Odia Hasa Katha- ଆକବର କହିଲେ କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି, ବୀରବଲ- ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ କି ମୁଁ …

ନମସ୍କାର ବନ୍ଧୁଗଣ ଆମ ଜୀଵନ ର ଏହି ବ୍ୟସ୍ତତା ରୁ କିଛି ସମୟ ନିଜକୁ ଦେବା ଆବଶ୍ୟକ । ସର୍ଵଦା ଚିନ୍ତା,ଚାପ ରେ ରହିବା ଦ୍ୱାରା ଜୀଵନ ବହୁତ ଖରାପ ହୋଇ ଯାଏ ତେଣୁ ସେଥିପାଇଁ ଆମେ ଠିକ ଭାବରେ କୌଣସି କାମ କରି ପାରି ନଥାଉ କିମ୍ବା ଠିକ ରେ ଶୋଇ ମଧ୍ୟ ପାରନ୍ତି ନାହିଁ । ଠିକ ରେ ନ ଶୋଇବା କାରଣ ରୁ ବହୁତ ରୋଗ ମଧ୍ୟ ହୋଇଥାଏ । ତେଣୁ ସେଥି ପାଇଁ ଜୀବନରେ କିଛି ରିଲାକ୍ସ ପାଇବା ଚାଲନ୍ତୁ କିଛି ମଜାଦାରିଆ ଜୋକ୍ସ ବିଷୟରେ ଜାଣିନେବା ଏବଂ ଜୀଵନ ରେ ଟିକେ ଖୁସି ଭରି ଦେବା ।

୧- ସ୍ତ୍ରୀ ରାତି ୨ଟା ରେ ନିଜ ସ୍ୱାମୀ କୁ ଉଠାଇ ଆଛା କହିଲ ସଚିନ ୨୦୦୩ ୱାର୍ଲଡ଼ କପ ରେ ପାକିସ୍ତାନ ବିପକ୍ଷରେ କେତେ ସ୍କୋର କରିଥିଲା ।

ସ୍ୱାମୀ- ୯୮ ହେଲେ କଣ ପାଇଁ ପଚାରୁଛ ।

ସ୍ତ୍ରୀ- ଏବେ କୁହ କି ସକାଳୁ ମୋ ଜନ୍ମଦିନ ର ଶୁଭେଚ୍ଛା କାହିଁ ଜଣାଇ ନଥିଲ

ତା ପରେ ଚାରିଆଡେ ଶାନ୍ତି ର ବାତାବରଣ ଖେଳି ଗଲା ।

୨- ସ୍ୱାମୀ- ତୁମେ କେତେ ସୁନ୍ଦର ଦେଖା ଯାଉଛ ଏବଂ ପତଳା ମଧ୍ୟ ।

ସ୍ତ୍ରୀ- ଆଇ ଲଭ ୟୁ

ଉପରେ ଲେଖା ଯାଇଥିବା ମନ୍ତ୍ର କୁ ଦିନରେ ଦୁଇଥର ଜପନ୍ତୁ ଦେଖିବେ ଆପଣଙ୍କ ଜୀଵନ ରେ ଖୁସି ହିଁ ଖୁସି ରହିବ !!

୩-ସ୍ୱାମୀ- କଣ ହେଇଛି ଆମ ଘରେ ଏତେ ଭିଡ଼ କଣ ପାଇଁ ।

ସ୍ତ୍ରୀ- ଆରେ କିଛି ନାହିଁ ମୁଁ ମୋ ପଡୋଶୀ ଙ୍କୁ କହିଲି କି ଆଜି ଆମ ଘରକୁ ମୋ ଜ୍ବାଇଁ ଆସୁଛନ୍ତି ।

ସ୍ୱାମୀ- ତେବେ ସେଥିରେ ଏତେ ଭି-ଡ଼ କଣ ପାଇଁ ।

ସ୍ତ୍ରୀ- ଆରେ ମୁଁ ବର୍ତ୍ତମାନ ଇଂରାଜୀ ଶିଖୁଛି ନା ସେଥିପାଇଁ ଇଂରାଜୀ ର୍ର ହିଁ କହିଲି ।

ସ୍ୱାମୀ- ଆରେ ବା କଣ କହିଲ

ସ୍ତ୍ରୀ – ମୁଁ କହିଲି ଆମ ଘରକୁ ସନି ଲିୟନୀ ଆସୁଛନ୍ତି ।

ସ୍ୱାମୀ- ଆରେ ସନି ଲିୟନି ନୁହେଁ ସନ ଇଁନ ଲ !!

୪- ସ୍ତ୍ରୀ- କଣ ପାଇଁ ତୁମେ ପଡୋଶୀ ମହିଳା ସହ ସିନେମା ଦେଖିବାକୁ ଯାଇଥିଲ !

ସ୍ୱାମୀ- କଣ କରିବା ଆଜି କାଲି ପରିବାର ଦେଖିବା ଭଳି କିଛି ସିନେମା ଆସୁ ହିଁ ନାହିଁ

୫-ସ୍ୱାମୀ- ଆରେ ତୁମେ ବିବାହ ପୂର୍ବରୁ ବ୍ରତ ରଖୁଥିଲ ନା !

ସ୍ତ୍ରୀ- ହଁ ୧୬ ସୋମବାର ର ବ୍ରତ କରୁଥିଲି

ସ୍ୱାମୀ- ଏବେ କାହିଁ କରୁନ

ସ୍ତ୍ରୀ- ବ୍ରତ କରୁଥିଲି ତୁମ ସହ ବିବାହ ହୋଇଗଲା ସେବେଠୁ ବ୍ରତ ଉପରେ ମୋର ବିଶ୍ୱାସ ଉଠିଗଲା ।

୫. ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି

ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ

ଆକବର – କୁହ କଣ ସର୍ତ୍ତ ?

ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହା ହେବି

Leave a Reply

Your email address will not be published. Required fields are marked *