ନମସ୍କାର ବନ୍ଧୁଗଣ ତେବେ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବୁ। ଯାହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ବୃଦ୍ଧି କରି ପାରିବେ ତେବେ ଆସନ୍ତୁ ଜାଣିନେବା ସେହି କିଛି ପ୍ରଶ୍ନ ଉତ୍ତର ବିଷୟରେ।
୧. ଦୁନିଆର ସବୁଠାରୁ ବଡ଼ ଦେଶ କଣ ଅଟେ?
ଉତ୍ତର- ରୁଷ।
୨. କେଉଁ ଗଛ ମାଂସ ଖାଇଥାଏ?
ଉତ୍ତର- ଭେନ୍ସ ଫ୍ଲାଇ ଟ୍ରାପ।
୩. କେଉଁ ଦେଶରେ ଗୋଟେ ହେଲେ ଛୁଆ ଜନ୍ମ ହୋଇନଥାଏ ?
ଉତ୍ତର- ବୋଟିକେନ ସିଟିରେ
୪. ମଣିଷର ପରମ ଶତ୍ରୁ କେଉଁ ଜୀବ ଅଟେ ?
ଉତ୍ତର- ମଶା ମାନେ ହେଉଛନ୍ତି ମଣିଷର ପରମ ଶତ୍ରୁ ।
୫- ଭାରତ ର ଯେଉଁ ଦେଶ ରେ ଲୋକେ ସାପ ର ତେଲ ର ଭଜା ବନାଇ ଥାନ୍ତି ?
ଉତ୍ତର- ଶିକ୍କମ ରାଜ୍ୟ ର ମେରା ଗାଁ ର ଲୋକେ ।
୬- ଶୁଦ୍ଧ ଜଳର ପିଏଚ ନାମ କେତେ ଅଟେ ?
ଉତ୍ତର- ୭ ।
୭. କେଉଁ ସହରକୁ ଭାରତର ହଲିଉଡ କୁହାଯାଏ ?
ଉତ୍ତର- ମୁମ୍ବାଇ
୮. କେଉଁ ସ୍ଥାନକୁ ଭାରତର ଭୂସ୍ଵର୍ଗ କୁହାଯାଏ ?
ଉତ୍ତର- କାଶ୍ମୀର
୯. କେଉଁ ଦେଶରେ ଗାଈ ପେଟକୁ ରଡରେ ମ-ରା ଯାଇଥାଏ ?
ଉତ୍ତର- ଆମେରିକା ଦେଶରେ ଗାଈର ପେଟକୁ ରଡରେ ମ-ରାଯାଇଥାଏ ।
୧୦. ଭାରତର କେଉଁ ରାଜ୍ୟର ଝିଅମାନେ ଧୂ-ମ୍ର-ପା-ନ କରିନଥାନ୍ତି ?
ଉତ୍ତର- ପଞ୍ଜାବ ଦେଶରେ ଝିଅ ମାନେ ଧୂ-ମ୍ର-ପା-ନ କରିନଥାନ୍ତି ।
୧୧. କେଉଁ ଦେଶର ଲୋକମାନେ ଶଣ୍ଢ ସହ ଳଢନ୍ତି ?
ଉତ୍ତର- ସ୍ପେନ ଦେଶର ଲୋକମାନେ ଶଣ୍ଢ ସହ ଳଢନ୍ତି ।
୧୨. ଭରତରେ ସବୁଠାରୁ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରୁ ଆରମ୍ଭ ହୋଇଥିଲା ?
ଉତ୍ତର- ବାଙ୍ଗାଲୁରୁ ସହରରୁ ଆରମ୍ଭ ହୋଇଥିଲା ।
୧୩. ଭାରତର ରାଜଧାନୀ କଣ ଅଟେ ?
ଉତ୍ତର- ନୂଆଦିଲ୍ଲୀ ।
୧୪. କେଉଁ ପ୍ରାଣୀ ର କ୍ଷୀର ରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?
ଉତ୍ତର- ଛେଳି ।
୧୫. କୁକୁର ର ଶୁଣିବା କ୍ଷମତା ମନୁଷ୍ୟ ଠାରୁ କେତେ ଗୁଣ ଅଧିକ ହୋଇଥାଏ ?
ଉତ୍ତର- ୧୦ ଗୁଣ ।
୧୬. ଜଣେ ମହିଳା ୧୯୬୦ ରେ ଜନ୍ମ ହୋଇଥିଲା ଏବଂ ୧୯୭୦ ମସିହାରେ ମ-ରି-ଗ-ଲା । କିନ୍ତୁ ମ-ରି-ବା ବେଳେ ସେହି ମହିଳା ର ବୟସ ୨୦ ବର୍ଷ ବୟସ ହୋଇଥିଲା । ତାହା କିପରି ସମ୍ଭବ ?
ଉତ୍ତର- କାରଣ ସେହି ମହିଳା ଟି ଜନ୍ମ ହୋଇଥିବା ରୁମ ର ନମ୍ବର ୧୯୬୦ ଅଟେ ।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।