ପ୍ରଥମ ଦରମା ମାତ୍ର ୧୦୦ ଟଙ୍କା ପାଇଁ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ।
ତେବେ ଜିତେଦ୍ର ଙ୍କ ବାପା ହୃଦଘାତ ରେ ମୃତ୍ୟୁ ବରଣ କରିଥିଲେ ।

ସେତେବେଳେ ସେ କଲେଜ ରେ ପଢୁଥିଲେ ତେବେ ବାପାଙ୍କର ମୃତ୍ୟୁ ପରେ ଘରର ସବୁ ଦାୟିତ୍ୱ ଜିତେନ୍ଦ୍ର ଙ୍କ ମୁଣ୍ଡ ଉପରେ ଆସିଗଲା । ତେବେ ତାଙ୍କ ବାପାଙ୍କ ର ସିନେମା ଇଣ୍ଡଷ୍ଟ୍ରୀ ରେ ଚିହ୍ନା ଥିଲା ସେ ଗହଣା ସବୁ ପଠାଉ ଥିଲେ ତେବେ ସେ ଫିଲ୍ମ ଦୁନିଆ ରେ ନିଜର କ୍ୟାରିଅର ବନେଇବା କୁ ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଥମେ ସେ ଶାନତାରାମ ଙ୍କ ପାଖକୁ ଯାଇ ଥିଲେ ଯିଏ ଜଣେ ସିନେମା ନିର୍ମାତା ।

ତେବେ ସେ ତାଙ୍କୁ ପ୍ରଥମେ କାମ ଦେଇ ନଥିଲେ କିନ୍ତୁ ପରେ ତାଙ୍କୁ ଫୋନ କରି ଜୁନିୟର ଆର୍ଟିଷ୍ଟ ଭାବରେ କାମ କରିବାକୁ ଡାକିଲେ । ସେହି ସିନେମା ଥିଲା ସେହେରା କିନ୍ତୁ ସେ ସିନେମା ରେ ତାଙ୍କୁ କିଛି କାମ କରିବାକୁ ମିଳି ନଥିଲା ପରେ ଶାନ୍ତରାମ ଙ୍କ ଆଗାମୀ ଫିଲ୍ମ ଗୀତ ଗାୟା ପଥର ରେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ ସେତେବେଳେ ସେ ୧୦୦ ଟଙ୍କା ରେ ହିଁ କାମ କରିଥିଲେ ଏବଂ ସେତେବେଳେ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ ପଇସା ମିଳି ନଥିଲା ।

ତେବେ ଏହା ପରେ ତାଙ୍କ ନାମ ରବି କପୂର ରୁ ଜିତେନ୍ଦ୍ର ରଖା ଯାଇଥିଲା । ତେବେ ୧୯୭୪ ରେ ଶୋଭା କପୂର ଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ତାଙ୍କ ପାଖରେ ୧୫୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ସେ ୮୦ ଦଶକ ର ଜଣେ ସଫଳ ଅଭିନେତା ଏହା ଛଡା ବର୍ତ୍ତମାନ ତାଙ୍କର ମୁମ୍ବାଇରେ ଏବଂ ପଞ୍ଜାବ ରେ ବିଲ୍ଡିଂ ମଧ୍ୟ ରହିଛି ଏବଂ ୧.୫ କୋଟି ଟଙ୍କାର ଅଡ଼ି କାର ମଧ୍ୟ ଅଛି । ତେବେ ବର୍ତ୍ତମାନ ଜିତେନ୍ଦ୍ର ନିଜର ପ୍ରଦକ୍ସ୍ନନ ହାଉସ ରୁ ମଧ୍ୟ ବହୁତ ପଇସା ମିଳୁଛି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *