Odia Hasa katha- ସ୍ଵାମୀ ତା’ ଚାକରାଣୀକୁ ଦିନେ ଲୁଚିକି କିସ କରୁଥିଲା, ସ୍ଵାମୀ: ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର, ଚାକରାଣୀ: କିନ୍ତୁ ଡ୍ରାଇଭର ତ କହୁଥିଲା…

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି । ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।

୧- ପୋଲିସ ବାଲା ପାର୍କରେ ବସିଥିବା ଯୋଡିଙ୍କୁ ଦେଖୁଥିଲା ।

ପୋଲିସ- କଣ ଭାଇ ରାତି ହେଲାଣି ପାର୍କରେ ଏମିତି କଣ ପାଇଁ ବସିଛ ?

ଯୁବକ- ଆମେ ଦୁହେଁ ବିବାହିତ ଅଟୁ ।

ପୋଲିସ- ତାହେଲେ ଘରକୁ କଣ ପାଇଁ ଯାଉନ ? ଘରେ ଯାଇ ବସ କି ଶୁଅ ମୋର କଣ ଯାଉଛି…

ଯୁବକ- ସାର ଏଠି ଆପଣ ମାନୁ ନାହାନ୍ତି, ସେଠି ୟାର ସ୍ଵାମୀ

ଆଉ ଘରେ ମୋ ସ୍ତ୍ରୀ କେମିତି ମାନିବେ ?

ପୋଲିସ ବାଲା ବେହୋସ…

୨- ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…

ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!

ସାନ୍ତା ସେହି ଟୋକାକୁ ଗୋଟେ ଚା-ପୁ-ଡା ମା-ରି କହିଲା…

ସାନ୍ତା- ଆବେ ଶ-ଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ?

୩- ପପୁ ନିଜ ସାଙ୍ଗ ମାନଂକୁ କହୁଥିଲା କି

ଆଜି ବାସନ ମାଜିବାର ଗୋଟିଏ ଫାଇଦା ହେଲା

ଆମ ପଡୋଶୀ ମହିଳା କହିଲା କି କାସ ଏ ମୋ ସ୍ୱାମୀ ହୋଇ ଥାନ୍ତେ

ସ୍ତ୍ରୀ କହିଲା ଆଜି ଠାରୁ ତୁମେ ବାସନ ଠୁ ଦୂରରେ ରହିବ

୪- ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।

ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।

କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-

ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି

ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?

ସୋନୁ ଏକଦମ ଚିଡି ଯାଇ କହିଲା:

ଆବେ କେଉଁ ରାସ୍ତା ? କେମିତି ରାସ୍ତା ?

ମୁଁ ତ ଗାର୍ଡେନ ରେ ଶୋଇ ଥିଲି ।

୫ . ସ୍ଵାମୀ ତା’ ଚାକରାଣୀ କୁ ଭଲ ପାଉ ଥିଲେ

ଗୋଟେ ଦିନ ଲୁଚିକି ଚାକରଣୀକୁ

କି-ସ କରୁଥିଲେ

ସ୍ଵାମୀ: ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର

ଚାକରାଣୀ:ମିଛ କୁହନ୍ତୁ ନହିଁ

ସ୍ଵାମୀ: ନା ସତ କହୁଛି

ଚାକରାଣୀ: ଆଚ୍ଛା ଡ୍ରାଇଭର ତ କହୁଥିଲା ମାଲିକିଆଣୀ ବହୁତ ସୁନ୍ଦର

ସ୍ଵାମୀ ବେହୋସ !!!

୬. ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ କଣ ଫରକ ଅଛି ?

ଲଭ ମ୍ୟାରେଜ ନିଜ ଗାର୍ଲଫ୍ରେଣ୍ଡ ସହ ହୁଏ

ଆଉ ଆରେଞ୍ଜ ମ୍ୟାରେଜରେ କେଜାଣି କାହା ଗାର୍ଲଫ୍ରେଣ୍ଡ କପାଳରେ ଲେଖା ହୋଇଥିବ…!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *