ଶାଶୁଘରେ ନୂଆ ବୋହୁ ସକାଳୁ ଜଲ୍ଦି ଉଠିଗଲା, ଶାଶୁ- ‘ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ’, ବୋହୁ- ‘ନା, ଶାଶୁ ମା’…(Odia Jokes)

ନମସ୍କାର ବନ୍ଧୁଗଣ ତେବେ ଜୀଵନ ରେ ବର୍ତ୍ତମାନ ବହୁତ ଚିନ୍ତା ଏବଂ ଦୁଃଖ ତା ସହ ଚାପ ର ମଧ୍ୟ ଶିକାର ହେଉଛନ୍ତି । ତେବେ ଏହି ସବୁର ଚିକିତ୍ସା ବା ଭଲ ମେଡ଼ିସିନ ହେଉଛି ଳାଫ୍ଟର ମେଡ଼ିସିନ । ଆଜି ଆମେ ଆପଣଙ୍କ ପାଇଁ କିଛି ଏଭଳି ଜୋକ୍ସ ନେଇ ଆସିଛୁ ଯାହା ଦ୍ୱାରା ଆପଣଙ୍କ ଜୀଵନ ରେ କିଛି ମାତ୍ରାରେ ଚାପ କମି ଯିବ ନିଶ୍ଚିତ । ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେବେ ଆସନ୍ତୁ ପଢିବା କିଛି ମଜାଳିଆ ଜୋକ୍ସ ।

୧- ଗୋଟିଏ ଛୁଆ ଏକ ପୁସ୍ତକ କୁ ବହୁତ ଧ୍ୟାନ ର ସହିତ ପଢୁଥିଲା ।

ପୁସ୍ତକ ଟି ହେଉଛି ନିଜ ପିଲାକୁ କିପରି ଭଲ ଭାବରେ ଲାଳନ ପାଳନ କରିବେ ।

ମାଆ- ତୁ କଣ ପାଇଁ ଏଇଟା ପଢ଼ୁଛୁ ।

ଶିଶୁ- ଦେଖୁଛି ମୋର ଲାଳନ ପାଳନ ଠିକରେ ହୋଇଛି କିମ୍ବା ନାହିଁ ।

୨- ସ୍ତ୍ରୀ- ପୁରୁଣା ପୋଷାକ ସବୁ ଡୋନେଟ କରିଦେବା ।

ସ୍ୱାମୀ- ଡୋନେଟ କଣ କରିବା ଫିଙ୍ଗି ଦେ ।

ସ୍ତ୍ରୀ- ନା ନା ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଖାଇବାକୁ ପିନ୍ଧିବାକୁ ନାହିଁ ଭୋକିଲା ଅଛନ୍ତି ।

ସ୍ୱାମୀ- ଏଭଳି କେଉଁ ଭୋକିଲା ଥିବ ଯାହାକୁ ତୁମ ମାପ ର ଡ୍ରେସ ଫିଟ ହେବ ।

୩- କାଲି ରାସ୍ତା ରେ ବଲୁ ସହ ପଢ଼ୁଥିବା ଝିଅ ଦେଖା ହେଲା ।

ବଲୁ- ଆରେ ତୁମର ମନେ ଅଛି ଆମେ ଦୁଇ ଜଣ ଏକାଠି ପଢୁଥିଲେ ।

ଝିଅ- ପଢୁ ତ ମୁ ଥିଲି ତୁ ତ ମୁରଗା ହେଉଥିଲୁ ।

୪- ସଞ୍ଜନା ତୃତୀୟ ଥର ନିଜର ଡ୍ରାଇଭିଂ ଲାଇସେନ୍ସ ନେବାକୁ ଯାଇଥିଲା ।

ଅଫିସର- ଆପଣ ଙ୍କ ଗୋଟିଏ ପାଖରେ ସ୍ୱାମୀ ଏବଂ ଅନ୍ୟ ପାଖରେ ଭାଇ ଅଛି ତେବେ ଆପଣ କାହାକୁ ମାରିବେ ।

ସଞ୍ଜନା- ସ୍ୱାମୀ ।

ଅଫିସର- ଆରେ ମ୍ୟାଡାମ ମୁଁ ତିନି ଥର କହି ସାରିଲେଣି ଆପଣ ବ୍ରେକ ମାରିବେ ।

୫- ଗୋଟିଏ ପୁଅ ନିଜ କ୍ଳାସ ର ଗୋଟିଏ ଝିଅ କୁ ପଟେଇବା ପାଇଁ ।

ହାଏ ସୁଇଟି ତୋ ଫୋନ ରେ ୫୦ ଟଙ୍କା ର ରିଚାର୍ଜ କରିଦେବି ।

ଝିଅ – ନା ।

ପୁଅ- ବା କେତେ ଭଲ ଝିଅ ।

ଝିଅ- ୫୦୦ ଟଙ୍କା ର କରିଦିଅ ଟକଟାଇମ ଫ୍ରି ।

ପୁଅ- ଯାଆ ଭଉଣୀ ଯାଆ ।

୬- ବିବାହ ର ଗୋଟିଏ ଦିନ ପରେ ସ୍ୱାମୀ ସକାଳୁ ନିଜ ସ୍ତ୍ରୀ କୁ ମାରିବାକୁ ଲାଗିଲା ।

ସମସ୍ତେ ପଚାରିଲେ କାହିଁ ମାରୁଛ ।

ସ୍ୱାମୀ- ଆରେ ଏ ମୋ ଚା ରେ ତାବିଜ ପକେଇ ଦେଉଛି

ମୋତେ ବଶ ରେ କରିବା ପାଇଁ ମାଆ ଠାରୁ ଅଲଗା କରିବା ପାଇଁ ।

ସ୍ତ୍ରୀ- ଚୁପ ସେଇଟା ଟି ବ୍ୟାଗ ।

୭- ମୁଁ କହିଲି ହେ ଚାନ୍ଦ କେବେ ଦେଖିଛୁ ମୋ ଚାନ୍ଦ ଭଳି ପ୍ରେମିକା କୁ ।

ଚାନ୍ଦ- ହଁ ବହୁତ ଜଣଙ୍କ ସହ ।

୮- ପରିବା ଵାଲା ଜୋରରେ ଜୋରରେ ଚିଲାଇ କହିଲା ୨୦ ଟଙ୍କା ର ଫୁଲ ଗୋବି ଯୋଡ଼ା ।

ତେବେ ଏହା ଶୁଣି ସୋନୁ ମନ ଦୁଃଖ କଲା ଏବଂ କହିଲା ଦେଖ ଫୁଲଗୋବି ର ବି ଯୋଡ଼ା ଅଛି ବାସ ସିଙ୍ଗଲ ଖାଲି ମୁଁ ଅଛି ।

୯- ଜ୍ୱାଇଁ ପୁଅ- ଶାଶୁ ମାଆ ଆପଣଙ୍କ ଝିଅ ପାଖରେ ବୁଦ୍ଧି ନାହିଁ ।

ମୁଁ ଯଦି ବିବାହ ପୂର୍ବରୁ ଜାଣିଥାନ୍ତି ତେବେ କେବେବି ବାହା ହୋଇ ନଥାନ୍ତି ।

ଶାଶୁ ମାଆ- ଅରେ ପୁଅ ବିବାହ ବେଳେ ତୁମେ ଖାଲି ହାତ ମାଗିଥିଲ ବୁଦ୍ଧି ର କିଛି କଥା ବାର୍ତ୍ତା ହିଁ ହୋଇ ନଥିଲା ।

ଜ୍ୱାଇଁ ପୁଅ ବେହୋଶ !!

10-ନୂଆ ବୋହୁ ଶାଶୁଘରେ ସକାଳୁ ଜଲ୍ଦି ଉଠିଗଲା

ଶାଶୁ- ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ

ବୋହୁ- ନା, ଶାଶୁ ମା’ ଏବେ ତ Dp change କରିବାର ଅଛି

ଓ Status ବି ଅପଡେଟ କରିବାର ଅଛି

ଓ ସମସ୍ତଙ୍କୁ Good Morning ମେସେଜ ସେନ୍ଡ କରିବାର ଅଛି ଓ

ମେସେଜ ପଠେଇବା ପରେ ଏବେ ଯାଉଛି ଶୋଇବି

ଯେତେବେଳେ ତୁମେ ଉଠିବ ମୋ ପାଇଁ ବି ଚା ବନେଇ କି ଡାକିଦେବ !!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *