Bollywood ର ଏହି 5 ଜଣ ସିଙ୍ଗର ଙ୍କ ପତ୍ନୀ ଦେଖିବାକୁ କୌଣସି ଅପ୍ସରା ଠୁ ବି ନୁହଁନ୍ତି କମ, କିନ୍ତୁ ମିଡିଆ ଠାରୁ ରୁହନ୍ତି ଦୂରରେ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମସ୍ତେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ସିନେମା ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ବର୍ତ୍ତମାନ ସିନେମା ରେ ଥିବା ସଙ୍ଗୀତ ଏବଂ ଗାୟକ ଗାୟିକା ଙ୍କ ପ୍ରତି ମଧ୍ୟ ଅଧିକ ରୁଚି ରଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତି ବଲିଉଡ ଜଗତ ର କିଛି ନାମୀ ଦାମୀ ଗାୟିକ ଏବଂ ଗାୟିକା ମାନଙ୍କ ର ଜୀଵନ ସାଥୀ ଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ବଲିଉଡ ର ସୁନ୍ଦରୀ ଗାୟିକା ସୁନିଧୀ ଚୋହ୍ଵାନ । ତେବେ ସୁନିଧୀ ବଲିଉଡ ରେ ନିଜ କ୍ୟାରିଅର ରେ ଅନେକ ଗୀତ ଗାଇଛନ୍ତି ଏବଂ ତାଙ୍କର ପ୍ରାୟଃ ସମସ୍ତ ଗୀତ ହିଟ ମଧ୍ୟ ହୋଇଥାଏ । ତେବେ ସେ ୨୦୧୨ ରେ ହିତେଶ ଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ଅସଫଳ ହୋଇଥିଲା । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି ।

୨- ଦ୍ଵିତୀୟ ରେ ହେଉଛନ୍ତି ଶ୍ରେୟା ଘୋଷାଲ । ତେବେ ଶ୍ରେୟା ଘୋଷାଲ ଙ୍କୁ କିଏ ନ ଜାଣେ ସେ ବଲିଉଡ଼ ର ସବୁଠାରୁ ସୁନ୍ଦରୀ ଗାୟିକା ସେ ହିନ୍ଦୀ,ବଙ୍ଗାଳି, ତେଲୁଗୁ ଆଦି ଅନେକ ଭାଷା ର ଗୀତ ଗାଇ ସଫଳ ଗାୟିକା ହୋଇଛନ୍ତି ତେବେ ସେ ୨୦୧୫ ରେ ଆଦିତ୍ୟ ଙ୍କ ସହ ଏବଂ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି ।

୩- ତୃତୀୟ ରେ ହେଉଛନ୍ତି ନୀତି ମୋହନ । ଏକ ରିୟାଲିଟି ସୋ ରୁ ଏକ ସଫଳ ଗାୟିକା ଭାବରେ ସେ ପରିଚିତ ଏବଂ ସେ ନିଜର ଗାୟିକି ରେ ସମସ୍ତ ଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଛନ୍ତି ତେବେ ସେ ଏହି କିଛି ବର୍ଷ ପୂର୍ବେ ନିହାଲ ପାଣ୍ଡ୍ୟା ଙ୍କୁ ବିବାହ କରିଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅରିଜିତ ସିଂହ । ତେବେ ଅରିଜିତ ଜଣେ ବଲିଉଡ ର ସବୁଠାରୁ ଲୋକପ୍ରିୟ ଗାୟକ ତାଙ୍କ ସ୍ୱର କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କର ପ୍ରାୟଃ ଗୀତ ସୁପର ହିଟ ହୋଇଥାଏ । ତେବେ ସେ ୨୦୧୪ ରେ କୋୟଲ ରୟ ଙ୍କୁ ବିବାହ କରିଥିଲେ ।

୫- ପଞ୍ଚମ ରେ ହେଉଛନ୍ତି ହନି ସିଂହ । ତେବେ ଘରେ ଘରେ ପରିଚିତ ଏବଂ ବହୁତ କମ ସମୟରେ ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିବା ଗାୟକ ହେଉଛନ୍ତି ହନି ସିଂହ । ତେବେ ସେ ୨୦୧୧ ରେ ଜଣେ ମଡେଲ ସାଲିନୀ ଙ୍କ ସହ ବିବାହ କରିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *